ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଚମକିଲେ ଓଡ଼ିଆ ଆଥଲେଟ, ଜିତିଲେ ୪ ସ୍ଵର୍ଣ୍ଣ ସହ ମୋଟ ୭ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୩ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟରର ଖେଳାଳିମାନେ ଅତି ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏହି ଯୁବ କ୍ରୀଡ଼ା ପ୍ରତିଯୋଗିତାର ୫ମ ସଂସ୍କରଣରେ...
ଲଗାତର ଷଷ୍ଠଥର ପାଇଁ ବୃଦ୍ଧି ହେଲା ରେପୋ ରେଟ୍, ବଢ଼ିବ ବ୍ୟାଙ୍କ ଋଣ ସୁଧହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତର ଷଷ୍ଠଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ହେବ ଫଳରେ ଏବେ ଏହା ୬.୫ ପ୍ରତିଶତରେ ପହଞ୍ଚିଛି।...
ପ୍ରଥମଥର ପାଇଁ ମହିଳା ପ୍ରିମିୟର ଲିଗ୍, ନିଲାମ ପ୍ରକ୍ରିୟାରେ ୭ ଓଡ଼ିଆ କ୍ରିକେଟର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩ରେ ପ୍ରଥମଥର ଲାଗି ଅନୁଷ୍ଠିତ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗର ମହିଳା ସଂସ୍କରଣ। ଏହି ମହିଳା ପ୍ରିମିୟର ଲିଗ୍ ମାର୍ଚ୍ଚ ୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି...
ଫେବ୍ରୁଆରି ୧୦ରୁ ଗୁଲମାର୍ଗରେ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ା: ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ ସ୍ନୋ ସ୍କିୟର ରଞ୍ଜିତା...
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ ଓ କାଶ୍ମୀରର ଗୁଲମାର୍ଗଠାରେ ଆସନ୍ତା ଫେବ୍ରୁଆରି ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ତୃତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ା। ଏହି କ୍ରୀଡ଼ାରେ ଅଲପାଇନ ସ୍କି ବିଭାଗରେ...
ତୁର୍କୀ ଭୂମିକମ୍ପ: ଉଦ୍ଧାର କାର୍ଯ୍ୟ ପାଇଁ ଭାରତରୁ ଗଲା ୨ଟି ଏନଡିଆରଏଫ୍ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁର୍କୀରେ ଭୟଙ୍କର ଭୂମିକମ୍ପ ଯୋଗୁଁ ଧ୍ଵଂସ ହୋଇଛି ଅନେକ ସହର। ଏଥିରେ ପ୍ରାୟ ୪୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେବି ଘର ଗୁଡ଼ିକର ଭଗ୍ନାବଶେଷରେ ଫସି ରହିଛନ୍ତି ଅନେକ ଲୋକ।...
ତୁର୍କୀ ଓ ସିରିଆରେ ଭୂମିକମ୍ପର ତାଣ୍ଡବ, ୪ ହଜାରରୁ ଅଧିକ ଲୋକ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁର୍କୀ ଓ ସିରିଆରେ ଭୂମିକମ୍ପ ରଚିଛି ମୃତ୍ୟୁର ତାଣ୍ଡବଲୀଳା। ଗୋଟେ ପରେ ଗୋଟେ ଚାରିଟି ପ୍ରଳୟଙ୍କରୀ ଭୂମିକମ୍ପରେ ତୁର୍କୀ ଓ ସିରିଆରେ ସମେତ ଥରିଛି ସମଗ୍ର ପଶ୍ଚିମ ଏସିଆ। ଭୂମିକମ୍ପ ଯୋଗୁଁ...
ଆଇଏନଏସ୍ ବିକ୍ରାନ୍ତରେ ଅବତରଣ କଲା ତେଜସ୍ ଯୁଦ୍ଧ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ନୌସେନା ହାସଲ କରିଛି ଆଉ ଏକ ବଡ଼ ସଫଳତା। ସୋମବାର ନୌସେନାର ସ୍ଵଦେଶୀ ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ ତେଜସକୁ ଅବତରଣ କରାଯାଇଛି। ଏହି ସଫଳ...
ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା, ଆରମ୍ଭ ହେଲା ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି ଆନ୍ଧ୍ରପ୍ରଦେଶ ରାଜଧାନୀର ନାଁ। ପୂର୍ବରୁ ଅମରାବତୀକୁ ରାଜଧାନୀ କରିବାକୁ ଦାବି ଜୋର ଧରିଥିବାବେଳେ ଏବେ ଆଉ ଏକ ସହରର ନାଁ ଉପରେ...
ଜଗା ପ୍ରେମରେ ୮୦ ବର୍ଷର ସନ୍ନ୍ୟାସୀ: ସାଇକେଲରେ ଉତ୍ତରପ୍ରଦେଶରୁ ପୁରୀକୁ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଜଗା ପ୍ରେମ ଆଗରେ ହାର ମାନିଛି ବୟସ। ସେଇଥିପାଇଁ ତ ୮୦ ବର୍ଷ ବୟସରେ ସାଇକେଲ ଧରି ଉତ୍ତରପ୍ରଦେଶରୁ ବାହାରିଛନ୍ତି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ। ଯେଉଁ ବସୟରେ...
ଡିଜିଟାଲ ଜଗତରେ ନୂଆ କ୍ରାନ୍ତି-ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ‘ଚାଟ୍-ଜିପିଟି’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଡିଜିଟାଲ ଯୁଗ କେବଳ ଇଣ୍ଟରନେଟ୍ ଯାଏଁ ସୀମିତ ରହିନାହିଁ। ଇଣ୍ଟରନେଟ୍ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ଡିଜିଟାଲ ଦୁନିଆରେ ଆଣିଛି ନୂଆ କ୍ରାନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମର ଇଣ୍ଟରନେଟ୍ ବ୍ୟବହାର...




















