National

ତେଲେଙ୍ଗନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ, ଡିସେମ୍ବର ୭ରେ ଶପଥ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁରୋ ତେଲେଙ୍ଗନା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଛି କଂଗ୍ରେସ। ତେଲେଙ୍ଗନା କଂଗ୍ରେସ ସଭାପତି ରେବାନ୍ତ ରେଡ୍ଡୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଡିସେମ୍ବର ୭...

ପରଲୋକରେ ‘ସିଆଇଡି’ ଇନ୍ସପେକ୍ଟର ଫ୍ରେଡିକ୍ସ ଦିନେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ଲୋକପ୍ରିୟ ଟିଭି ସୋ’ ‘ସିଆଇଡି’ର ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦିନେଶ ଫଡନୀଶ। ମଙ୍ଗଳବାର ଦିନ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ...

ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀ କୋପ୍-୨୮: ବିଶ୍ୱ ତାପମାତ୍ରା ବୃଦ୍ଧିକୁ କମାଇବା ପାଇଁ ଚାଲିଛି ମାନସମନ୍ଥନ   

ଭାସ୍କର ପରିଚ୍ଛା ଦୁବାଇରେ ଜାତିସଂଘ ଦ୍ଵାରା ଆୟୋଜିତ ୨୮ତମ ଜଳବାୟୁ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। କୋପ୍ ୨୮ ନାମରେ ପରିଚିତ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ...

ଲ୍ୟାଣ୍ଡଫଲ କରୁଛି ବାତ୍ୟା ‘ମିଗଜୋମ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ର ଉପକୂଳରେ ଭୀଷଣ ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ନିକଟରେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଚାଲିବ ବୋଲି...

ଆଉ କିଛି ସମୟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା ମିଗଜୋମ୍, ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେଲା ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ଆସିଥିବା ଭୀଷଣ ବାତ୍ୟା ମିଗଜୋମ୍ ଏବେ ସ୍ଥଳଭାଗ ମୁହାଁ ହେଉଛି। ଆଉ କିଛି ଘଣ୍ଟା ମଧ୍ୟରେ ଏହା  ଆନ୍ଧ୍ରପ୍ରଦେଶର ନେଲୋର ଓ ମଚ୍ଛଲିପାଟନମ୍ ମଝିରେ ଥିବା ବାପଟଲାରେ ସ୍ଥଳଭାଗ ଅତିକ୍ରମ...

ଭାରତୀୟ ବାୟୁ ସେନା ପକ୍ଷରୁ ‘ଆଫକାଟ୍ ପରୀକ୍ଷା’ ପାଇଁ ଆବେଦନ ଆରମ୍ଭ, ଡିସେମ୍ବର ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁ ସେନାରେ ବିଭିନ୍ନ ପାଇଲଟ୍ ଓ ଗ୍ରାଉଣ୍ଡ ଡ୍ୟୁଟି ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ହେବାକୁ ଆଫକାଟ୍ ପରୀକ୍ଷା (୨୦୨୪-୦୧) ପାଇଁ ବିଜ୍ଞପ୍ତି ଜାରି...

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନନ୍ୟ ଜୈବ ସମ୍ବଳ ଓ ବାୟୋଟେକ୍ନୋଲୋଜି ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି।      (ନୂଆଦିଲ୍ଲୀ): ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ...

ପ୍ରକାଶ ପାଇଲା ଏନସିଆରବି ରିପୋର୍ଟ ୨୦୨୨: ରାଜ୍ୟରେ ବଢ଼ିଛି ଅପରାଧିକ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ୨୦୨୨ ନାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ରିପୋର୍ଟ। ୨୦୨୧ ତୁଳନାରେ ୨୦୨୨ରେ ଓଡ଼ିଶାରେ ବିଭିନ୍ନ ପ୍ରକାର ଅପରାଧ ବଢ଼ିଥିବା ଏହି ରିପୋର୍ଟରେ କୁହାଯାଇଛି। ମହିଳା ଅସଦାଚରଣ ମାମଲାରେ...

ଆଜି ଭାରତୀୟ ନୌସେନା ଦିବସ: ଜାଣନ୍ତୁ ଆଜିର ଦିନର ମହତ୍ତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତୀୟ ନୌସେନା ଦିବସ। ପ୍ରତ୍ୟେକ ବର୍ଷ ଡିସେମ୍ଵର ୪ ତାରିଖକୁ ଭାରତୀୟ ନୌସେନା ଦିବସ ପାଳନ କରାଯାଏ। ଆଜିର ଦିନରେ ଭାରତୀୟ ନୌବାହିନୀକୁ ସମ୍ମାନ ଦେବା ସହ ବୀର ନୌସୈନିକଙ୍କୁ...

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମିଗଜୋମ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ମିଗଜୋମ’। ବଙ୍ଗୋପସାଗରେ ସକ୍ରିୟ ରହିଥିବା ବାତ୍ୟା ‘ମିଗଜୋମ’ ସୋମବାର ଦିନ ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୮ କିଲୋମିଟର...