National

ଭାରତରେ ପ୍ରଥମ – ମହିଳା କ୍ରୀଡ଼ାବିତ ରାଣୀ ରାମପାଲଙ୍କ ନାଁରେ ନାମିତ ହେଲା ହକି ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଅନେକ ବିଭିନ୍ନ କ୍ରୀଡ଼ା ପାଇଁ ଅନେକ ଷ୍ଟାଡିୟମ ରହିଛି। ସେଥିମଧ୍ୟରୁ ଏକାଧିକ ଷ୍ଟାଡିୟମକୁ ସ୍ଵାଧୀନତା ସଂଗ୍ରାମୀ, ରାଜନେତା ତଥା କ୍ରୀଡ଼ାବିତଙ୍କ ନାମରେ ନାମିତ କରାଯାଇଛି। ଏବେ ଭାରତରେ ପ୍ରଥମଥର ପାଇଁ...

ପୁଣେଠାରେ ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରର ପୁଣେ ଜିଲ୍ଲା ଶିକ୍ରାପୁରଠାରେ ପ୍ରବାସୀ ଓଡ଼ିଆ ସଙ୍ଗଠନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୯ ତାରିଖ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମତିଥିରେ ଏହି...

ରାଜଭବନ ବନାମ ରାଜ୍ୟ ସରକାର: ନୋ-କନଫ୍ଲିକ୍ଟ ଜୋନରେ ପଲିଟିକାଲ ଓ୍ଵାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଭବନକୁ ନିର୍ବିବାଦୀୟ ସ୍ଥଳ ଅର୍ଥାତ ନୋ କନଫ୍ଲିକ୍ଟ ଜୋନ କୁହାଯାଉଥିବା ବେଳେ ଗତ କିଛି ବର୍ଷ ହେଲା ବିଭିନ୍ନ ରାଜ୍ୟର ଏହି ନୋ କନ୍‌ଫ୍ଲିକ୍ଟ ଜୋନରେ ବଡ଼ ପଲିଟିକାଲ ଓ୍ଵାର ଚାଲିଥିବା...

ଗ୍ୟାଙ୍ଗଷ୍ଟର ଧମକ୍ ପରେ ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାଙ୍କଷ୍ଟରଙ୍କଠାରୁ ଧମକ୍ ମିଳିବା ପରେ ବଢ଼ିଲା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା। ଭାଇଜାନଙ୍କ ବାନ୍ଦ୍ରାସ୍ଥିତ ଘର ‘ଗ୍ୟାଲେକ୍ସି’ ଆଗରେ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗ୍ୟାଙ୍ଗଷ୍ଟର...

ପାନ୍ କାର୍ଡ ସହ ଆଧାର ସଂଯୋଗ ହୋଇଛି କି ନାହିଁ କେମିତି ଜାଣିବେ ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ପାନ୍ କାର୍ଡକୁ ଆଧାର ସହିତ ସଂଯୋଗ କରିବାକୁ ଧାର୍ଯ୍ୟ କରାଯାଇଛି। ଏହାପରେ ଆଧାର ସଂଯୋଗ ହୋଇନଥିବା ପାନ୍ କାର୍ଡ ଗୁଡ଼ିକ ବ୍ଲକ୍ ହୋଇଯିବ।...

ମାର୍ଚ୍ଚ ୩୧ ପାନ୍-ଆଧାର ଲିଙ୍କ ପାଇଁ ଶେଷ ତାରିଖ, ନଚେତ ବ୍ଲକ ହୋଇଯିବ ପାନ୍ କାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧କୁ ଧାର୍ଯ୍ୟ କରାଯାଇଛି। ଏହି ଅବଧି ଭିତରେ ଯଦି କୌଣସି ବ୍ୟକ୍ତି ନିଜର ପାନ୍-ଆଧାର ସଂଯୋଗ ନକରିବେ,...

ମା’ ହେବେ ଅଜୟ ଦେବଗନଙ୍କ ଅନ୍‌ସ୍କ୍ରିନ ଝିଅ ଈଶିତା ଦତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ମା’ ହେବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ଅଭିନେତ୍ରୀ ଈଶିତା ଦତ୍ତା। ବଲିଉଡ ସୁପରହିଟ ଚଳଚ୍ଚିତ୍ର ‘ଦୃଶ୍ୟମ୍’ରେ ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ ଈଶିତା। ନିକଟରେ...

ଏଚ୍୩ଏନ୍୨ ଭାଇରସକୁ ନେଇ ଆତଙ୍କ: ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ଏଚ୍୩ଏନ୍୨ ଭାଇରସ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବିଢ଼ିବାରେ ଲାଗି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କୋଭିଡ ମହାମାରୀର ଭୟ ଲୋକଙ୍କ ମନରୁ ଯାଇନଥିବାବେଳେ...

‘ହେରା ଫେରି ୩’ରେ କମେଡି କରିବେ ସଞ୍ଜୟ ଦତ୍ତ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ବଲିଉଡର ସୁପର ହିଟ୍ ଚଳଚ୍ଚିତ୍ର ‘ହେରା ଫେରି’ର ସିକୁଏଲ ‘ହେରା ଫେରି ୩’। ‘ହେରା ଫେରି ୩’ରେ କମେଡି କରିବେ ବଲିଉଡ ସୁପରଷ୍ଟାର...

ପିଏଫଆରଡିଏର ନୂଆ ଅଧ୍ୟକ୍ଷ ନିଯୁକ୍ତ ହେଲେ ଦୀପକ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଭବିଷ୍ୟନିଧି ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷର (ପିଏଫଆରଡିଏ) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଦୀପକ ମହାନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁପ୍ରୀତମ...