ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ରାତି ପ୍ରାୟ ସାଢ଼େ ୧ଟା ବେଳେ ତାମିଲନାଡୁର ମାମଲ୍ଲାପୁରମ୍ ନିକଟରେ ବାତ୍ୟା ‘ମାଣ୍ଡୋସ୍’ ସ୍ଥଳଭାଗ ଛୁଇଁଥିଲା। ପ୍ରାୟ ୧ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବା ପରେ ଏହା ଗଭୀର ଅବପାତରେ ପରିଣତ...
ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ, ବୋରଓ୍ଵେଲରୁ ଉଦ୍ଧାର ପରେ ମୃତ ଘୋଷଣା କଲେ ଡାକ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ। ୪୦୦ ଫୁଟ୍ ଗଭୀର ବୋର୍ୱେଲ୍ରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଛି। ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ। ହେଲେ...
କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ହିମାଚଳ ପ୍ରଦେଶରେ ସରକାର ଗଢ଼ିବ କଂଗ୍ରେସ। ତେବେ କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହି ରେସରେ ରହିଛନ୍ତି ପ୍ରତିଭା ସିଂ, ସୁଖବିନ୍ଦର ସିଂ ଏବଂ...
୧୫୦ କୋଟି ଆକାଉଣ୍ଟ ଡିଲିଟ କରିବ ଟ୍ଵିଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେସଲା ମାଲିକ ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଲଗାତର ଭାବେ ଚମକାଇବା ଭଳି ବୟାନ ଦେଇଆସିଛନ୍ତି। କେତେବେଳେ ବ୍ଲୁ ଟିକ୍ ପାଇଁ ସବସ୍କ୍ରିପସନ ଫି ତ ପୁଣି କେତେବେଳେ...
ନିର୍ମଳା ସୀତାରମଣ ଦେଶର ସବୁଠୁ କ୍ଷମତାଶାଳୀ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହୋଇଛନ୍ତି ଦେଶର ସବୁଠାରୁ କ୍ଷମତାଶାଳୀ ମହିଳା। ଫୋର୍ବସ୍ ପକ୍ଷରୁ ପ୍ରକାଶିତ ବିଶ୍ଵର ୧୦୦ ଶକ୍ତିଶାଳୀ ମହିଳା ୨୦୨୨ ତାଲିକାରେ ନିର୍ମଳା ସୀତାରମଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ନିର୍ମଳା...
୫୫ ଫୁଟର ବୋରଓ୍ଵେଲ ଭିତରେ ୩ ଦିନ ହେଲା ଫସି ରହିଛି ତନ୍ମୟ, ଉଦ୍ଧାର କାର୍ଯ୍ୟ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନ ହେଲା ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଧରି ୫୫ ଫୁଟର ବୋରୱେଲ ଭିତରେ ଫସି ରହିଛି ୮ ବର୍ଷର ତନ୍ମୟ। ତନ୍ମୟକୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ...
ଗୁଜରାଟରେ ଭୁପେନ୍ଦ୍ର ପଟେଲଙ୍କ ରେକର୍ଡ: ଦେଢ଼ ଲକ୍ଷ ଭୋଟରେ ବିଜୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟରେ ବିଜେପିର ଦମଦାର ବିଜୟ। ରେକର୍ଡ ସୃଷ୍ଟି କଲେ ଗୁଜରାଟ ଭୁପେନ୍ଦ୍ର ପଟେଲ। ଘାଟଲୋଡିଆ ଆସନରୁ ଲଢ଼ି ସେ ନିଜ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିଙ୍କୁ ୧ ଲକ୍ଷ ୯୧ ହଜାର...
ହିମାଚଳ ପ୍ରଦେଶରେ ମଉଳିଲା ପଦ୍ମ, ଉଠିଲା ହାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବାର ସଙ୍କେତ ମିଳିସାରିଲାଣି। କିନ୍ତୁ ହିମାଚଳ ପ୍ରଦେଶରେ ବିଜେପିକୁ ପଛରେ ପକାଇ କଂଗ୍ରେସ ସ୍ଥିତି ସୁଦୃଢ଼ କରିଛି। ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶରୁ...
ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨: ଜାମନଗରରେ ବିଜୟ ଅଭିମୁଖେ ବିଜେପି ପ୍ରାର୍ଥୀ ରିବାବା ଜାଡେଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପି ପ୍ରାର୍ଥୀ ରିବାବା ଜାଡେଜା ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ନିଜ...
ଗୁଜରାଟରେ ଇତିହାସ ରଚିବା ଅଭିମୁଖେ ବିଜେପି, ୧୫୩ ଆସନରେ ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟରେ ଇତିହାସ ରଚିବା ଅଭିମୁଖେ ବିଜେପି। ଗୁଜରାଟରେ ବିଜେପି ୧୫୩ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୯ଟି ଆସନରେ ଆଗୁଆ ରହିଛି। ଗୁଜରାଟରେ ହୋଇଥିବା ତ୍ରୀକୋଣିୟ ମୁକାବିଲାରେ ଉଭୟ...




















