National

ଆଦାନୀ-ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ବୁଧବାର ଉକ୍ତ ପ୍ରସଙ୍ଗରେ ଆବେଦନର ଶୁଣାଣି କରି ସର୍ବୋଚ୍ଚ...

ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହେବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ଲାଗି ମଙ୍ଗଳବାର ଦିନ...

ଜାପାନ ଭୂମିକମ୍ପ: ଏ ଯାଏଁ ୪୮ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାପାନରେ ସୋମବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୂମିକମ୍ପ ଯୋଗୁଁ ଏ ଯାଏଁ ଜାପାନରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ...

ଭାରତରେ ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ବସ୍ ଓ ଟ୍ରକ ଡ୍ରାଇଭର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଲାଗୁ ହେବାକୁଥିବା ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ବସ୍ ଓ ଟ୍ରକ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଞ୍ଜାବ...

ନୂଆବର୍ଷରେ ମଣିପୁରରେ ପୁଣି ହିଂସା: ଥୌବାଲ ଜିଲ୍ଲାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ନୂଆବର୍ଷର ପ୍ରଥମ ଦିନରେ ପୁଣି ହିଂସା ଦେଖିବାକୁ ମିଳିଛି। ସୋମବାର ରାଜ୍ୟର ଥୌବାଲ ଜିଲ୍ଲାରେ ଘଟିଥିବା ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଏକାଧିକ ଲୋକ ଆହତ ହୋଇଥିବା...

ନୂଆବର୍ଷରେ ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ, ବଡ଼ଧରଣର ସୁନାମି ପାଇଁ ଆଲର୍ଟ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ଶକ୍ତିଶାଳୀ ଭୂମିକମ୍ପରେ ଥରିଯାଇଛି ଜାପାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ରହିଥିଲା। ତେବେ ଭୂମିକମ୍ପରେ କୌଣସି ଲୋକଙ୍କ ଜୀବନହାନି ହୋଇନଥିଲେ ମଧ୍ୟ ଦେଶରେ ବଡ଼ ସୁନାମି ଆସିବାର ଆଶଙ୍କା...

ନୂଆବର୍ଷରେ ଇସ୍ରୋର ନୂଆ ମହାକାଶ ମିଶନ, ସଫଳତାର ସହ ଲଞ୍ଚ ହେଲା ‘ଏକ୍ସପୋସାଟ୍’  

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଲଞ୍ଚ କରିଛି ୨୦୨୪ର ପ୍ରଥମ ମହାକାଶ ମିଶନ। ସୋମବାର ସକାଳ ୯ଟା ୧୦ରେ ଇସ୍ରୋ ପକ୍ଷରୁ ଏକ୍ସ-ରେ ପୋଲାରିମେଟ୍ରି ସାଟେଲାଇଟ୍ ବା ଏକ୍ସପୋସାଟକୁ...

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ: ଉଦଘାଟିତ ହେଲା ନୂଆ ବିମାନବନ୍ଦର ଓ ରେଳ ଷ୍ଟେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ଅଯୋଧ୍ୟାରେ ନୂଆ ବିମାନବନ୍ଦର ଓ ରେଳ ଷ୍ଟେସନର ଉଦଘାଟନ କରିଛନ୍ତି। ଏହାସହ ଜାନୁଆରି ୨୨ ତାରିଖରେ ରାମ...

ସାଧାରଣତନ୍ତ୍ର ଦିବସ ପ୍ୟାରେଡ: ଏଥର ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼!

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିପାରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୩ ବର୍ଷର ଅପେକ୍ଷା ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଗଡ଼ିବାର...

ସିଆଇଏସଫର ପ୍ରଥମ ମହିଳା ମହାନିର୍ଦେଶକ ହେଲେ ନୀନା ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳର (ସିଆଇଏସଫ) ମହାନିର୍ଦେଶକ ହୋଇଛନ୍ତି ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଧିକାରୀ ନୀନା ସିଂହ। ପ୍ରଥମ ମହିଳା ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହାପୂର୍ବରୁ...