କତାର: ୮ ପୂର୍ବତନ ଭାରତୀୟ ନୌସୈନିକଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଲା ରୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗୁରୁବାର କତାରର ଏକ ଅଦାଲତ ସମସ୍ତ ୮ ଜଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ...
ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହେଲେ ଓଡ଼ିଶାର ସତବୀର ସିଂ ରିୟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହୋଇଛନ୍ତି ଓଡ଼ିଶାର ସତବୀର ସିଂ ରିୟର। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ପଦ ପାଇଁ ବିସିସିଆଇ ପକ୍ଷରୁ ମନୋନୀତ କରାଯାଇଛି। ଏନେଇ ଓଡ଼ିଶା କ୍ରିକେଟ...
ମଧ୍ୟପ୍ରଦେଶ ଗୁନାରେ ଭୟଙ୍କର ଦୁର୍ଘଟଣା, ବସ ଜଳି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ଗୁନାରେ ଭୟଙ୍କର ଦୁର୍ଘଟଣା ଘଟି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା।
ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ...
ରାଉରକେଲାରୁ ସିଧାସଳଖ କୋଲକାତାକୁ ଉଡ଼ିବ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ। ଖୁବଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି।
ସପ୍ତାହକୁ ୩ ଦିନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ବିମାନ ଯାତ୍ରାର ଲାଭ ଉଠାଇପାରିବେ ଯାତ୍ରୀ। ଏଣିକି...
ଆରବ ସାଗରରେ ଆହୁରି ବ୍ୟାପକ ହେବ ସାମୁଦ୍ରିକ ସୁରକ୍ଷା, ୩ଟି ଯୁଦ୍ଧ ଜାହାଜ ମୁତୟନ କଲା ଭାରତୀୟ ନୌସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ-ଗାଜା ଯୁଦ୍ଧକୁ କେନ୍ଦ୍ର କରି ଏବେ ଲୋହିତ ସାଗର ଓ ଆରବ ସାଗରରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯୁଦ୍ଧ ଯୋଗୁଁ ଇସ୍ରାଏଲ ଓ ଆମେରିକାର ବିରୋଧ କରି ୟେମେନର ହୁଥି ବିଦ୍ରୋହୀମାନେ...
କର୍ଣ୍ଣାଟକ: ବାହା ହେବାକୁ ମନା କରିବାରୁ ପ୍ରେମିକାକୁ ଜାଳିଦେଲା ପ୍ରେମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ବାନ୍ଧବୀଙ୍କୁ ଏତେ ଭଲପାଉଥିଲେ ଯେ, ତାଙ୍କୁ ବିବାହ କରିବା ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରିଦେଲେ। ହେଲେ ବାନ୍ଧବୀ ଜଣକ ବିବାହ ପାଇଁ ମନା କରିଦେବାରୁ ତାଙ୍କୁ ଜୀଅନ୍ତା ପୋଡ଼ି...
ଦ୍ଵିତୀୟ ବିବାହ କଲେ ବଲିଉଡ ଅଭିନେତା ଅରବାଜ ଖାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଲାଇକା ଆରୋରାଙ୍କଠାରୁ ଅଲଗା ହେବାର ପ୍ରାୟ ୬ ବର୍ଷ ପରେ ଦ୍ଵିତୀୟ ବିବାହ କରିଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ। ରବିବାର ଦିନ ୫୬ ବର୍ଷ ବୟସରେ ନିଜର ଲେଡି ଲଭ୍...
ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଜୟନ୍ତୀ, ମହାନ ଜନନାୟକଙ୍କୁ ମନେ ପକାଉଛି ସାରା ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। ୧୯୨୪ ମସିହାରେ ଆଜିର ଦିନରେ ଜନ୍ମ...
ରେଳବାଇରେ ଉତ୍ତର ଜୋନରେ ୩୦୯୩ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜାନୁଆରି ୧୧ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇର ଉତ୍ତର ଜୋନରେ (ଏନଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଉତ୍ତର ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୦୯୩ଟି ପଦବୀ ପୂରଣ ହେବ।
ଏହି ପଦବୀ...
ଡକ୍ଟର ଅଜୟ କୁମାର ହେଲେ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ସାଂଗଠନିକ ସ୍ତରରେରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରାଯାଇଛି। ଅଜୟ କୁମାରଙ୍କୁ ଓଡ଼ିଶା ସହ...





















