National

ହଜାରେ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ, ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମବ୍ରାଞ୍ଚର ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ହଜାରେ କୋଟିରୁ ଅଧିକ ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାର ତନାଘନା କରୁଛି ରାଜ୍ୟ କ୍ରାଇମବ୍ରାଞ୍ଚ। ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଗୁରୁତେଜ ସିଂ ସିଦ୍ଧୁ ଓ...

ମଣିପୁରରେ ହିନ୍ଦୁସ୍ତାନର ହତ୍ୟା କରାଯାଇଛି – ସଂସଦରେ ଏମିତି କହିଲେ ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ବୁଧବାର ଦିନ ଲୋକସଭାରେ ଭାଷଣ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି...

ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ସୁଯୋଗ, କାଲି ସରିଯିବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତରେ ଥିବା ୬୪୯ଟି ନବୋଦୟ ବିଦ୍ୟାଳୟରେ...

ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ, କେନ୍ଦ୍ରକୁ ପ୍ରଶଂସା କଲେ ପିନାକୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଲୋକସଭାରେ ଆଲୋଚନା ହୋଇଛି। ଇ-ଣ୍ଡି-ଆ ମେଣ୍ଟ ଆଣିଥିବା ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛି ବିଜେଡି। ଏନେଇ ବିଜେଡି ପକ୍ଷରୁ...

ସଂସଦ ସଦସ୍ୟତା ପରେ ଦିଲ୍ଲୀର ସରକାରୀ ବଙ୍ଗଳା ଫେରି ପାଇଲେ ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ବାସଭବନକୁ ଫେରି ପାଇଲେ ରାହୁଲ ଗାନ୍ଧୀ। ଲୋକସଭା ସଦସ୍ୟତା ଫେରି ପାଇବା ପରେ ରାହୁଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ପୁଣି ମିଳିଛି। ମୋଦୀ ସରନେମ ମାମଲାରେ...

ମଣିପୁର ହିଂସା: ବିଭିନ୍ନ ମାମଲାରେ ଯାଞ୍ଚର ତଦାରଖ ପାଇଁ ୩ ଜଣିଆ ମହିଳା ବିଚାରପତିଙ୍କ କମିଟି ଗଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁର ହିଂସା ମାମଲାର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏଥିରେ ହାଇକୋର୍ଟର ତିନିଜଣ ପୂର୍ବତନ ମହିଳା  ବିଚାରପତିଙ୍କୁ ସାମିଲ କରାଯାଇଛି। ଏହି ୩ ଜଣିଆ କମିଟି...

ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଜାରି, ମଣିପୁର ମାମଲାରେ କେନ୍ଦ୍ରକୁ ବିରୋଧୀଙ୍କ ଟାର୍ଗେଟ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ଏହି ଅନାସ୍ଥା ବିତର୍କବେଳେ ଇ-ଣ୍ଡି-ଆ ମେଣ୍ଟର ସାଂସଦମାନେ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି।...

ଏସଏସସି ପକ୍ଷରୁ ୧୩୪୨ଟି ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ଆବେଦନର ଜାରି, ଅଗଷ୍ଟ ୧୬ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ବିଭିନ୍ନ ଅନୁଷ୍ଠାନରେ ୧୩୪୨ଟି ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଇଞ୍ଜିନିୟରିଂର ବିଭିନ୍ନ ବିଭାଗ ଯଥା ସିଭିଲ, ମେକାନିକାଲ୍ ଓ ଇଲେକ୍ଟ୍ରିକାଲରେ ଖାଲିଥିବା ପଦବୀରେ...

ଋତୁପର୍ଣ୍ଣା ମହାନ୍ତିଙ୍କ ‘ମା’ ଘର’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=LYo0HkbeSS4] ନିର୍ଯାତିତ ତଥା ଅସହାୟ ମହିଳା ଓ ଶିଶୁମାନଙ୍କ ଲାଗି ଏକ ନିଆରା ଆଶ୍ରୟସ୍ଥଳୀ କରିଛନ୍ତି ସମାଜସେବୀ ଋତୁପର୍ଣ୍ଣା ମହାନ୍ତି, ଯାହାର ନାଁ ରହିଛି ‘ମା’ ଘର’। ଗରିବ, ଅସହାୟ ଏବଂ...

ଡାଟା ସୁରକ୍ଷା ବିଲ୍ ୨୦୨୩ ଲୋକସଭାରେ ଗୃହୀତ, ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ଅଗ୍ରାଧିକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ଗୃହୀତ ହୋଇଛି ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍ ୨୦୨୩’। ସୋମବାର ବିରୋଧୀଙ୍କ ହଙ୍ଗମା ଭିତରେ ଏହି ବିଲ ପାରିତ ହୋଇଛି। ଏହି ବିଲ୍ ଜରିଆରେ ଏବେ ବ୍ୟକ୍ତିଗତ ଡାଟାକୁ...