National

ଜାତୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ପାଇଁ ଜାରି ରହିଛି ଆବେଦନ, ମେ’ ୨୬ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଜାତୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଗଣଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ପଦବୀ ପାଇଁ ଏହି ପରୀକ୍ଷା...

କଣ୍ଟା ଆସନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାକିସ୍ତାନ ପ୍ରଧାନମନ୍ତ୍ରୀ ଚୌକି ଏମିତି କଣ୍ଟକିତ ଆସନ, ଏଠି ଯିଏ ବି ବସିଛି ସିଏ ଲହୁଲୁହାଣ ହୋଇଛି। କ୍ଷମତାଚ୍ୟୁତ ହେବାର ପ୍ରାୟ ବର୍ଷକ ପରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...

ଘନୀଭୂତ ହେଉଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର, ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା ଏକ ଅବପାତର ରୂପ ନେବ। ଆସନ୍ତା...

ବିବାଦ-ସମର୍ଥନ ମଝିରେ ‘ଦ କେରଳ ଷ୍ଟୋରି’

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲିଜ ପୂର୍ବରୁ ବିବାଦରେ ରହିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ଏବେ ବିବାଦ-ସମର୍ଥନ ମଧ୍ୟରେ ଆଗକୁ ବଢ଼ିବାକୁ ଲାଗିଛି। ‘ଦ କେରଳ ଷ୍ଟୋରି’କୁ କେଉଁଠି ସମର୍ଥନ ମିଳୁଛି ତ କେଉଁଠି ବିରୋଧ...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଛନ୍ତି। ମଙ୍ଗଳବାର ଦିନ ତାଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ କରାଯାଇଛି। ପାକିସ୍ତାନୀ ରେଞ୍ଜର ବାହିନୀର ସୈନ୍ୟମାନେ ଇମ୍ରାନଙ୍କୁ ଗିରଫ କରି ହାଜତକୁ...

ମଧ୍ୟପ୍ରଦେଶରେ ପୋଲ ତଳକୁ ଖସିଲା ବସ୍,୧୫ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର ଖରଗାଓଁଠାରେ ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲ ଉପରୁ ତଳକୁ ଖସିପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଗୁରୁତର...

ଶ୍ରୀମନ୍ଦିର ସଂସ୍କାର ମାମଲା: ୫ ବର୍ଷ ପରେ ଶୁଣାଣି ଶେଷ କଲେ ସୁପ୍ରିମକୋର୍ଟ  

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ସଂସ୍କାର ମାମଲାର ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ୫ ବର୍ଷ ତଥା ୨୬ଟି ଶୁଣାଣି ପରେ ଏହି ମାମଲାକୁ ସୋମବାର ଦିନ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ତେବେ ଏହି ମାମଲାରେ ରତ୍ନଭଣ୍ଡାର...

ବଦଳୁଛି ବୃତ୍ତିଧାରୀଙ୍କ ଯୋଗ୍ୟତା ମାପକାଠି, ଡିଗ୍ରୀ ଅପେକ୍ଷା ଦକ୍ଷତାକୁ ଗୁରୁତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ କର୍ପୋରେଟ୍ ହେଉ କି ଛୋଟ ଉଦ୍ୟୋଗ, ଉଚ୍ଚ ଡିଗ୍ରୀଧାରୀଙ୍କ ଅପେକ୍ଷା ଆସାଇନମେଣ୍ଟ ସମ୍ପନ୍ନ କରିବାର ଦକ୍ଷତାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ନିଯୁକ୍ତିଦାତା। ୨୦ ବର୍ଷ ତଳେ ଉଚ୍ଚ ଡିଗ୍ରୀକୁ ଅଧିକ ଗୁରୁତ୍ଵ...

ରାଜସ୍ଥାନରେ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ଗ୍ରାମବାସୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁଁ ବିମାନଟି ନିକଟସ୍ଥ ଗ୍ରାମରେ ଖସିପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସକାଳେ ଏହି ବିମାନଟି ଅଭ୍ୟାସ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପୂର୍ବରୁ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ସୋମବାର ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...