National

ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର, ଆଜି ହେବ ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ଗ୍ରାମରେ ପହଞ୍ଚିଛି। ଯବାନଙ୍କ ମୃତ୍ୟୁକୁ...

କ୍ରିକେଟ ଜଗତରେ ଅଷ୍ଟ୍ରେଲିଆର ଅବିଶ୍ଵସନୀୟ ବିଜୟ, ଦ୍ଵିଶତକୀୟ ଇନିଂସ୍ ଖେଳି ଇତିହାସ ରଚିଲେ ଗ୍ଲେନ ମ୍ୟାକ୍ସୱେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଆକର୍ଷଣୀୟ ବିଜୟ ମ୍ୟାଚର ନାୟକ ସାଜି ଅଷ୍ଟ୍ରେଲିଆକୁ ଏକାକୀ ଜିତାଇଲେ ଗ୍ଲେନ ମ୍ୟାକ୍ସୱେଲ ଦ୍ଵିତୀୟ ଇନିଂସରେ ଦ୍ଵିଶତକ କରିଥିବା ପ୍ରଥମ ଖେଳାଳି ଭାବେ ରଚିଲେ ଇତିହାସ     ଆଇସିସି...

ଛତିଶଗଡ଼ରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସହିଦ ହୋଇଛନ୍ତି ଓଡ଼ିଆ ବିଏସଏଫ୍‌ ଯବାନ ପ୍ରକାଶ ଚନ୍ଦ୍ର ସିଅଳ। ମଙ୍ଗଳବାର ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡ୍‌ମାଇନର ଶିକାର ହୋଇ ଗୁରୁତର...

ଦୀପାବଳି ପୂର୍ବରୁ ସାରା ଦେଶରେ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀପାବଳି ଆସୁଥିବାବେଳେ ଦେଶରେ ବଢ଼ୁଥିବା ପ୍ରଦୂଷଣକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ...

ଆଇସିସି ବିଶ୍ଵକପ: ଆଫଗାନିସ୍ତାନର ଭଲ ବ୍ୟାଟିଂ, ଅଷ୍ଟ୍ରେଲିଆ ଆଗରେ ୨୯୨ ରନର ଟାର୍ଗେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ମଙ୍ଗଳବାର ଖେଳାଯାଉଛି ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମ୍ୟାଚ। ଏଥିରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ୨୯୨ ରନର ବିଜୟ ଲକ୍ଷ୍ୟ ରଖିଛି। ମ୍ୟାଚରେ ଆଫଗାନିସ୍ତାନର ଇବ୍ରାହିମ ଜାଦରାନ...

ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେ ପୂରିଲା, ଗାଜାରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମଙ୍ଗଳବାର ମାସେ ପୂରିଛି। ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରେ ସାମରିକ ଓ ରାଜନୈତିକ ସମୀକରଣକୁ ବହୁତ ମାତ୍ରାରେ ପରିବର୍ତ୍ତନ କରିଦେଇଛି। ଏବେ...

ଆଜି ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ, କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି ମତଦାନ। ମଙ୍ଗଳବାର ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତଦାନ ହେଉଥିବାବେଳେ ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ...

ଭାରତୀୟ ଗୁଇନ୍ଦା ବିଭାଗରେ ୬୭୭ଟି ପଦବୀରେ ନିଯୁକ୍ତି ପାଇଁ ଜାରି ରହିଛି ଆବେଦନ, ନଭେମ୍ବର ୧୩ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗରେ ଅନେକ (ଆଇବି) ମଲ୍ଟି ଟାସ୍କିଂ ଷ୍ଟାଫ’ ଓ ‘ସୁରକ୍ଷା ସହାୟକ (ଡ୍ରାଇଭର)’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏନେଇ...

ବିଶ୍ଵରେ ଜନସଂଖ୍ୟା ଅଭିବୃଦ୍ଧି ଓ ଜୀବନଯାପନ ପ୍ରଣାଳୀ 

ଭାସ୍କର ପରିଚ୍ଛା   ବିଶ୍ଵରେ ଜନସଂଖ୍ୟା କ୍ଷେତ୍ରରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି। ନିକଟ ଅତୀତରେ ୮୦୦ କୋଟି ଟପିଛି ବିଶ୍ୱ ଜନସଂଖ୍ୟା। ତେବେ ଜନସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରିଛି ମିଳିତ ଜାତିସଂଘ।...

ଓଡ଼ିଶାରେ ଆରମ୍ଭ ହେଲାଣି ଶୀତ, ୨ରୁ ୩ ଦିନ ମଧ୍ୟରେ ଆହୁରି କମିବ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଧୀରେ ଧୀରେ ଆରମ୍ଭ ହେଲାଣି ଶୀତ ଲହରୀ। ରାଜ୍ୟରେ ୨ରୁ ୩ ଦିନ ମଧ୍ୟରେ ପରାଦ ଆହୁରି ତଳମୁହାଁ ହେବ। ଏହି ସମୟରେ ପାଗ ଶୁଖିଲା ରହିବ। ଏନେଇ...