କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ, ଭୋଟ ପୂର୍ବରୁ କକ୍ଷତ୍ୟାଗ କଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ବାଚନିକ ଭୋଟରେ କାଟ୍ ଖାଇଛି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ। ଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ।
ଅନାସ୍ଥା...
ଅନାସ୍ଥା ପ୍ରସ୍ତାବ ଆମର ନୁହେଁ ବରଂ ବିରୋଧୀଙ୍କ ଏକତାର ପରୀକ୍ଷା କରିବ – ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନିଜ ମତ ରଖି ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି।...
‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ବିତ’ରେ ଦେଖନ୍ତୁ, ଚେସ୍ ମାଷ୍ଟର ପଦ୍ମିନୀ ରାଉତଙ୍କ କ୍ରୀଡ଼ା ଯାତ୍ରା
ଓଡ଼ିଶାଲାଇଭ୍ ସ୍ପୋର୍ଟସ୍ ବ୍ୟୁରୋ
[youtube https://www.youtube.com/watch?v=-fD_1-qkAd4]
ଅନ୍ତର୍ଜାତୀୟ ଚେସ୍ ମାଷ୍ଟର ପଦ୍ମିନୀ ରାଉତ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳି ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ଓଡ଼ିଶାଲାଇଭ୍ର ସାପ୍ତାହିକ କ୍ରୀଡ଼ା...
ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକି: ପାକିସ୍ତାନ ବିଦା, ସେମିରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକିର ସେମିଫାଇନାଲକୁ ଯାଇଛି ଭାରତ। ବୁଧବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚରେ ୪-୦ ଗୋଲରେ ପାକିସ୍ତାନକୁ ମାତ୍ ଦେଇଛି ଟିମ ଇଣ୍ଡିଆ। ଭାରତ ମୋଟ ୧୩...
ସମ୍ବଲପୁର ଡିଭିଜନରେ ପ୍ରଭାବିତ ହେବ ରେଳ ସେବା, ଜାଣନ୍ତୁ କେଉଁ କେଉଁ ରୁଟରେ ବନ୍ଦ ରହିବ ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଓ ସମ୍ବଲପୁର ସିଟି ରେଳ ଷ୍ଟେସନ ମଧ୍ୟରେ ଲାଇନ ଦୋହରୀକରଣ ଓ ଅନ୍ୟାନ୍ୟ ଆଧୁନିକୀକରଣ କାମ କରାଯିବ। ଏଥିପାଇଁ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହେବ। ରେଳଧାରଣା...
‘ରେପୋ’ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ, ଆଗକୁ ମୁଦ୍ରାସ୍ଫୀତି ବଢ଼ିବା ନେଇ ଆରବିଆଇର ସଙ୍କେତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କ୍ରମାଗତ ଭାବେ ତୃତୀୟଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଗୁରୁବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା...
ଲୋକଙ୍କୁ ବିଭ୍ରାନ୍ତ କରିବାପାଇଁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ – ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଦ୍ଵିତୀୟ ଦିନରେ ପହଞ୍ଚିଛି। ପ୍ରବଳ ହଙ୍ଗାମା ମଧ୍ୟରେ ଉଭୟ ବିରୋଧୀ ଓ ସରକାରଙ୍କ ସପକ୍ଷରେ ଥିବା ସାଂସଦମାନେ ଏହି...
ରାହୁଲ ଗାନ୍ଧୀଙ୍କ ଉପରେ ‘ଫ୍ଲାଇଙ୍ଗ କିସ୍’ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ବୁଧବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚାନା କରିଥିଲେ। ଏହାରି ମଧ୍ୟରେ ରାହୁଲ...
ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକି: ଆଜି ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକିରେ ବୁଧବାର ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭେଟିବ ଭାରତୀୟ ଦଳ। ଚେନ୍ନାଇଠାରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଲିଗ ପର୍ଯ୍ୟାୟରେ ନିଜ ଶେଷ ମ୍ୟାଚ ଖେଳିବେ।...
ମଣିପୁର ଭାରତର ଅବିଚ୍ଛିନ୍ନ ଅଙ୍ଗ – ସ୍ମୃତି ଇରାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ମଣିପୁର ବିଭାଜିତ ନୁହେଁ, ଏହା ଭାରତ ଏକ ଅବିଚ୍ଛିନ୍ନ ଅଙ୍ଗ”, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଏଭଳି ଜବାବ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ...




















