ତୁର୍କୀ-ସିରିଆରେ ମୃତ୍ୟୁର ତାଣ୍ଡବ: ୨୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଭଙ୍ଗା କୋଠା ତଳେ ଶଢ଼ିଲାଣି ଶବ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁର୍କୀ ଏବଂ ସିରିଆରେ ଗତ ୬ ତାରିଖରେ ମୃତ୍ୟୁର ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ଭୂମିକମ୍ପ। ଶନିବାର ଦିନ ମୃତ୍ୟୁ ସଂଖ୍ୟା ୨୬ ହଜାର ଟପି ଥିବାବେଳେ ଅନେକ ଜୀବନ ଏବେ ଭଙ୍ଗା...
ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଶନିବାର ଅପରାହ୍ଣରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର...
ବର୍ଡର-ଗାଭାସ୍କର ଟ୍ରଫି: ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆର ଇନିଂସ୍ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତକରି ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଶନିବାର ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆକୁ ୯୧ ରନରେ ଅଲଆଉଟ କରି...
ଦୁବାଇ ସହ ସିଧାସଳଖ ଯୋଡ଼ି ହେବ ଭୁବନେଶ୍ୱର, ମାର୍ଚ୍ଚ ୫ରୁ ଇଣ୍ଡିଗୋ ଆରମ୍ଭ କରିବ ବିମାନସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ଆରମ୍ଭ ହେବ ସିଧାସଳଖ ବିମାନସେବା। ବିମାନ ଉଡ଼ାଣ କମ୍ପାନି ଇଣ୍ଡିଗୋ ପକ୍ଷରୁ ମାର୍ଚ୍ଚ ୫ ତାରିଖରୁ ଏହି ସେବା ଆରମ୍ଭ କରାଯିବ। ଏହି...
ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ଶନିବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିର ସମ୍ମୁଖରେ...
ତୁର୍କୀ-ସିରିଆ ଭୂମିକମ୍ପ: ୨୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ଭଙ୍ଗା କୋଠା ତଳେ ଦବି ରହିଛି...
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୧ ହଜାର ଟପିଛି। ଅନେକ ଜୀବନ ଏବେ ମଧ୍ୟ ଭଙ୍ଗା କୋଠା ତଳେ ଦବି ରହିଛି। ମୃତ୍ୟୁ ସଂଖ୍ୟା...
ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ: ପଠପଢ଼ା ସମୟକୁ ମନେପକାଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ସମାବର୍ତ୍ତନ ଉତ୍ସବରେ ନିଜର...
କଂଗ୍ରେସରେ ସାମିଲ ହେଲେ ବିଜୟ କୁମାର ପଟ୍ଟନାୟକ
ଓଡ଼ିଶାଲାଇଭ ବ୍ୟୁରୋ
କଂଗ୍ରେସରେ ସାମିଲ ହେଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। ଶୁକ୍ରବାର ଦିନ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟଠାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡ଼ିଶା ପ୍ରଭାରୀ...
ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ: ପ୍ରଥମ ଇନିଂସରେ ୧୪୪ ରନରେ ଆଗୁଆ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ବର୍ଡର-ଗଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ। ଶୁକ୍ରବାର ନାଗପୁରରେ ମ୍ୟାଚର ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ୍ ବିନିମୟରେ ୩୨୧...
ସାମାଜିକ ଓ ଆର୍ଥିକ ସହ ଆଧ୍ୟାତ୍ମିକ ବିକାଶ ଆବଶ୍ୟକ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ ବ୍ୟୁରୋ
"ମଣିଷ ଯୋଗଯୁକ୍ତ ହେଲେ ରୋଗ ମୁକ୍ତ ହୋଇପାରିବ। ଯୋଗ ହେଉଛି ଭାରତର ପୁରାତନ ବିଦ୍ୟା। ସାରା ବିଶ୍ଵ ଯୋଗର ମହତ୍ଵ ଉପଲବ୍ଧି କରିଛି। ସୁସ୍ଥତା କହିଲେ ଉଭୟ ଶାରୀରିକ ଏବଂ ମାନସିକ...




















