ନୂଆବର୍ଷରେ ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ, ବଡ଼ଧରଣର ସୁନାମି ପାଇଁ ଆଲର୍ଟ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ଶକ୍ତିଶାଳୀ ଭୂମିକମ୍ପରେ ଥରିଯାଇଛି ଜାପାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ରହିଥିଲା। ତେବେ ଭୂମିକମ୍ପରେ କୌଣସି ଲୋକଙ୍କ ଜୀବନହାନି ହୋଇନଥିଲେ ମଧ୍ୟ ଦେଶରେ ବଡ଼ ସୁନାମି ଆସିବାର ଆଶଙ୍କା...
ନୂଆବର୍ଷରେ ଇସ୍ରୋର ନୂଆ ମହାକାଶ ମିଶନ, ସଫଳତାର ସହ ଲଞ୍ଚ ହେଲା ‘ଏକ୍ସପୋସାଟ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଲଞ୍ଚ କରିଛି ୨୦୨୪ର ପ୍ରଥମ ମହାକାଶ ମିଶନ। ସୋମବାର ସକାଳ ୯ଟା ୧୦ରେ ଇସ୍ରୋ ପକ୍ଷରୁ ଏକ୍ସ-ରେ ପୋଲାରିମେଟ୍ରି ସାଟେଲାଇଟ୍ ବା ଏକ୍ସପୋସାଟକୁ...
ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ: ଉଦଘାଟିତ ହେଲା ନୂଆ ବିମାନବନ୍ଦର ଓ ରେଳ ଷ୍ଟେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ଅଯୋଧ୍ୟାରେ ନୂଆ ବିମାନବନ୍ଦର ଓ ରେଳ ଷ୍ଟେସନର ଉଦଘାଟନ କରିଛନ୍ତି। ଏହାସହ ଜାନୁଆରି ୨୨ ତାରିଖରେ ରାମ...
ସାଧାରଣତନ୍ତ୍ର ଦିବସ ପ୍ୟାରେଡ: ଏଥର ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼!
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିପାରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୩ ବର୍ଷର ଅପେକ୍ଷା ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଗଡ଼ିବାର...
ସିଆଇଏସଫର ପ୍ରଥମ ମହିଳା ମହାନିର୍ଦେଶକ ହେଲେ ନୀନା ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳର (ସିଆଇଏସଫ) ମହାନିର୍ଦେଶକ ହୋଇଛନ୍ତି ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଧିକାରୀ ନୀନା ସିଂହ। ପ୍ରଥମ ମହିଳା ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହାପୂର୍ବରୁ...
କତାର: ୮ ପୂର୍ବତନ ଭାରତୀୟ ନୌସୈନିକଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଲା ରୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗୁରୁବାର କତାରର ଏକ ଅଦାଲତ ସମସ୍ତ ୮ ଜଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ...
ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହେଲେ ଓଡ଼ିଶାର ସତବୀର ସିଂ ରିୟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହୋଇଛନ୍ତି ଓଡ଼ିଶାର ସତବୀର ସିଂ ରିୟର। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ପଦ ପାଇଁ ବିସିସିଆଇ ପକ୍ଷରୁ ମନୋନୀତ କରାଯାଇଛି। ଏନେଇ ଓଡ଼ିଶା କ୍ରିକେଟ...
ମଧ୍ୟପ୍ରଦେଶ ଗୁନାରେ ଭୟଙ୍କର ଦୁର୍ଘଟଣା, ବସ ଜଳି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ଗୁନାରେ ଭୟଙ୍କର ଦୁର୍ଘଟଣା ଘଟି ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା।
ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ...
ରାଉରକେଲାରୁ ସିଧାସଳଖ କୋଲକାତାକୁ ଉଡ଼ିବ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ। ଖୁବଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି।
ସପ୍ତାହକୁ ୩ ଦିନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ବିମାନ ଯାତ୍ରାର ଲାଭ ଉଠାଇପାରିବେ ଯାତ୍ରୀ। ଏଣିକି...
ଆରବ ସାଗରରେ ଆହୁରି ବ୍ୟାପକ ହେବ ସାମୁଦ୍ରିକ ସୁରକ୍ଷା, ୩ଟି ଯୁଦ୍ଧ ଜାହାଜ ମୁତୟନ କଲା ଭାରତୀୟ ନୌସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ-ଗାଜା ଯୁଦ୍ଧକୁ କେନ୍ଦ୍ର କରି ଏବେ ଲୋହିତ ସାଗର ଓ ଆରବ ସାଗରରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯୁଦ୍ଧ ଯୋଗୁଁ ଇସ୍ରାଏଲ ଓ ଆମେରିକାର ବିରୋଧ କରି ୟେମେନର ହୁଥି ବିଦ୍ରୋହୀମାନେ...





















