National

ବଦଳିଲା ନେହରୁ ମେମୋରିଆଲ ମ୍ୟୁଜିୟମର ନାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ଦିଲ୍ଲୀ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳିଲା। ଏଣିକି ଏହାକୁ ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ନାଁରେ ଜଣାଯିବ। ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ...

ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ନିର୍ଯାତନା ମାମଲା: ପୂର୍ବତନ ଡିଜିପି ରାଜେଶ ଦାସଙ୍କୁ ୩ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ଆଇପିଏସ୍ ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାମିଲନାଡ଼ୁର ପୂର୍ବତନ ଡିଜିପି ରାଜେଶ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଲ୍ଲୁପୁରମ କୋର୍ଟ।...

ଗୁଜରାଟରେ ‘ବିପର୍ଯ୍ୟୟ’ ତାଣ୍ଡବ: ଅନ୍ଧାରରେ ହଜାରେରୁ ଅଧିକ ଗାଁ, ଉଡ଼ିଲା ଏକାଧିକ ଘରର ଛାତ

 ଓଡ଼ିଶାଲାଇଭ୍ ବ୍ୟୁରୋ ଆରବ ସାଗରରେ ଆସିଥିବା ଅତି ଭୀଷଣ ଘୂର୍ଣ୍ଣି ବାତ୍ୟା ‘ବିପର୍ଯ୍ୟୟ’ ଶୁକ୍ରବାର ରାତି ୧୨ଟାରେ ଗୁଜରାଟର ଜଖଉ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ପ୍ରଭାବରେ ଗୁଜରାଟର ଉପକୂଳ ସମେତ ବିଭିନ୍ନ...

ବାହାନଗା ଟ୍ରେନ ଟ୍ରାଜେଡି: ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଆଉ ଜଣେ ଯାତ୍ରୀଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବିହାର ବାସିନ୍ଦା ପ୍ରକାଶ ରାମ।...

ଗୁଜରାଟରେ ‘ବିପର୍ଯ୍ୟୟ’ର ତାଣ୍ଡବ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟରେ ବାତ୍ୟା ‘ବିପର୍ଯ୍ୟୟ’ର ତାଣ୍ଡବ ଆରମ୍ଭ ହୋଇଛି। ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ‘ବିପର୍ଯ୍ୟୟ’। ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ଚାଲିଛି ଲ୍ୟାଣ୍ଡଫଲ ପ୍ରକ୍ରିୟା। ଗୁଜରାଟରେ ଜାରି ରହିଥିବା ‘ବିପର୍ଯ୍ୟୟ’ର...

କମିବ ଖାଇବା ତେଲ ଦର: ୫ ପ୍ରତିଶତ ଆମଦାନୀ ଶୁଳ୍କ କମାଇଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର। ଏବେ ଦେଶକୁ ଆମଦାନୀ ହେଉଥିବା ରିଫାଇନଡ ସୋୟାବିନ ତେଲ ଓ ସନଫ୍ଲାୱାର ତେଲ ଉପରେ ୫ ପ୍ରତିଶତ ଆମଦାନୀ ଶୁଳ୍କ...
depression

ରିୟାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା: ସ୍ଵାମୀଙ୍କ ଦୁଃଖ ଦେଖି ପ୍ରାଣ ହରାଇଲେ ସ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଉଦି ଆରବର ରିୟାଦଠାରେ ନିର୍ଯାତନାର ଶିକାର ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ଅଭିମନ୍ୟୁ ସାମନ୍ତରାୟକଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେଲା ରିୟାଦରେ ଥିବା ଭାରତୀୟ ଦୂତାବାସ। ବିଦେଶରୁ ପୁଣି ଆସିଲା ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା...

ମାଡ଼ି ଆସୁଛି ‘ବିପର୍ଯ୍ୟୟ’, ଅଜି ସନ୍ଧ୍ୟାରେ ଗୁଜରାଟର ଜଖଉ ବନ୍ଦର ନିକଟରେ କରିବ ଲ୍ୟାଣ୍ଡଫଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରବ ସାଗରରେ ଆସିଥିବା ଅତି ଭୀଷଣ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୁଜରାଟର ଅତି ନିକଟତର ହୋଇଛି। ଗୁରୁବାର ସନ୍ଧ୍ୟାରେ ଏହା ଗୁଜରାଟର କଚ୍ଛ ଜିଲ୍ଲାର ଜଖଉ ବନ୍ଦର ନିକଟରେ ସ୍ଥଳ ଭାଗ...

ନାବାଳିକା କୁସ୍ତି ଖେଳାଳି ଯୌନ ନିର୍ଯାତନା ମାମଲା: ବ୍ରିଜଭୂଷଣ ସିଂଙ୍କୁ ଦିଲ୍ଲୀ ପୋଲିସର କ୍ଲିନ ଚିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନାବାଳିକା କୁସ୍ତି ଖେଳାଳି ଯୌନ ନିର୍ଯାତନା ମାମଲାରେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ କ୍ଲିନ ଚିଟ୍ ଦେଇଛି ଦିଲ୍ଲୀ ପୋଲିସ। ୭ ଜଣ କୁସ୍ତି ଯୋଦ୍ଧା...

୨ ମାସର କଟକଣା ପରେ ଆଜିଠୁ ପୁଣି ଆରମ୍ଭ ହେଲା ସମୁଦ୍ରରେ ମାଛ ଧରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସମୁଦ୍ର ଓ ନଦୀମୁହାଣରେ ଦୁଇମାସ ପରେ ଗୁରୁବାରଠାରୁ ପୁଣି ଆରମ୍ଭ ହେବ ମାଛ ଧରା। ଗତ ଏପ୍ରିଲ ୧୫ ତାରିଖରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ଯାଏଁ...