National

ଇସ୍ରୋର ଆଦିତ୍ୟ ଏଲ୍-ୱାନ ମିଶନକୁ ବଡ଼ ସଫଳତା, ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-ୱାନକୁ ମିଳିଛି ବଡ଼ ସଫଳତା। ଏଲ୍-ୱାନ ପଏଣ୍ଟକୁ ଯାତ୍ରା କରୁଥିବା ଏହି ସ୍ପେସକ୍ରାଫ୍ଟ ସୂର୍ଯ୍ୟର ପ୍ରଥମ ଫଟୋ ପଠାଇଛି। ଏନେଇ...

ଏବେ ଥରକେ ୫ ଲକ୍ଷ ଟଙ୍କା ଯାଏଁ କରିହେବ ‘ୟୁପିଆଇ’ ପେମେଣ୍ଟ, ଜାଣନ୍ତୁ କ’ଣ ରହିଛି ବିଶେଷତା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଥରକରେ ୫ ଲକ୍ଷ ଟଙ୍କା ଯାଏଁ କରିହେବ ‘ୟୁପିଆଇ’ ପେମେଣ୍ଟ। କେବଳ ସ୍ୱାସ୍ଥ୍ୟ ସେବା ଓ ପାଠପଢ଼ା କ୍ଷେତ୍ରରେ ୟୁପିଆଇ ପେମେଣ୍ଟରେ ଏହି ସୁବିଧା ମିଳିବ। ଏନେଇ ରିଜର୍ଭ ବ୍ୟାଙ୍କ...

ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡପିଏମ୍‌ ନେତା ଲାଲଦୁହୋମା

ଓଡ଼ିଶାଲାଇଭ୍ ବ୍ୟୁରୋ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ‘ଜୋରମ୍‌ ପିପୁଲ୍ସ ମୁଭମେଣ୍ଟ’ର (ଜେଡପିଏମ୍‌) ନେତା ଲାଲଦୁହୋମା। ଶୁକ୍ରବାର ମିଜୋରାମର ରାଜ୍ୟପାଳ ଡକ୍ଟର ଖମ୍ଭମପତି ହରି ବାବୁ ତାଙ୍କୁ ପଦ ଓ ଗୋପନୀୟତାର...

ଆୟକର ଚଢ଼ଉ ବେଳେ ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ସିବିଆଇ ତଦନ୍ତ ଦାବି କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ, ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ଚଢ଼ଉ ଆଜି ତୃତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଚଢ଼ଉ ବେଳେ ବଲାଙ୍ଗୀରର ବଳଦେବ...

ଟଙ୍କା ନେଇ ଲୋକସଭାରେ ପ୍ରଶ୍ନ ପଚାରିବା ମାମଲା: ରଦ୍ଦ ହେଲା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା ରଦ୍ଦ ହୋଇଛି। ଏହି ମାମଲାରେ ସଂସଦୀୟ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ଶୁକ୍ରବାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

କିଏ ହେବେ ମୁଖ୍ୟମନ୍ତ୍ରୀ ଚାଲିଛି ବିଜେପିର ମାନସ ମନ୍ଥନ: ତିନି ରାଜ୍ୟକୁ ଗଲେ ୯ ପର୍ଯ୍ୟବେକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଚାଲିଛି ବିଜେପିର ମାନସ ମନ୍ଥନ। ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ତା’ର ନିଷ୍ପତ୍ତି କରିବେ ବିଜେପିର...

ଫେବ୍ରୁଆରି ୧୨ରୁ ଆଇଏସସି ଦ୍ୱାଦଶ ଏବଂ ୨୧ରୁ ଆଇସିଏସଇ ଦଶମ ପରୀକ୍ଷା, ଜାରି ହେଲା ଡେଟ ସିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ୨୦୨୪ ମସିହାରେ ହେବାକୁଥିବା ଆଇସିଏସଇ (ଦଶମ) ଏବଂ ଆଇଏସସି (ଦ୍ୱାଦଶ) ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଏନେଇ ଶୁକ୍ରବାର କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ...

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ, ୪ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ ଦେଖିବାକୁ ମିଳିଛି। ନିର୍ବାଚନରେ ବିଜେପି ଟିକେଟରୁ ବିଜୟୀ ହୋଇଥିବା ୩ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର,...

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ରେଡ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବାନ୍ତ ରେଡ୍ଡୀ। ଗୁରୁବାର ତେଲେଙ୍ଗାନାର ରାଜ୍ୟପାଳ ଡାକ୍ତର ତାମିଲିସାଇ ସୌନ୍ଦରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ଅନ୍ୟ...

୨୦୩୦ ସୁଦ୍ଧା ଭାରତର ବାୟୋ-ଅର୍ଥନୀତି ୩୦୦ ବିଲିୟନ ଆମେରିକୀୟ ଡଲାର ଛୁଇଁବ!

ନୂଆଦିଲ୍ଲୀରୁ ଶୁଭଶ୍ରୀ ନାୟକ ଓ ଭୁବନେଶ୍ଵରରୁ ଅଭିଷେକ ରାୟ ନୂଆଦିଲ୍ଲୀର ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩ରେ ନିଜ ବାୟୋଟେକ୍ନୋଲୋଜିର ସମ୍ଭାବନାକୁ ଉପସ୍ଥାପନ କଲା ଓଡ଼ିଶା। ବାୟୋଟେକ୍ନୋଲୋଜି ସାରା ବିଶ୍ଵରେ ଆଜି ଏକ ନୂଆ ତଥା...