National

ବଲିଉଡରୁ ବିରତି ନେଲେ ଆମିର ଖାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍ ଅଭିନେତା ଆମିର ଖାନ୍‌ ଏବେ ଅଭିନୟରୁ ବିରତି ନେବାକୁ ଘୋଷଣା କରିଛନ୍ତି। ନିକଟରେ ମିଡିଆ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ସେ ତାଙ୍କ ମା’ ଓ ପିଲାମାନଙ୍କ...

ବାଲିରେ କଟକ ବାଲିଯାତ୍ରା କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡୋନେସିଆର ବାଲି ସହରରେ ଚାଲିଥିବା ଜି-୨୦ ସମିଟରେ ଯୋଗଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରା କଥା ଉଲ୍ଲେଖ କରିଛନ୍ତି। ବାଲିରେ ଭାରତୀୟ କମ୍ୟୁନିଟିକୁ ସମ୍ବୋଧନ କରିବାବେଳେ ନରେନ୍ଦ୍ର ମୋଦୀ...

ଆଜିଠୁ ପାରାଦୀପ ଉପକୂଳରେ ନୌସେନାର ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଦୁଇଦିନ ଧରି ପାରାଦୀପ ଉପକୂଳରେ ପ୍ରତିରକ୍ଷା ଅଭ୍ୟାସ କରିବ ନୌସେନା। ଯାହାର ନାଁ ରଖାଯାଇଛି ସି-ଭିଜିଲ୍। ନୌସେନା ସହ ତଟରକ୍ଷୀବାହିନୀ, ସାମୁଦ୍ରିକ ପୋଲିସ, ସୀମାଶୁଳ୍କ ବିଭାଗ, ବନ ବିଭାଗ, ମତ୍ସ୍ୟ...

ଦୀପଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ହକି ଦଳର ମହିଳା ଖେଳାଳି...

ଜାତୀୟ କ୍ରୀଡ଼ା ପୁରସ୍କାର: ଦୀପଗ୍ରେସଙ୍କୁ ଅର୍ଜୁନ, ଶରତଙ୍କୁ ଖେଳରତ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କଲା କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ। ଓଡ଼ିଆ ହକି ଷ୍ଟାର ଦୀପଗ୍ରେସ ଏକ୍କା ପାଇବେ ଅର୍ଜୁନ ପୁରସ୍କାର। ଟେବୁଲ ଟେନିସ ଖେଳାଳି ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର।...

ନଭେମ୍ବର ୨୦ରୁ କାତାରରେ ଆରମ୍ଭ ହେବ ଫୁଟବଲ୍ ବିଶ୍ଵକପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ଵକପ୍। ପ୍ରଥମ ଥର ପାଇଁ କାତାର ଭଳି ଏକ ଆରବ ଦେଶ ଏହାର ୨୨ତମ ସଂସ୍କରଣ ଆଯୋଜନ କରିବାକୁ ଯାଉଛି। ଏହା...

ତେଲେଙ୍ଗାନା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ, ୨୦ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ତେଲେଙ୍ଗାନାର ସୁର୍ଯ୍ୟପେଟ ଜିଲ୍ଲା ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ...

ଭାରତୀୟ ହକିର ‘ଓ୍ଵାଲ୍’ – ଦିଲ୍ଲୀପ ତିର୍କୀ

ଆଶିଷ କୁମାର ରାୟ [youtube https://www.youtube.com/watch?v=5UKBqIlUVhA] ବିଶ୍ଵ ହକି ମାନଚିତ୍ରରେ ଯେଉଁ କେତେଜଣ ଖେଳାଳି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀ ଅନ୍ୟତମ। ଭାରତୀୟ ହକିର ଓ୍ଵାଲ୍...

ଟି-୨୦ ବିଶ୍ୱକପ୍‌ : ପାକିସ୍ତାନକୁ ପରାସ୍ତ କରି ବିଶ୍ୱବିଜୟୀ ହେଲା ଇଂଲଣ୍ଡ

ଓଡ଼ିଶା ଲାଇଭ୍ ବ୍ୟୁରୋ ରବିବାର ଟି-୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ରେ ୫ ଓ୍ଵିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରି ବିଶ୍ୱବିଜୟୀ ହୋଇଛି ଇଂଲଣ୍ଡ। ଏହି ବିଜୟ ସହ ଇଂଲଣ୍ଡ ନିଜର ଦ୍ଵିତୀୟ ବିଶ୍ୱକପ୍‌ ଟ୍ରଫି...

ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ହରଡ଼ଘଣାରେ ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଛନ୍ତି ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି। ପଶ୍ଚିମବଙ୍ଗ ନନ୍ଦିଗ୍ରାମର ଏକ ଜନସଭାରେ ଯୋଗ ଦେବା ଅବସରରେ...