National

ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ। ସୋମବାର ଦିନ ମଧ୍ୟପ୍ରଦେଶରେ ବସିଥିବା ବିଧାୟକ ଦଳର...

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ସାମ୍ବିଧାନିକ ଭାବେ ଠିକ୍ ଥିଲା – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ବିରୋଧରେ ହୋଇଥିବା ମାମଲାରେ ସୋମବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଧାରା ୩୭୦ ଉଚ୍ଛେଦ ସାମ୍ବିଧାନିକ ଭାବେ ଠିକ ଥିଲା ବୋଲି ସୁପ୍ରିମକୋର୍ଟ ନିଜ ରାୟରେ...

ଭାରତୀୟ ରେଳବାଇର ଉତ୍ତର ଜୋନରେ ୩,୦୯୩ ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜାନୁଆରି ୧୧

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ଉତ୍ତର ଜୋନରେ (ଏନଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତର ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୦୯୩ଟି ପଦବୀ ପୂରଣ ହେବ। ଏହି...

ଏପିଜେ ଅବଦୁଲ କଲାମ ଦ୍ଵୀପରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା: ଜାନୁଆରିରୁ ମାର୍ଚ୍ଚ ଯାଏଁ ବନ୍ଦ ରହିବ କ୍ଷେପଣାସ୍ତ୍ର...

ଓଡ଼ିଶାଲାଇଭ୍ ବ୍ୟୁରୋ ଭଦ୍ରକର ଏପିଜେ ଅବଦୁଲ କଲାମ ଦ୍ଵୀପରୁ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ଅଳ୍ପ ସମୟ ପାଇଁ ରୋକ୍ ଲଗାଇବ ଡିଆରଡିଓ। ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ଏହି ପଦକ୍ଷେପ...

ଆତଙ୍କବାଦୀ ଲିଙ୍କ ଅଭିଯୋଗ: ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ରୁ ଅଧିକ ସ୍ଥାନରେ ‘ଏନଆଇଏ’ ଚଢ଼ଉ, ୧୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଇନଭେସ୍ଟିଗେସନ ଏଜେନ୍ସି (ଏନଆଇଏ) ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଛି। ଏଥିରେ ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ୍’ ଓ ଅଲ-କାଏଦା ସହ ସମ୍ପର୍କ ରଖିବା ଅଭିଯୋଗରେ...

ଇସ୍ରୋର ଆଦିତ୍ୟ ଏଲ୍-ୱାନ ମିଶନକୁ ବଡ଼ ସଫଳତା, ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-ୱାନକୁ ମିଳିଛି ବଡ଼ ସଫଳତା। ଏଲ୍-ୱାନ ପଏଣ୍ଟକୁ ଯାତ୍ରା କରୁଥିବା ଏହି ସ୍ପେସକ୍ରାଫ୍ଟ ସୂର୍ଯ୍ୟର ପ୍ରଥମ ଫଟୋ ପଠାଇଛି। ଏନେଇ...

ଏବେ ଥରକେ ୫ ଲକ୍ଷ ଟଙ୍କା ଯାଏଁ କରିହେବ ‘ୟୁପିଆଇ’ ପେମେଣ୍ଟ, ଜାଣନ୍ତୁ କ’ଣ ରହିଛି ବିଶେଷତା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଥରକରେ ୫ ଲକ୍ଷ ଟଙ୍କା ଯାଏଁ କରିହେବ ‘ୟୁପିଆଇ’ ପେମେଣ୍ଟ। କେବଳ ସ୍ୱାସ୍ଥ୍ୟ ସେବା ଓ ପାଠପଢ଼ା କ୍ଷେତ୍ରରେ ୟୁପିଆଇ ପେମେଣ୍ଟରେ ଏହି ସୁବିଧା ମିଳିବ। ଏନେଇ ରିଜର୍ଭ ବ୍ୟାଙ୍କ...

ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡପିଏମ୍‌ ନେତା ଲାଲଦୁହୋମା

ଓଡ଼ିଶାଲାଇଭ୍ ବ୍ୟୁରୋ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ‘ଜୋରମ୍‌ ପିପୁଲ୍ସ ମୁଭମେଣ୍ଟ’ର (ଜେଡପିଏମ୍‌) ନେତା ଲାଲଦୁହୋମା। ଶୁକ୍ରବାର ମିଜୋରାମର ରାଜ୍ୟପାଳ ଡକ୍ଟର ଖମ୍ଭମପତି ହରି ବାବୁ ତାଙ୍କୁ ପଦ ଓ ଗୋପନୀୟତାର...

ଆୟକର ଚଢ଼ଉ ବେଳେ ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ସିବିଆଇ ତଦନ୍ତ ଦାବି କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ, ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ଚଢ଼ଉ ଆଜି ତୃତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଚଢ଼ଉ ବେଳେ ବଲାଙ୍ଗୀରର ବଳଦେବ...

ଟଙ୍କା ନେଇ ଲୋକସଭାରେ ପ୍ରଶ୍ନ ପଚାରିବା ମାମଲା: ରଦ୍ଦ ହେଲା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସଦସ୍ୟତା ରଦ୍ଦ ହୋଇଛି। ଏହି ମାମଲାରେ ସଂସଦୀୟ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ଶୁକ୍ରବାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...