National

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ: ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ତେବେ ଅଧିବେଶନ ଆରମ୍ଭରୁ ସଂସଦରେ ବିରୋଧୀ ନେତାମାନଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଏଥିପାଇଁ ଅଧିବେଶନକୁ କିଛି ସମୟ ପାଇଁ ମୁଲତବୀ କରାଯାଇଥିଲା। ତେବେ...

ଆଜି ମିଜୋରାମରେ ଚାଲିଛି ଭୋଟ ଗଣନା, ଜୋରାମ ପିପୁଲ୍ସ ମୁଭମେଣ୍ଟ ୨୬ ଆସନରେ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏଠାରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ଦଳ ୪୦ଟିରୁ ୨୬ଟି ଆସନରେ...

ତିନି ରାଜ୍ୟରେ ବିପୁଳ ବିଜୟ ପରେ ବିଜେପି ଶିବିରରେ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାଜି ମାରିଲା ବିଜେପି। ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି। ଏହି ବିଜୟ ଅବସରରେ ପ୍ରଧାନମନ୍ତ୍ରୀ...

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସରକାର ଗଢ଼ିବ ବିଜେପି!

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନର ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହି ୩ଟି ରାଜ୍ୟରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ସୁନିଶ୍ଚିତ ହୋଇଛି। କଂଗ୍ରେସ ଏହି...

ବିଧାନସଭା ନିର୍ବାଚନ: ୪ରୁ ୩ଟି ରାଜ୍ୟରେ ବିଜେପି ଆଗୁଆ, ତେଲେଙ୍ଗାନରେ ବିଆରଏସକୁ ପଛରେ ପକାଇଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଅଧିକ ଆସନରେ ଅଗ୍ରଣୀ ତେଲେଙ୍ଗାନାରେ କଂଗ୍ରେସ ବିଆରଏସଠାରୁ ବଡ଼ ବ୍ୟବଧାନରେ ଆଗୁଆ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଆଜି ଭାରତର ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ...

ଆଜି ଆସିବ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ରବିବାର ଭାରତର ୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟଗୁଡ଼ିକରେ ସବୁ ପ୍ରସ୍ତୁତି ସରିଛି। ଇଭିଏମରେ ସିଲ ହୋଇଥିବା...

ଡିସେମ୍ବର ୪ରେ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବାବେଳେ ୪ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ। କିନ୍ତୁ ମିଜୋରାମର ଭୋଟ ଗଣତି...

ଭୋଟର ତାଲିକାରେ ଯୋଡ଼ି ହେଲେ ଓଡ଼ିଶାର ୫ ଲକ୍ଷରୁ ଅଧିକ ନୂଆ ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଜବାଜ ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସରିଛି। ଏଥିରେ ୫ ଲକ୍ଷରୁ ଅଧିକ ନୂଆ...

ଇସ୍ରାଏଲ-ହମାସ ଯୁଦ୍ଧବିରତି ଶେଷ, ଗାଜାରେ ପୁଣି ଆରମ୍ଭ ହେଲା ବୋମା ବର୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ମଧ୍ୟରେ ୭ ଦିନର ଯୁଦ୍ଧବିରତି ଶେଷ ହେବାପରେ ଗାଜାରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି। ଶୁକ୍ରବାର ଯୁଦ୍ଧବିରତି ଶେଷ ହେବାର ପ୍ରଥମ ୯୦ ମିନିଟ ମଧ୍ୟରେ ଇସ୍ରାଏଲ...

ପାରାଦୀପ: ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ମାମଲା, ତନାଘନା କରୁଛି ଏନସିବି

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପ ବନ୍ଦରରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ସରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏହି ବେଆଇନ ନିଶା ଦ୍ରବ୍ୟର ଚୋରଚାଲାଣ ଉପରୁ ପରଦା ହଟାଇବା ପାଇଁ...