ତୁର୍କୀ ଓ ସିରିଆରେ ଜାରି ରହିଛି ଭାରତର ଉଦ୍ଧାର ଅଭିଯାନ ‘ଅପରେସନ ଦୋସ୍ତ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଳୟଙ୍କରୀ ଭୂମିକମ୍ପ ପାଇଁ ଧ୍ଵଂସସ୍ତୂପରେ ପରିଣତ ହୋଇଛି ତୁର୍କୀ ଓ ସିରିଆ। ଏ ପର୍ଯ୍ୟନ୍ତ ଦୁଇ ଦେଶରେ ପ୍ରାୟ ୪୦ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏବେ ଏହି ଦୁଇ ଦେଶରେ...
ପୁଲଓ୍ୱାମା ଆକ୍ରମଣକୁ ୪ ବର୍ଷ, ମନରୁ ଲିଭୁନି ଛାତିଥରା ଦୃଶ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲଓ୍ୱାମା ଆକ୍ରମଣକୁ ପୂରିଲା ୪ ବର୍ଷ। ହେଲେ ଆଜିବି ମନରୁ ଲିଭୁନି ସେହି ଛାତିଥରା ଘଟଣା। ଆଜିର ଦିନରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଜଣ ସିଆରପିଏଫ୍ ଯବାନ। ଆଜି...
ଆଦାନୀ ମାମଲାର ତଦନ୍ତ କରିବ ଏକ୍ସପର୍ଟ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରଠାରୁ ଦେଶରେ ଆର୍ଥିକ ଓ ରାଜନୈତିକ ସ୍ତରରେ ଚହଳ ସୃଷ୍ଟି ହୋଇଛି। ଅଭିଯୋଗକୁ କେନ୍ଦ୍ରକରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଜନସ୍ଵାର୍ଥ...
ଦିଲ୍ଲୀ ବିବିସି କାର୍ଯ୍ୟାଳୟରେ ଆୟକର ଟିମ୍: ଆରମ୍ଭ ହେଲା ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ନିକଟରେ ବିବାଦୀୟ ଡକ୍ୟୁମେଣ୍ଟାରି ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ବିବିସିର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ଆୟକର ବିଭାଗର ଏକ ଟିମ ପହଞ୍ଚିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି...
ମହିଳା ପ୍ରିମିୟର ଲିଗ ନିଲାମ: ଭାରତର ସ୍ମୃତି ମନ୍ଧାନା ସବୁଠାରୁ ଦାମୀ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩ ମାର୍ଚ୍ଚ ମାସରେ ପ୍ରଥମଥର ଲାଗି ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ। ଏଥିଲାଗି ସୋମବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଛି ଖେଳାଳି ନିଲାମ ପ୍ରକ୍ରିୟା। ଏଥିରେ ଭାରତୀୟ ଓପନର ସ୍ମୃତି...
ଫିଜିଓଥେରାପିଷ୍ଟଙ୍କ ନେତୃତ୍ଵରେ ଫିଟ୍ ରହିବ ଭାରତ – ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ୁଛି ଫିଜିଓ ଥେରାପିଷ୍ଟଙ୍କ ଚାହିଦା
ଭିଡିଓ ପରାମର୍ଶ ଏବଂ ଟେଲି-ମେଡିସିନର ଉପାୟ ବିକଶିତ କରିବାକୁ ମୋଦୀଙ୍କ ପରାମର୍ଶ
“ଫିଜିଓଥେରାପି ଯୋଗ ଯୁକ୍ତ ହେଲେ ଏହାର ଶକ୍ତି ବହୁଗୁଣା ହୋଇଯିବ”
ଫିଜିଓ ଥେରାପିଷ୍ଟମାନଙ୍କ...
ବେଙ୍ଗାଳୁରୁରେ ଆରମ୍ଭ ହେଲା ଏସିଆର ସର୍ବବୃହତ ଏୟାର ସୋ’ ‘ଏରୋ ଇଣ୍ଡିଆ ୨୦୨୩’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଆରମ୍ଭ ହୋଇଛି ଏସିଆର ସର୍ବବୃହତ ଏୟାର ସୋ' ‘ଏରୋ ଇଣ୍ଡିଆ ୨୦୨୩’। ସୋମବାର ବେଙ୍ଗାଳୁରୁର ୟେଲେହଙ୍କା ବାୟୁସେନା ଏୟାର ବେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ଏହି...
ବିଶ୍ଵଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ର ନୂତନ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵଭୂଷଣ ହରିଚନ୍ଦନ ଛତିଶଗଡ଼ର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଛତିଶଗଡ଼ର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ଥାନରେ...
ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ: ପାକିସ୍ତାନକୁ ହରାଇ ଦମଦାର ଅଭିଯାନ ଆରମ୍ଭ କଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଦମଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଏହି ବିଶ୍ଵକପର ଗ୍ରୁପ୍ ‘ବି’ ମ୍ୟାଚରେ ରବିବାର ଟିମ୍ ଇଣ୍ଡିଆ...
ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୨୩: ଲୋକଙ୍କ ଆକର୍ଷଣ ସାଜିଛି ଶଢ଼େଇ କଳାକୃତି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Fz5pLsKQwi0] ରାଜଧାନୀରେ ଆୟୋଜିତ ହୋଇଯାଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୨୩। ଭୁବନେଶ୍ୱର ଜନତା ମଇଦାନରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ହସ୍ତଶିଳ୍ପୀମାନେ ଆସି ଲଗାଇଛନ୍ତି ଅନେକ ହସ୍ତଶିଳ୍ପର...





















