ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ନାସନାଲ ଟେଷ୍ଟିଂ ଏଜେନ୍ସିର ପରୀକ୍ଷା କ୍ୟାଲେଣ୍ଡର ପ୍ରକାଶିତ, ଜାଣନ୍ତୁ କେବେ ହେବ କେଉଁ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପ୍ରକାଶ ପାଇଛି ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ପରୀକ୍ଷା କ୍ୟାଲେଣ୍ଡର। ସାରା ଭାରତରେ ଆସନ୍ତାବର୍ଷ ହେବାକୁଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷାର ତାରିଖ ଏଥିରେ ଘୋଷଣା କରାଯାଇଛି।
ଏନଟିଏର...
ପୋଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦାନ୍ତ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଦୁଇ ମାଓବାଦୀ ନିହତ
ବୁଧବାର ଛତିଶଗଡ଼ ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି।
ଦନ୍ତେୱାଡ଼ାର ନାହାଡ଼ି...
ଅକ୍ଟୋବର ପହିଲାରୁ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ପାଇଁ ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଆଇନ ୨୦୨୩। ଏହି ଆଇନ ଲାଗୁ ହେବା ଦ୍ଵାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ଵ ଅନେକ ମାତ୍ରାରେ ବଢ଼ିଯିବ।...
ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଓ ରାଉରକେଲା ମଧ୍ୟରେ ଗଡ଼ିବାକୁ ଯାଉଛି ଓଡ଼ିଶାର ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏନେଇ ବୁଧବାର ଉଭୟ ସହର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ ହେବ। ଏନେଇ...
ବିକଶିତ ଭାରତର ସ୍ଵପ୍ନ ସାକାର ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ – ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗଣେଶ ଚତୁର୍ଥୀ ଆବସରରେ ଭାରତର ନୂତନ ସଂସଦ ଭବନରେ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଧିବେଶନ। ନୂଆ ସଂସଦ ଭବନର ଶ୍ରୀଗଣେଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଏହି...
ନୂଆ ସଂସଦରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ସଂସଦ ଓ ସବୁ ବିଧାନସଭାର ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।
ଆଗକୁ ଭାରତର ସଂସଦ ଓ ସବୁ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ଆସନ...
ପୃଥିବୀର କକ୍ଷ ଛାଡ଼ିଲା ‘ଆଦିତ୍ୟ ଏଲ୍-ୱାନ’, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୃଥିବାର ସମସ୍ତ ୫ଟି କକ୍ଷପଥକୁ ପାର୍ କଲା ‘ଆଦିତ୍ୟ ଏଲ୍-ୱାନ’
ଏବେ 'ଏଲ୍-ୱାନ' ପଏଣ୍ଟ ଅଭିମୁଖେ ଯାତ୍ରା କରୁଛି ସ୍ପେସକ୍ରାଫ୍ଟ
ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା...
ପୁରୁଣା ସଂସଦ ଭବନକୁ ବିଦାୟ: ଆଜିଠୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ସ୍ଵତନ୍ତ୍ର ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ସ୍ଵତନ୍ତ୍ର ଅଧିବେଶନ। ପୁରୁଣା ସଂସଦ ଭବନକୁ ବିଦାୟ ଦେବା ପୂର୍ବରୁ ଏହାର ସେଣ୍ଟ୍ରାଲ ହଲରେ ଏକ ସମାରୋହ ଆୟୋଜନ କରାଯାଇଛି। ଏଥିରେ ଉଭୟ...
ମହିଳା ସଂରକ୍ଷଣ ବିଲରେ ବସିବ କେନ୍ଦ୍ରର ମୋହର!
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣିଥରେ ଜାତୀୟ ସଂସଦରେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଦାବି ଉଠାଇଛି ବିଜୁ ଜନତା ଦଳ।
ସଂସଦର ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ଦାବି କରିଛନ୍ତି ବିଜେଡି...
ଏସବିଆଇରେ ୪୩୯ଟି ସ୍ପେସାଲିଷ୍ଟ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅକ୍ଟୋବର ୬
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୪୩୯ଟି ଏସଓ ପଦବୀ...





















