National

ଆଦାନୀଙ୍କ ପାଇଁ ସଂସଦରେ ହଙ୍ଗମା, ଯୁଗ୍ମ ସଂସଦୀୟ କମିଟି ଦାବି କଲେ ବିରୋଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଦେଶରେ ଅର୍ଥନୈତିକ ସହ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି କରିଛି। ହିଣ୍ଡେନବର୍ଗର ରିପୋର୍ଟକୁ ଆଧାର କରି ସଂସଦରେ ବିରୋଧୀ ଦଳମାନେ ହଙ୍ଗମା...

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟର ୫ ଜଣ ନୂତନ ବିଚାରପତି ସୋମବାର ଦିନ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ...

ତୁର୍କୀ ଓ ସିରିଆରେ ବଡ଼ଧରଣର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

 ଓଡ଼ିଶାଲାଇଭ୍ ବ୍ୟୁରୋ ତୁର୍କୀ ଓ ସିରିଆରେ ହୋଇଛି ବଡ଼ଧରଣର ଭୂମିକମ୍ପ। ସୋମବାର ସକାଳ ୪ଟା ୧୫ ସମୟରେ ଦକ୍ଷିଣ-ପୂର୍ବ ତୁର୍କୀ ଏବଂ ସିରିଆରେ ୭.୮ ରିକ୍ଟର ସ୍କେଲ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ହୋଇଛି।...

ଆଦାନୀ ଗ୍ରୁପକୁ ଷ୍ଟେଟ୍ ବ୍ୟାଙ୍କ ଦେଇଛି ୨୧ ହଜାର କୋଟି ଋଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଗ୍ରୁପର ବିଭିନ୍ନ ଗତିବିଧି ଉପରେ ସରକାରୀ ସଂସ୍ଥା ନଜର ରଖିଛନ୍ତି। ଖାସକରି ଗ୍ରୁପକୁ ମିଳିଥିବା ଋଣ ସମ୍ବନ୍ଧରେ ସମସ୍ତଙ୍କର ନଜର ରହିଛି।...

ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ପୁରସ୍କାର ବିଜେତା ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଶନିବାର ଦିନ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଚେନ୍ନାଇ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ...

ଆଦାନୀଙ୍କ ପାଇଁ ଜୀବନ ବୀମା ନିଗମ ଷ୍ଟକ ‘ଦକ ଦକ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଏହି ମାମଲା ଦେଶରେ ଚହଳ ସୃଷ୍ଟି କରିଛି। ଏହାକୁ ନେଇ ଗ୍ରୁପର ସେୟାର ବା ଷ୍ଟକ ମୂଲ୍ୟ ଅନେକ...

କର୍କଟ ସହ ଲଢ଼ିବ ନୁସରତ ସଂଘମିତ୍ରାଙ୍କ ନୂଆ କୌଶଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଝିଅ ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି, ତାହା ଆଗାମୀ...

ଆଜି ବିଶ୍ଵ କର୍କଟ ଦିବସ: ଆସ ମିଳିମିଶି କ୍ୟାନ୍ସର ମୁକ୍ତ ଭବିଷ୍ୟତ ଗଢ଼ିବା

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାନ୍ସର ବା କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି। ତମାଖୁ ସେବନ, ମଦ୍ୟପାନ,...

ହିନ୍ଦୀ ଭାଷାରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’

ଓଡ଼ିଶାଲାଇଭ୍ ବ୍ୟୁରୋ ହିନ୍ଦୀ ଭାଷାରେ ରିଲିଜ ହେଲା ଓଡ଼ିଆ ସିନେମା ‘ଦମନ’। ଏବେ ଓଡ଼ିଆ ସିନେମା ଇତିହାସରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଶୁକ୍ରବାର ଦିନ ଦେଶର ୫୦୦ଟି ହଲରେ ‘ଦମନ’ ପ୍ରଦର୍ଶିତ...

ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୧୨ କୋଟି ଟଙ୍କା। ରାଜ୍ୟ ସରକାର ଯେତିକି ମାଗିଥିଲେ କେନ୍ଦ୍ର ସରକାର ତା’ଠାରୁ ଅଧିକ ଦେଇଛନ୍ତି ବୋଲି ଶୁକ୍ରବାର ଦିନ କହିଛନ୍ତି କେନ୍ଦ୍ର...