ସାଧାରଣତନ୍ତ୍ର ଦିବସ ପ୍ୟାରେଡ: ୩ ବର୍ଷ ପରେ ଏଥର ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୩ ବର୍ଷର ଅପେକ୍ଷା ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ୟାରେଡରେ ଦେଖିବାକୁ ମିଳିବ। ଏନେଇ କେନ୍ଦ୍ର...
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ, ମାତ୍ର ଦେଢ଼ ଦିନରେ ସରିଲା ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଗୁରୁବାର ଦମଦାର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ। ୫ ଦିନର ଟେଷ୍ଟକୁ ମାତ୍ର ଦେଢ଼ ଜିତି ନେଇଛି ଭାରତୀୟ ଦଳ। ୭...
ବିଶାଖାପାଟଣା ଲଜ୍ଜା: ନାବାଳିକାକୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୧୧ ଜଣ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଜଣେ ନାବାଳିକାକୁ ତିନିଦିନ ଧରି ଗଣଦୁଷ୍କର୍ମ କରିବା ଘଟଣା ଏବେ ସାରା ଦେଶକୁ ଲଜ୍ଜିତ କରିଛି। ଏଭଳି ଏକ ଲଜ୍ଜାକର ତଥା ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର...
ବୈଦେଶିକ ମନ୍ତ୍ରାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୈସୱାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବୈଦେଶିକ ମନ୍ତ୍ରାଳୟର ନୂଆ ମୁଖପାତ୍ର ହୋଇଛନ୍ତି ରଣଧୀର ଜୈସୱାଲ। ତାଙ୍କୁ ବର୍ତ୍ତମାନ ମନ୍ତ୍ରାଳୟର ମୁଖପାତ୍ର ଥିବା ଅରିନ୍ଦମ ବାଗଚିଙ୍କ ସ୍ଥାନରେ ଏହି ନୂଆ ଦାୟିତ୍ଵ ମିଳିଛି। ଏନେଇ ବୈଦେଶିକ ମନ୍ତ୍ରାଳୟ...
ଦ୍ଵିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଘାତକ ବୋଲିଂ, ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲଆଉଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହୋଇଛି। କେପଟାଉନରେ ଖେଳାଯାଉଥିବା ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବଡ଼ ବ୍ୟାଟିଂ ବିପର୍ଜୟର ସାମ୍ନା କରିଛି। ଟିମ୍...
ଆଦାନୀ-ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦାନୀ-ହିଣ୍ଡେନବର୍ଗ ମାମଲାରେ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ବୁଧବାର ଉକ୍ତ ପ୍ରସଙ୍ଗରେ ଆବେଦନର ଶୁଣାଣି କରି ସର୍ବୋଚ୍ଚ...
ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହେବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ଲାଗି ମଙ୍ଗଳବାର ଦିନ...
ଜାପାନ ଭୂମିକମ୍ପ: ଏ ଯାଏଁ ୪୮ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାପାନରେ ସୋମବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୂମିକମ୍ପ ଯୋଗୁଁ ଏ ଯାଏଁ ଜାପାନରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ...
ଭାରତରେ ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ବସ୍ ଓ ଟ୍ରକ ଡ୍ରାଇଭର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଲାଗୁ ହେବାକୁଥିବା ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ବସ୍ ଓ ଟ୍ରକ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଞ୍ଜାବ...
ନୂଆବର୍ଷରେ ମଣିପୁରରେ ପୁଣି ହିଂସା: ଥୌବାଲ ଜିଲ୍ଲାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁରରେ ନୂଆବର୍ଷର ପ୍ରଥମ ଦିନରେ ପୁଣି ହିଂସା ଦେଖିବାକୁ ମିଳିଛି। ସୋମବାର ରାଜ୍ୟର ଥୌବାଲ ଜିଲ୍ଲାରେ ଘଟିଥିବା ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଏକାଧିକ ଲୋକ ଆହତ ହୋଇଥିବା...





















