କିଏ ହେବେ ମୁଖ୍ୟମନ୍ତ୍ରୀ ଚାଲିଛି ବିଜେପିର ମାନସ ମନ୍ଥନ: ତିନି ରାଜ୍ୟକୁ ଗଲେ ୯ ପର୍ଯ୍ୟବେକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଚାଲିଛି ବିଜେପିର ମାନସ ମନ୍ଥନ। ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ତା’ର ନିଷ୍ପତ୍ତି କରିବେ ବିଜେପିର...
ଫେବ୍ରୁଆରି ୧୨ରୁ ଆଇଏସସି ଦ୍ୱାଦଶ ଏବଂ ୨୧ରୁ ଆଇସିଏସଇ ଦଶମ ପରୀକ୍ଷା, ଜାରି ହେଲା ଡେଟ ସିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୨୦୨୪ ମସିହାରେ ହେବାକୁଥିବା ଆଇସିଏସଇ (ଦଶମ) ଏବଂ ଆଇଏସସି (ଦ୍ୱାଦଶ) ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଏନେଇ ଶୁକ୍ରବାର କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ...
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ, ୪ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ ଦେଖିବାକୁ ମିଳିଛି। ନିର୍ବାଚନରେ ବିଜେପି ଟିକେଟରୁ ବିଜୟୀ ହୋଇଥିବା ୩ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର,...
ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ରେଡ୍ଡୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବାନ୍ତ ରେଡ୍ଡୀ। ଗୁରୁବାର ତେଲେଙ୍ଗାନାର ରାଜ୍ୟପାଳ ଡାକ୍ତର ତାମିଲିସାଇ ସୌନ୍ଦରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ଅନ୍ୟ...
୨୦୩୦ ସୁଦ୍ଧା ଭାରତର ବାୟୋ-ଅର୍ଥନୀତି ୩୦୦ ବିଲିୟନ ଆମେରିକୀୟ ଡଲାର ଛୁଇଁବ!
ନୂଆଦିଲ୍ଲୀରୁ ଶୁଭଶ୍ରୀ ନାୟକ ଓ ଭୁବନେଶ୍ଵରରୁ ଅଭିଷେକ ରାୟ
ନୂଆଦିଲ୍ଲୀର ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩ରେ ନିଜ ବାୟୋଟେକ୍ନୋଲୋଜିର ସମ୍ଭାବନାକୁ ଉପସ୍ଥାପନ କଲା ଓଡ଼ିଶା।
ବାୟୋଟେକ୍ନୋଲୋଜି ସାରା ବିଶ୍ଵରେ ଆଜି ଏକ ନୂଆ ତଥା...
ଇସ୍ତଫା ଦେଲେ ନିର୍ବାଚନ ଜିତିଥିବା ୧୦ ଜଣ ବିଜେପି ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ତଫା ଦେଲେ ନିର୍ବାଚନରେ ବିଜୟ ହାସଲ କରିଥିବା ୧୦ ଜଣ ବିଜେପି ସାଂସଦ। ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଜିତିବା ପରେ ବିଜେପି ସାଂସଦମାନେ ନିଜ ଇସ୍ତଫାପତ୍ର ବୁଧବାର...
ଭାରତୀୟ ଗୁଇନ୍ଦା ବିଭାଗରେ ୯୯୫ଟି ‘ଏସିଆଇଓ’ ପଦବୀ ପାଇଁ ଆବେଦନ ଜାରି, ୧୫ ଡିସେମ୍ବର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗ (ଆଇବି) ପକ୍ଷରୁ ‘ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର’ (ଏସିଆଇଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଗୁଇନ୍ଦା ବିଭାଗରେ...
ରାଜସ୍ଥାନ: ଜାତୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନରେ ଦିନ ଦ୍ୱି’ପହରରେ ଜାତୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷକ ସୁଖଦେବ ସିଂହ ଗୋଗାମେଡୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ଦିନ ଦୁଇ ଜଣ ଆକ୍ରମଣକାରୀ ସୁଖଦେବଙ୍କ ଘରେ...
ପାରାଦୀପ: ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ, ଜାତୀୟ ଫରେନସିକ୍ ଲାବୋରେଟୋରିକୁ ପଠାଯିବ ନମୁନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପ ବନ୍ଦରରେ ଜାହାଜରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଏବେ ଏହି କୋକେନର ମାନ ନିରୂପଣ କରିବା ପାଇଁ ପଦକ୍ଷେପ ଆରମ୍ଭ...
କୋଲକାତା: କେନ୍ଦ୍ର ସାହିତ୍ୟ ଏକାଡେମୀର ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): “ଜଣେ କବିର କୌଣସି ଦେଶ ନ ଥାଏ, ସେ ସମଗ୍ର ବିଶ୍ଵର ନାଗରିକ”, କୋଲକାତା ସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ ଆୟୋଜିତ ସାଂସ୍କୃତିକ ବିନିମୟ...





















