National

“ଆପାର୍ଟମେଣ୍ଟର କମନ ଏରିଆ ଉପରେ ରହିବନି ବିଲ୍ଡରଙ୍କ ଅଧିକାର”-ମାଡ୍ରାସ୍ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସାଇଟି କିମ୍ବା ଆପାର୍ଟମେଣ୍ଟରେ ଥିବା ସାଧାରଣ ସ୍ଥାନ ବା କମନ ଏରିଆ ଉପରେ କେବଳ ସେଠାରେ ରହୁଥିବା ଲୋକମାନଙ୍କ ଅଧିକାର ରହିବ। ଆପାର୍ଟମେଣ୍ଟ ତିଆରି କରିଥିବା ସଂସ୍ଥା କିମ୍ବା ବିଲ୍ଡରଙ୍କ ଏହା...

୧୨୦ତମ ଜନ୍ମ ଦିନରେ ପ୍ରଥମ ଦଳିତ ଅଭିନେତ୍ରୀ ପିକେ ରୋଜିଙ୍କୁ ‘ଡୁଡଲ’ ସମର୍ପିତ କଲା ଗୁଗଲ

ଓଡ଼ିଶାଲାଇଭ୍ ବ୍ୟୁରୋ ମଲାୟାଲମ ସିନେମାର ପ୍ରଥମ ମହିଳା ଅଭିନେତ୍ରୀ ତଥା ପ୍ରଥମ ଦଳିତ ଅଭିନେତ୍ରୀ ପିକେ ରୋଜିଙ୍କ ୧୨୦ ତମ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ଗୁଗଲ ପକ୍ଷରୁ ଏକ ‘ଡୁଡଲ’ ସମର୍ପିତ କରାଯାଇଛି।...

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ସ୍ଵାଗତ କଲେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତିଙ୍କୁ...

ଇସ୍ରୋ ପକ୍ଷରୁ ଏସଏସଏଲଭି-ଡି୨ ରକେଟର ସଫଳ ଉତକ୍ଷେପଣ, ମହାକାଶକୁ ଗଲା ୩ଟି ସାଟେଲାଇଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସଫଳତାର ସହ ଉତକ୍ଷେପଣ କରିଛି ୩ଟି ସାଟେଲାଇଟ। ଶୁକ୍ରବାର ସକାଳ ୯ଟା ୧୮ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହି...

ଆନ୍ଧ୍ରପ୍ରଦେଶ: ଘରୋଇ ତେଲ କାରଖାନାରେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ କାକିନାଡ଼ ଜିଲ୍ଲା ପେଦାପୁରମ ପଞ୍ଚାୟତର ରାଗମପେଟାଠାରେ ଥିବା ଏକ ଘରୋଇ ତେଲ କାରଖାନାରେ ଗୁରୁବାର ଦିନ ବଡ଼ ଧରଣର ଅଘଟଣ ଘଟିଯାଇଛି। ତେଲ ଟାଙ୍କି ସଫା...

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍: ୧୭୭ରେ ଅଷ୍ଟ୍ରେଲିଆ ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ ବର୍ଡର-ଗଭାସ୍କର ଟ୍ରଫି। ଗୁରୁବାର ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଛି ସିରିଜର ପ୍ରଥମ ମ୍ୟାଚ। ପ୍ରଥମ ଦିନ ଖେଳରେ...

ବିଶାଖାପାଟଣା: ସ୍ତ୍ରୀର ମୃତଦେହ କାନ୍ଧରେ ଧରି ୩୩ କିଲୋମିଟର ଚାଲିଲେ ଅମ୍ବାପଲ୍ଲୀର ଇଡେ ସାମୁଲୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ହୋଇଛି ଦାନ ମାଝି ଘଟଣାର ପୁନରାବୃତ୍ତି। ସ୍ତ୍ରୀର ମୃତଦେହକୁ କାନ୍ଧରେ ପକାଇ ପ୍ରାୟ ୩୩ କିଲୋମିଟର ଚାଲିଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅମ୍ବାପଲ୍ଲୀ ଗାଁର...

ଭାରତରେ ଆରମ୍ଭ ହେଲା ଟ୍ଵିଟର ‘ବ୍ଲୁ’ ସବସ୍କ୍ରିପସନ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ଵିଟର ଭାରତରେ ଆରମ୍ଭ କରିଛି ‘ବ୍ଲୁ’ ସବସ୍କ୍ରିପସନ ସେବା। ଟ୍ଵିଟର ବ୍ଲୁ ପ୍ରିମିୟମ ସେବାଗୁଡ଼ିକ ପାଇବା ପାଇଁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ...

ଫେବ୍ରୁଆରି ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକ-ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ଦୃଷ୍ଟିରେ ରଖି ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଉଭୟ...

ତୁର୍କୀ ଓ ସିରିଆରେ ଭୂମିକମ୍ପ: ଉଦ୍ଧାରକାର୍ଯ୍ୟ ପାଇଁ ଭାରତ ଆରମ୍ଭ କଲା ‘ଅପରେସନ ଦୋସ୍ତ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ଭୂମିକମ୍ପରେ ତୁର୍କୀ ଓ ସିରିଆରେ ସ୍ଥିତି ଅତି ଭୟଙ୍କର ହୋଇଛି। ଭୂମିକମ୍ପ ଯୋଗୁଁ ଏହି ଦୁଇଦେଶରେ ମୃତ୍ୟୁ ସଂଖ୍ୟା ୧୧ ହଜାର ଟପିଥିବାବେଳେ ହଜାର ହାଜର ଲୋକ ଏବେବି ବିଭିନ୍ନ...