ଆଇସିସି ବିଶ୍ଵକପ: ପାକିସ୍ତାନର ଘାତକ ବୋଲିଂ, ବାଂଲାଦେଶ ୨୦୪ ରନରେ ଅଲଆଉଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ମଙ୍ଗଳବାର ଜାରି ରହିଛି ପାକିସ୍ତାନ ଓ ବାଂଲାଦେଶ ମୁକବିଲା। ଏଥିରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ୨୦୪ ରନରେ ଅଲଆଉଟ ହୋଇଯାଇଛି। ମ୍ୟାଚରେ ପାକିସ୍ତାନ ପକ୍ଷରୁ ଘାତକ ବୋଲିଂ...
ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କଲେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ସୁଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଶ୍ରୀୟଙ୍କା ଷଡ଼ଙ୍ଗୀ।
ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ଦକ୍ଷିଣ କୋରିଆର ଚାଙ୍ଗୱନରେ ଅନୁଷ୍ଠିତ ଏସିଆନ...
ନୀତା ଅମ୍ବାନୀଙ୍କୁ ମିଳିଲା ଗ୍ଲୋବାଲ ଲିଡରସିପ୍ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫୋରମ (ୟୁଏସଆଇଏସପିଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ...
୨୫ ଦିନରେ ପହଞ୍ଚିଲା ଇସ୍ରାଏଲ-ହମାସ ଯୁଦ୍ଧ, ଗାଜାରେ ମୃତକଙ୍କ ସଂଖ୍ୟା ୮ ହଜାର ପାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଙ୍ଗଳବାର ୨୫ ଦିନରେ ପହଞ୍ଚିଛି। ଇସ୍ରାଏଲ ଗାଜାରେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ଧ୍ଵଂସ କରିବାରେ ଲାଗିଛି।...
କ୍ରିକେଟ ବିଶ୍ୱକପ: ଆଜି ପାକିସ୍ତାନ-ବାଂଲାଦେଶ ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତା ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ବାଂଲାଦେଶ।
କ୍ରିକେଟ ବିଶ୍ୱକପରେ ମଙ୍ଗଳବାର ମୁହାଁମୁହିଁ ହେବେ ଦୁଇ ଏସୀୟ ଦଳ ପାକିସ୍ତାନ ଓ ବାଂଲାଦେଶ। କୋଲକାତା ଇଡେନ ଗାର୍ଡେନ୍ସରେ ଖେଳାଯିବ ମ୍ୟାଚ।...
ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ, ସାରା ଦେଶରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୮ତମ ଜନ୍ମ ଜୟନ୍ତୀ। ସାରା ଭାରତରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ। ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତ କରିବା...
ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ। ମଙ୍ଗଳବାର ରାଜଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ନେଇଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ...
ଆଇସିସି ବିଶ୍ଵକପ: ଆଫଗାନିସ୍ତାନର ଭଲ ବୋଲିଂ ପ୍ରଦର୍ଶନ, ଶ୍ରୀଲଙ୍କା ୨୪୧ ରନରେ ଅଲଆଉଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ସୋମବାର ଖେଳାଯାଉଛି ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ। ଏଥିରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଆଗରେ ୨୪୨ ରନର ବିଜୟ ଲକ୍ଷ୍ୟ ରଖିଛି। ମହାରାଷ୍ଟ୍ରର...
ଷ୍ଟ୍ରୋକ୍ ମୁକାବିଲା ପାଇଁ ଏହାର ପ୍ରତିଷେଧକ ଓ ସଫଳ ପରିଚାଳନା ନିହାତି ଜରୁରୀ – ସ୍ୱାସ୍ଥ୍ୟ ବିଶେଷଜ୍ଞ
ଅଭିଷେକ ରାୟ
ଷ୍ଟ୍ରୋକ୍ ସଚେତନତା ପାଇଁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କନକ୍ଲେଭ
ଗୋଟିଏ ମଞ୍ଚରେ ଏକାଠି ହେଲେ ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞ
ଷ୍ଟ୍ରୋକର ଚିକିତ୍ସା ତଥା ନିୟନ୍ତ୍ରଣ ପାଇଁ ବିଭିନ୍ନ ବିଷୟରେ ହେଲା ମାନସମନ୍ଥନ
ଆଜିର ସମୟରେ...
ବିଜୟନଗରମ ଟ୍ରେନ ଦୁର୍ଘଟଣା: ଭୁବନେଶ୍ୱର-ବିଶାଖାପାଟଣା ରୁଟରେ ରେଳ ଚଳାଚଳ ବନ୍ଦ, ୪୫ଟି ଟ୍ରେନ ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଘଟିଥିବା ରେଳ ଦୁର୍ଘଟଣା ଯୋଗୁଁ ଏବେ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି। ଏହି ରୁଟରେ ଚାଲୁଥିବା ୪୫ଟି ଟ୍ରେନକୁ ବାତିଲ କରାଯାଇଛି। ସେହିପରି ୨୨ଟି...





















