ପୁଣେରେ ‘ସ୍ପ୍ରେଡ ହାପିନେସ ଫାଉଣ୍ଡେସନ’ ପକ୍ଷରୁ ପାଳିତ ହେଲା ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣେରେ ପ୍ରବାସୀ ଓଡ଼ିଆ ସଂଗଠନ ‘ସ୍ପ୍ରେଡ ହାପିନେସ ଫାଉଣ୍ଡେସନ’ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଶନିବାର ପୁଣେର ଏକ ହସ୍ପିଟାଲରେ କୁଷ୍ଠ ରୋଗୀଙ୍କ ସହିତ ଏହି ଦିବସ ପାଳନ...
ବାହାରିନରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ, ବିମାନ ଯୋଗେ ଓଡ଼ିଶା ଫେରିଲା ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନଠାରେ ଜଣେ ଓଡ଼ିଆ ଶ୍ରମିକ ପୁରୁଷୋତ୍ତମ ସାହୁଙ୍କର ମୃତ୍ୟୁ ହେବା ପରେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତାଙ୍କ ପ୍ରଚେଷ୍ଠାରେ ଓଡ଼ିଶା ଫେରିଛି ମୃତଦେହ। ମୃତ ଶରୀର ବାହାରିନରୁ ବିମାନ ଯୋଗେ ଦିଲ୍ଲୀ ଏବଂ ସେଠାରୁ...
ତେଜପୁର ବାୟୁସେନା ବିମାନଘାଟିରୁ ସୁଖୋଇ ୩୦ ଏମକେଆଇ ଲଢ଼ୁଆ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଜପୁର ବାୟୁସେନା ବିମାନଘାଟିରୁ ସୁଖୋଇ ୩୦ ଏମକେଆଇ ଲଢ଼ୁଆ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀ ମୁର୍ମୁ ଆସାମର ତେଜପୁର ବାୟୁସେନା ବିମାନଘାଟିରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ...
ବଢ଼ୁଛି କୋଭିଡ୍ ସଂକ୍ରମଣ, ଜରୁରୀ ବୈଠକ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏବେ କୋଭିଡ୍-୧୯ ମମାଲା ଦିନକୁ ଦିନ ବଢ଼ୁଛି। ଶୁକ୍ରବାର ଦେଶରେ କୋଭିଡ୍ ସଂକ୍ରମଣ ୬ ହଜାର ପାର କରିଛି। ଏଥିଲାଗି ଏହାର ମୁକବିଲା ପାଇଁ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି।...
ଆଦାନୀ ମାମଲାର ଜେପିସି ତଦନ୍ତ ଦାବିରେ ବିରୋଧୀ ସାଂସଦଙ୍କ ‘ତ୍ରିରଙ୍ଗା ଶୋଭାଯାତ୍ରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ବିରୋଧୀ ଦଳର ସାଂସଦମାନେ ଦିଲ୍ଲୀରେ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରିଛନ୍ତି। ଆଦାନୀ ଷ୍ଟକ୍ ଦୁର୍ନୀତି ମାମଲାରେ ଯୁଗ୍ମ ସଂସଦୀୟ କମିଟିର (ଜେପିସି) ତଦନ୍ତ ଦାବି କରି ବିରୋଧୀ ସାଂସଦମାନେ ଏହି ଶୋଭାଯାତ୍ରା...
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଲୁବ୍ରିକାଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଏକ୍ସନମୋବିଲ୍ କମ୍ପାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଲୁବ୍ରିକାଣ୍ଟ କାରଖାନା ପ୍ରତିଷ୍ଠା କରିବ ଏକ୍ସନମୋବିଲ୍ କମ୍ପାନି। ଏନେଇ ମହାରାଷ୍ଟ୍ର ସରକାରଙ୍କ ସହ ଏକ୍ସନମୋବିଲ୍ ଏମଓୟୁ ସ୍ୱାକ୍ଷର କରିଛି। ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଏକ୍ସନମୋବିଲ୍...
ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଉ ପଢ଼ିବେନି ‘ମୋଗଲ ଇତିହାସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଉ ପଢ଼ିବେନି ମୋଗଲ ଇତିହାସ। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ( ଏନସିଇଆରଟି) ଦ୍ଵାଦଶ ଶ୍ରେଣୀ ଇତିହାସ ବହିରୁ ମୋଗଲ ସାମ୍ରାଜ୍ୟ ସହ ସମ୍ବନ୍ଧିତ...
ଭାରତରେ ବଢ଼ୁଛି କୋଭିଡ୍ ମାମଲା, ପାଞ୍ଚ ମାସ ପରେ ଦୈନିକ ସଂକ୍ରମଣ ୪ ହଜାର ପାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏବେ ପ୍ରତିଦିନ କୋଭିଡ୍-୧୯ ମମାଲା ବଢ଼ିବାରେ ଲାଗିଛି। ଦେଶରେ ପାଞ୍ଚ ମାସ ପରେ ଦୈନିକ କୋଭିଡ୍ ସଂକ୍ରମଣ ୪ ହଜାର ପାର କରିଛି। ବୁଧବାର ଭାରତରେ ୪,୪୩୫ଟି କୋଭିଡ୍ ଆକ୍ରାନ୍ତ...
କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପିଜି ନାମଲେଖା ପାଇଁ ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୧୯
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବିଭିନ୍ନ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁ ‘କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ’ (ସିୟୁଇଟି) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ...
ସିକ୍କିମର ନାଥୁଲରେ ହିମସ୍ଖଳନ, ୭ ପର୍ଯ୍ୟଟକଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିକ୍କିମ ରାଜ୍ୟର ନାଥୁଲା ଘାଟିରେ ହିମସ୍ଖଳନ ଯୋଗୁଁ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ପ୍ରାକୃତିକ ବିପର୍ଯୟରେ ଏ ପର୍ଯ୍ୟନ୍ତ ୧୧ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଅନେକ...





















