ୟୁପିଏସସି ପକ୍ଷରୁ କମ୍ବାଇନ ମେଡିକାଲ ସର୍ଭିସ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ମେ’ ୯ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୧୨୬୧ଟି ଡାକ୍ତର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନକୁ ଭାରତର ବିଭିନ୍ନ ସ୍ଥାନରେ ଅଶିଷ୍ଟାଣ୍ଟ ଡିଭିଜନାଲ୍...
ଶିଶୁଙ୍କ ଟିକାକରଣରେ ଓଡ଼ିଶା ଆଗୁଆ – ୟୁନିସେଫ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସାର୍ବଜନୀନ ଟିକାକରଣ କ୍ଷେତ୍ରରେ ଭାରତରେ ଏକ ଅଗ୍ରଣୀ ରାଜ୍ୟ। ରାଜ୍ୟରେ ୯୦.୫ ପ୍ରତିଶତ ଶିଶୁଙ୍କ ଟିକାକରଣ ହୋଇଛି। ଏହା ଟିକାକରଣର ଜାତୀୟ ହାର ୭୬.୪ ପ୍ରତିଶତରୁ ଅଧିକ। ଓଡ଼ିଶାର ଦୁର୍ଗମ...
ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ହଜାର ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଗୁରୁବାର ଦିନ ୩୮୭ଟି ନୂଆ କୋଭିଡ୍-୧୯ ମାମଲା ସାମ୍ନାକୁ ଆସିଛି। ଏଥିସହ ରାଜ୍ୟରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ...
‘ମୋଦୀ ସରନେମ’ ମାମଲାରେ ସୁରଟ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁରୁବାର ସୁରଟ ସେସନ୍ସ କୋର୍ଟରୁ ଶକ୍ତ ଝଟକା ମିଳିଛି। ‘ମୋଦୀ ସରନେମ’ ମାମଲାରେ ରାହୁଲଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରିଦେଇଛନ୍ତି।...
ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନକୁ ନେଇ ଛତିଶଗଡ଼କୁ ଲାଗୁଛି ଡର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଜଳ ବିବାଦକୁ ନେଇ ଅନେକ ଦିନଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଏବେ ଛତିଶଗଡ଼ରେ...
ଅତିକ ଅହମ୍ମଦ: ଗଳିର ଗୁଣ୍ଡାରୁ ପାର୍ଲାମେଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟିରେ ମିଶିଲା ଆତଙ୍କର ଅନ୍ୟ ନାଁ ଅତିକ ଅହମ୍ମଦ। ଆତିକର ହତ୍ୟା ଏବେ ରାଜନୀତିର ଏକ ଅନ୍ଧକାର ଦିଗକୁ ସାମ୍ନାକୁ ଆଣିଛି।
ଅପରାଧରୁ ରାଜନୀତି ଓ ରାଜନୀତିରୁ ଅପରାଧ, ହିନ୍ଦୀ ହାର୍ଟଲାଣ୍ଡରେ...
ସମଲିଙ୍ଗୀ ବିବାହ ମାମଲାରେ ରାଜ୍ୟମାନଙ୍କୁ ପକ୍ଷଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ମାମଲାର ଶୁଣାଣି
ମାମଲାରେ ରାଜ୍ୟମାନଙ୍କୁ ପକ୍ଷଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସତ୍ୟପାଠ
ସମଲିଙ୍ଗୀ ବିବାହ ମାମଲାରେ ରାଜ୍ୟମାନଙ୍କ ମତ ନେବା...
ଆମେରିକାରେ ‘ଉତ୍କଳ ଉତ୍ସବ’ ପାଳିଲେ ଫ୍ଲୋରିଆ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ଫ୍ଲୋରିଡା ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଫ୍ଲୋରିଆ ତରଫରୁ ଟାମ୍ପା ସହରଠାରେ ‘ଉତ୍କଳ ଉତ୍ସବ’ ପାଳନ କରାଯାଇଛି। ଏହି ଉତ୍ସବରେ ସାମିଲ ହୋଇଥିଲେ ଟାମ୍ପା ତଥା ନିକଟବର୍ତ୍ତୀ ଅର୍ଲାଣ୍ଡୋ...
ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩: ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ୍ ଭାବେ ପୁରସ୍କୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅର୍ଜନ କରିଛି ଅଦ୍ଭୁତପୂର୍ବ ସଫଳତା। ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଭାବେ ‘ନ୍ୟାସନାଲ୍ ପଞ୍ଚାୟତ ଆୱାର୍ଡ଼-୨୦୨୩’ ମିଳିଛି। ସେହିପରି ଜିଲ୍ଲାର...
ଆଜିଠୁ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ମଙ୍ଗଳବାରଠାରୁ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ନଦୀର ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ। ଏପ୍ରିଲ...





















