ସୁନ୍ଦରଗଡ଼ର ଦୁଇ ଯୁବ ଉଦ୍ୟୋଗୀଙ୍କୁ ଭାରତୀୟ ସେବାରତ୍ନ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଇକ ଆମ୍ବୁଲାନ୍ସ ସେବା ପାଇଁ ଦେବାଶିଷ କବି ଏବଂ ବିଜୟ ବରୁଆଙ୍କୁ ଜାତୀୟ ସମ୍ମାନ
ସମ୍ମାନିତ କଲା ମହାରାଷ୍ଟ୍ରର ଗ୍ଲୋବାଲ ସ୍କଲାର ଫାଉଣ୍ଡେସନ
ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଯୁବ ଉଦ୍ୟୋଗୀ...
‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ସମ୍ପର୍କୀତ ଜାତୀୟ କର୍ମଶାଳା: ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିଙ୍କ ନେତୃତ୍ଵ ସ୍ଵାଗତଯୋଗ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଓଡ଼ିଶାରେ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦିଆଯିବାର ପରମ୍ପରା ମୂଳରୁ ରହିଆସିଛି। ବର୍ତ୍ତମାନ ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିମାନେ ଯେଉଁଭଳି ଭାବେ ନେତୃତ୍ଵ ନେଉଛନ୍ତି ତାହା ସ୍ଵାଗତଯୋଗ୍ୟ। ମହିଳା ପ୍ରତିନିଧିମାନେ ତୃଣମୂଳସ୍ତରରେ ସକ୍ରିୟ ନଥିଲେ...
ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିସିସିଆଇ ମୁଖ ଚୟନକର୍ତ୍ତା ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା। ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ସେ ଶୁକ୍ରବାର ଦିନ ଏହି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନିକଟରେ ଟିମ୍ ଇଣ୍ଡିଆ ଖେଳାଳିମାନଙ୍କ...
କୃଷି ଓଡ଼ିଶା-୨୦୨୩ରେ ‘ପୁଷ୍ଟିଶସ୍ୟ: ଭବିଷ୍ୟତର ସମ୍ଭାର’ ଉପରେ ଆଲୋଚନାଚକ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଷ୍ଟିଶସ୍ୟ ଚାଷରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା
ପୁଷ୍ଟିଶସ୍ୟ ଚାଷୀଙ୍କୁ ଶସକ୍ତ କରିବାରେ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ
"ଆଗକୁ ବିଦେଶକୁ ଅଧିକ ମିଲେଟ୍ସ ଜାତୀୟ ଶସ୍ୟ ରପ୍ତାନି...
ବିଶ୍ଵ କ୍ରିକେଟ୍ ରାଙ୍କିଙ୍ଗ: ପ୍ରଥମଥର ପାଇଁ ସବୁ ଫର୍ମାଟରେ ୧ ନମ୍ବର ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟରେ ଭାରତୀୟ ପୁରୁଷ ଦଳ ହାସଲ କରିଛି ଐତିହାସିକ ଉପଲବ୍ଧି। କ୍ରିକେଟର ୩ଟି ଯାକ ଫର୍ମାଟ ଟି-ଟ୍ୱେଣ୍ଟି, ଦିନିକିଆ ଓ ଟେଷ୍ଟରେ ପ୍ରଥମଥର ପାଇଁ ବିଶ୍ଵରେ ଏକ ସମୟରେ ଶୀର୍ଷ ସ୍ଥାନ...
ଦିଲ୍ଲୀ ଘଟଣା: ରାତିରେ ପ୍ରେମିକାକୁ ହତ୍ୟା, ସକାଳେ ଅନ୍ୟ ଝିଅକୁ ବିବାହ କଲା ପ୍ରେମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଦିଲ୍ଲୀରୁ ଆସିଲା ଛାତିଥରା ଖବର। ଶ୍ରଦ୍ଧା ହତ୍ୟା ଘଟଣାକୁ ଲୋକେ ଭୁଲି ନଥିବାବେଳେ ସେହିଭଳି ଜଘନ୍ୟ ଘଟଣାର ପୁନରାବୃତ୍ତି ହୋଇଛି।
ଦୀର୍ଘ ଦିନର ପ୍ରେମିକାକୁ ରାତିରେ ହତ୍ୟା କରି ତା’ର ଶବକୁ...
ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ: ଦ୍ଵିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ସହ ମୁକାବିଲା କରିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଦ୍ଵିତୀୟ ମ୍ୟାଚ ଖେଳିବ। ବିଶ୍ଵକପର ଗ୍ରୁପ୍ ‘ବି’ ମ୍ୟାଚରେ ବୁଧବାର ଦୁଇ ଦଳ ମୁହାଁମୁହିଁ ହେବେ। ଦକ୍ଷିଣ ଆଫ୍ରିକାର...
ଏୟାରବସ ଓ ବୋଇଂ କମ୍ପାନିରୁ ଏୟାର ଇଣ୍ଡିଆ କିଣିବ ୪୭୦ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ସବୁଠାରୁ ପୁରୁଣା ଏୟାରଲାଇନ୍ସ ଏୟାର ଇଣ୍ଡିଆ ୪୭୦ଟି ବିମାନ କିଣିବାକୁ ଯାଉଛି। ଏୟାର ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଆମେରିକାର ବୋଇଂ ଓ ୟୁରୋପୀୟ ବିମାନ ନିର୍ମାତା ଏୟାରବସ କମ୍ପାନି ସହ...
ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ଓଡ଼ିଶାର ସ୍ନୋ ଗାର୍ଲ ରଞ୍ଜିତା ବେହେରାଙ୍କ କମାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ ଏବଂ କାଶ୍ମୀରର ଗୁଲମାର୍ଗଠାରେ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ତୃତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଝିଅ ରଞ୍ଜିତା ବେହେରା...
ବିଦେଶରେ ଚମକିଲେ ନବରଙ୍ଗପୁରର ବାପା-ପୁଅ: ଅନ୍ତର୍ଜାତୀୟ କରାଟେ ଓ କୋବୁଡୋରେ ଉଭୟଙ୍କୁ ସ୍ୱର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ବିଦେଶରେ ଚମକିଲେ ନବରଙ୍ଗପୁର ଜିଲ୍ଲାର ସେନସାଇ ଶରତ କୁମାର ରାଉତ ଏବଂ ତାଙ୍କ ପୁଅ ସନ୍ଦୀପ କୁମାର ରାଉତ। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ...





















