National

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ। ଭାରତରେ ଚାଲୁଥିବା ବର୍ଡର ଗଭାସ୍କର ଟ୍ରଫିରେ ବୁଧବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ...

ଚନ୍ଦ୍ରଯାନ-୩ ମିଶନ ପାଇଁ ସିଇ-୨୦ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ କଲା ଇସ୍ରୋ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରାୟନ-୩ ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ମିଳିଛି ବଡ଼ ସଫଳତା। ଇସ୍ରୋ ଚନ୍ଦ୍ରାୟନ-୩ ମିଶନ ପାଇଁ  ରକେଟରେ ବ୍ୟବହାର ହେବକୁଥିବା ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ...

ଏଫଆଇଏଚ୍ ପ୍ରୋ-ଲିଗ ପାଇଁ ଭାରତୀୟ ଦଳ ଘୋଷିତ, ଏକମାତ୍ର ଓଡ଼ିଆ ଭାବେ ଦଳରେ ନିଲମ ସଂଜୀପ ଖେସ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ହେବାକୁଥିବା ଏଫଆଇଏଚ୍ ପ୍ରୋ-ଲିଗ ହକି ପାଇଁ ଘୋଷିତ ହୋଇଛି ଭାରତୀୟ ଦଳ। ସୋମବାର ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରିତ ସିଂହଙ୍କୁ ଦଳର...

କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ‘ସ୍ପୋର୍ଟସ୍‌ ଷ୍ଟାର ଏସେସ’ ସମ୍ମାନ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଛି ‘ସ୍ପୋର୍ଟସ୍‌ ଷ୍ଟାର ଏସେସ’ ପୁରସ୍କାର। କ୍ରୀଡ଼ା ପତ୍ରିକା ‘ସ୍ପୋର୍ଟସ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ସୋମବାର ମୁମ୍ବାଇଠାରେ...

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟର ସାର୍ଦୁଲ ଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ସାର୍ଦୁଲ ଠାକୁର। ଦୀର୍ଘ ଦିନର ପ୍ରେମିକା ମିତାଲି ପାରୁଲକରଙ୍କୁ ସୋମବାର ଦିନ ସେ ବିବାହ କରିଛନ୍ତି। ମୁମ୍ବାଇଠାରେ ସାର୍ଦୁଲ ଏବଂ ମିତାଲିଙ୍କର...

ରାଉରକେଲାରେ ଏଫଆଇଏଚ ପ୍ରୋ-ଲିଗ: ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ପୁଣିଥରେ ଫେରିବ ଅନ୍ତର୍ଜାତୀୟ ହକି। ମାର୍ଚ୍ଚ ୧୦ ତାରିଖରୁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ପ୍ରୋ-ଲିଗ। ଏଥିଲାଗି ସୋମବାରଠାରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ...

ହିଣ୍ଡେନବର୍ଗ ରିପୋର୍ଟ ପ୍ରଭାବ: ବିଶ୍ଵ ଧନୀ ତାଲିକାରେ ଟପ୍-୩୦ ତଳକୁ ଖସିଲେ ଗୌତମ ଆଦାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଦେଶର ବାଣିଜ୍ୟିକ ଓ ରାଜନୈତିକ ମହଲକୁ ସରଗରମ କରିଛି। ରିପୋର୍ଟ ଆସିବା ପରଠାରୁ ଆଦାନୀ ଗ୍ରୁପକୁ ଗୋଟେ ପରେ ଗୋଟେ ଝଟକା...

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଚାଲିଥିବା କଂଗ୍ରେସର ମହାଅଧିବେଶନରେ ସୋନିଆ ଦେଇଥିବା କିଛି ସଙ୍କେତ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।...

ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ଵଭୂଷଣ ହରିଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରେ ଛତିଶଗଡ଼ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ଵଭୂଷଣ ହରିଚନ୍ଦନ। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଗୁରୁବାର ଦିନ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର...

ଓଡ଼ିଶା ଟୁରିଜିମ୍‌ କନକ୍ଲେଭ-୨୦୨୩: ‘‘ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ସମନ୍ୱିତ ବିକାଶ ସହ ସ୍ଥାନୀୟ ଲୋକଙ୍କ ରୋଜଗାର ଉପରେ ଗୁରୁତ୍ୱ’’

 ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଭୁବନେଶ୍ୱରଠାରେ ଚାଲିଥିବା ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା...