National

ବିରୋଧୀ ଏକତା: କେତେ ସତ କେତେ ସ୍ଵପ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାସକ ଦଳ ବିରୋଧରେ ଏକୁଟିଆ ଲଢ଼ିବା ସମ୍ଭବ ନହେଲେ ଏକାଠି ଲଢ଼ିବାକୁ ପ୍ରୟାସ କରନ୍ତି ବିରୋଧୀ। ଯେତେବେଳେ ଶାସକ ଦଳ ବିରୋଧରେ ଏକୁଟିଆ ଲଢ଼ିବା ସମ୍ଭବ ହୁଏନି, ସେତେବେଳେ ବିରୋଧୀ ଦଳ ଏକାଠି...

ଏଣିକି ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ସିଏପିଏଫ୍‌ କନଷ୍ଟେବଳ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ   ଏବେ ଓଡ଼ିଆ ଭାଷାରେ ମଧ୍ୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର (ସିଏପିଏଫ୍‌) କନଷ୍ଟେବଳ ପରୀକ୍ଷା ହେବ। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯିବ। ୨୦୨୪...

‘ଇତିହାସ’କୁ ନେଇ ରାଜନୀତି: ସରକାର ବଦଳିଲେ ବଦଳେ ବହି!

ଓଡ଼ିଶାଲାଇଭ୍ ବ୍ୟୁରୋ ଇତିହାସ ବଦଳେ ନି, କିନ୍ତୁ ରାଜନୀତି ପାଇଁ ବଦଳିଯାଏ ଇତିହାସ ବହି। ପାଠକୁ ନେଇ ବି ଆରମ୍ଭ ହୁଏ ରାଜନୀତି। ଖାସ କରି ଇତିହାସକୁ ନେଇ। ଇତିହାସ ବଦଳେ ନି, କିନ୍ତୁ ରାଜନୀତି...

ଆଦାନୀ ଗ୍ରୁପର ୨୦ ହଜାର କୋଟି ଟଙ୍କାର ‘ଏଫପିଓ’ ବାବଦରେ ‘ସେବି’ ତଥ୍ୟହୀନ – ଆରଟିଆଇ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟ ଆସିବା ପରେ ଭାରତରେ ରାଜନୀତିଠାରୁ ଆରମ୍ଭ କରି ଅର୍ଥନୀତି ଯାଏଁ ସବୁ କ୍ଷେତ୍ରରେ ମାହୋଲ ସରଗରମ ରହିଛି। ଆଦାନୀ ଗ୍ରୁପ ଉପରେ ସେୟାର...

ସାଧାରଣ ବୀମା ବଜାରରେ ଖସୁଛି ରାଷ୍ଟ୍ରାୟତ୍ତ କମ୍ପାନିଙ୍କ ଭାଉ, ଘରୋଇ ସେବା ମୁହାଁ ଗ୍ରାହକ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ବୀମା କ୍ଷେତ୍ରରେ ଘରୋଇ କମ୍ପାନି ସହ ପ୍ରତିଦ୍ଵନ୍ଦ୍ଵିତା କରିପାରୁନାହାନ୍ତି ରାଷ୍ଟ୍ରାୟତ୍ତ ବୀମା କମ୍ପାନି। ୫ ବର୍ଷରେ ମାର୍କେଟ ସେୟାର ୮ ପ୍ରତିଶତ ହ୍ରାସ। ସାଧାରଣ ବୀମା ବା ଜେନେରାଲ ଇନ୍‌ସ୍ୟୁରାନ୍ସ କ୍ଷେତ୍ରରେ...

ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଦିଲ୍ଲୀକୁ ଟପିବ ବେଙ୍ଗାଳୁରୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତ୍ୟକ୍ଷ କର ଆଦାୟ ବା ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଖୁବ୍ ଶୀଘ୍ର ବେଙ୍ଗାଳୁରୁ ଦିଲ୍ଲୀକୁ ଟପିବ ବୋଲି ଆକଳନ କରାଯାଉଛି। ମଲ୍ଟିନ୍ୟାସନାଲ ଓ ଇଣ୍ଡିଆନ ଆଇଟି କମ୍ପାନିର ଆଇଟି କ୍ୟାପିଟାଲ କୁହାଯାଉଥିବା ବେଙ୍ଗାଳୁରୁ...

ଏଡିଆର୍ ରିପୋର୍ଟ: ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୬୩ କୋଟି ୮୭ ଲକ୍ଷ ଟଙ୍କା। ଏହା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ...

ଦେଶରେ ୮ ହଜାର ମୁହାଁ କୋଭିଡ ସଂକ୍ରମଣ: ଦିଲ୍ଲୀ-ମୁମ୍ବାଇରେ ସର୍ବାଧିକ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡକୁ ନେଇ ପୁଣି ଚିନ୍ତା ଆରମ୍ଭ ହୋଇଛି। ଦେଶରେ ଏବେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୮୩୦ ଜଣ ନୂଆ କୋଭିଡ...

ପରିସ୍ଥିତି ସହ ବଦଳେ ସମ୍ପର୍କ: କ୍ଷମତା ଯିବା ପରେ ଛାଡ଼ିଛନ୍ତି ରାହୁଲଙ୍କ ‘ହାତ’!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପରିସ୍ଥିତି ସହ ସମ୍ପର୍କ ବି ବଦଳି ଯାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ଅନେକ ନେତା କ୍ଷମତା ଯିବା ପରେ ରହୁଲଙ୍କ ‘ହାତ’ ଛାଡ଼ିଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏବଂ...

ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ‘ସିଜିଏଲ୍’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ମେ’ ୩ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୭,୫୦୦ଟି ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ସବୁ ପଦବୀଗୁଡ଼ିକ ପାଇଁ ମାସିକ ୨୫ ହଜାରରୁ...