National

ଓଡ଼ିଶା ଟୁରିଜମ କନକ୍ଲେଭ୍ ୨୦୨୩ରେ ‘ମାର୍କେଟିଂ ଡେଷ୍ଟିନେସନ ଓଡ଼ିଶା’କୁ ନେଇ ସ୍ଵତନ୍ତ୍ର ଟେକ୍ନିକାଲ ସେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲକ୍ଷ୍ୟରେ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଆୟୋଜିତ ହେଉଛି ଏହି କନକ୍ଲେଭ। ଓଡ଼ିଶାର...

‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍-୨୦୨୩’: ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ବିଷୟ ଉପରେ ହେବ ବିଶେଷ ଅଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭୁବନେଶ୍ଵରରେ ଆୟୋଜିତ ହେଉଛି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍-୨୦୨୩’। ଗୁରୁବାର ସ୍ୱସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ହେଉଥିବା ଏହି କନକ୍ଲେଭରେ ୨ଟି ପର୍ଯ୍ୟାୟରେ ୫ଟି ଟେକ୍ନିକାଲ...

ଆପ୍ ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଏମସିଡି ମେୟର ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ପଟେଲ ନଗର ୱାର୍ଡରୁ ପ୍ରଥମ ଥର କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ (ଏମସିଡି) ମେୟର ନିର୍ବାଚନ।...

ବ୍ରେନ ମ୍ୟାଲେରିଆ ନିରାକରଣ ପାଇଁ ଭୁବନେଶ୍ଵର ଆଇଏଲଏସରେ ପ୍ରସ୍ତୁତ ହେଲା ଔଷଧ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରେନ ମ୍ୟାଲେରିଆ ରୋଗର ନିରାକରଣ ଦିଗରେ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ (ଆଇଏଲଏସ)କୁ ମିଳିଛି ବଡ଼ ସଫଳତା। ଭୁବନେଶ୍ଵରସ୍ଥିତ ଆଇଏଲଏସର ବୈଜ୍ଞାନିକ ଡାକ୍ତର ଅରୁଣ ନାଗରାଜ ଓ ତାଙ୍କ ଟିମ୍‌‌ ବ୍ରେନ୍‌‌...

ଡିଆରଡିଓ ପକ୍ଷରୁ ‘ଆଇଟିସିଏମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ କ୍ରୁଜ ମିସାଇଲ ‘ଆଇଟିସିଏମ’ର ସଫଳତାର ସହ ପରୀକ୍ଷଣ କରାଯାଇଛି। ମଙ୍ଗଳବାର ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର ୩...

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୩: ‘ଦ କାଶ୍ମୀର ଫାଇଲ୍ସ’ ବେଷ୍ଟ ଫିଲ୍ମ ଓ ‘ଆରଆରଆର’...

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଦ କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ବେଷ୍ଟ ଫିଲ୍ମ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ସେହିପରି ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦ ଇୟର ଆଓ୍ଵାର୍ଡ।...

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ: ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଟିମ୍ ଇଣ୍ଡିଆ ନିଜ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରି...

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ୨୦୦୦ ମସିହାଠାରୁ ୟୁନେସ୍କୋ ପକ୍ଷରୁ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଗୋଟିଏ ଗୋଟିଏ...

ଷ୍ଟାର୍ଟଅପ ଦୁନିଆରେ ‘ରିପୋସ୍ ଏନର୍ଜି’ର କମାଲ, ଟାଟା ଗ୍ରୁପରୁ ନିବେଶ ପାଇ ହୋଇପାରିଛି ୧୮୦ କୋଟିର କମ୍ପାନି

ଓଡ଼ିଶାଲାଇଭ୍ ବ୍ୟୁରୋ ଆମ ଦେଶରେ ଏବେ ଅନେକ ଲୋକ ନୂଆ ନୂଆ ଷ୍ଟାର୍ଟଅପ କରି ହାସଲ କରୁଛନ୍ତି ଅନେକ ସଫଳତା। ସେମାନେ ନିଜର ଜ୍ଞାନକୁ ବ୍ୟବସାୟିକ ରୂପ ଦେଇ ହେଉଛନ୍ତି ସଫଳ। ନିଜର ଉଦ୍ୟୋଗ...

ୟୁନିସେଫ ଇଣ୍ଡିଆର ‘ନାସନାଲ ଆମ୍ବାସଡର’ ହେଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିସେଫ ଇଣ୍ଡିଆର 'ନାସନାଲ ଆମ୍ବାସଡର' ଭାବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ନିଯୁକ୍ତ କରାଯାଇଛି। ଫେବ୍ରୁଆରି ୧୮ ତାରିଖରେ ୟୁନିସେଫ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମ୍ୟାକ୍ କାଫ୍ରେ ଏହି ସୂଚନା ଦେଇଛନ୍ତି।...