National

ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ, ଜିମରେ ବ୍ୟାୟାମ କରୁଥିବାବେଳେ ହୃଦଘାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ହୋଇଛି। ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଜିମ୍‌ରେ...

ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୬ ଜଣ ହତ୍ୟାକାରୀ। ଏ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬...

ରୁଷ ଆସି ଅଧାରେ ଥିବା ମେଡ଼ିକାଲ ପାଠପଢ଼ା ଶେଷ କର

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନ୍‌ରେ ମେଡିକାଲ ପାଠପଢା ଅଧାରୁ ଛାଡ଼ିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୁଷ ଆସି ପାଠପଢ଼ା ସାରିବାକୁ ରୁଷ ସରକାର ପ୍ରସ୍ତାବ ଦେଇଛନ୍ତି। ଚେନ୍ନାଇରେ ରୁଷର ବାଣିଜ୍ୟିକ ଦୂତ ଓଲେଗ ଅବଦିଭ ଏହା କହିଛନ୍ତି। ଓଲେଗ...

ଓଡ଼ିଆରେ ପ୍ରସ୍ତୁତ ଇଞ୍ଜିନିୟରିଂ ବହି ଲୋକାର୍ପଣ କଲେ ରାଷ୍ଟ୍ରପତି : କହିଲେ, ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା...

ଓଡ଼ିଶା ଲାଇଭ୍ ବ୍ୟୁରୋ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତରଫରୁ ଜୟଦେବ ଭବନରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ...

ଲଣ୍ଡନ ବିଶ୍ଵ ଟ୍ରାଭେଲ୍ ମାର୍ଟରେ ଓଡ଼ିଶା ପର୍ଯ୍ୟଟନର ପ୍ୟାଭେଲିୟନ

ଓଡ଼ିଶା ଲାଇଭ୍ ବ୍ୟୁରୋ ଲଣ୍ଡନରେ ୭ ରୁ ୯ ନଭେମ୍ବର ଯାଏଁ ଚାଲିଥିବା ବିଶ୍ଵ ଟ୍ରାଭେଲ୍ ମାର୍ଟରେ ସ୍ଥାନ ପାଇଥିଲା ଓଡ଼ିଶା ପର୍ଯ୍ୟଟନ ବିଭାଗର ଏକ ପ୍ୟାଭେଲିୟନ। ରାଜ୍ୟର ସମସ୍ତ ମୁଖ୍ୟ ପର୍ଯ୍ୟଟନସ୍ଥଳୀର ଫୋଟୋଚିତ୍ର...

ଓଡ଼ିଶାର ୩ ନୂଆ ହକି ଟର୍ଫକୁ ମିଳିଲା ଏଫଆଇଏଚ୍ ସାର୍ଟିଫିକେଟ୍ : ସୁନ୍ଦରଗଡ଼ର ୨ ଓ ସମ୍ବଲପୁରର ୧

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ହକି ଗ୍ରାଉଣ୍ଡରେ ଥିବା ଟର୍ଫଗୁଡ଼ିକୁ ଏଫ୍‌ଆଇଏଚ୍ ମାନ୍ୟତା ପ୍ରଦାନ କରିଛି। ଏଫଆଇଏଚ୍ ବିଭିନ୍ନ ଦେଶର ହକି ଟର୍ଫଗୁଡ଼ିକୁ ମାନ୍ୟତା ଦେଇଆସୁଛି। ଏହା ଦ୍ୱାରା ଉଚ୍ଚମାନର ହକି ପଡ଼ିଆ ନିର୍ମାଣ...

ଟି-୨୦ ବିଶ୍ୱକପ୍‌ : ଭାରତକୁ ୧୦ ଓ୍ଵିକେଟରେ ପରାସ୍ତ କଲା ଇଂଲଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଟି-୨୦ ବିଶ୍ୱକପ୍‌ ୨୦୨୨ର ଦ୍ଵିତୀୟ ସେମିଫାଇନାଲରେ ଆଜି ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ସହ ଭାରତର ବିଶ୍ୱକପ୍‌ ଯାତ୍ରା ଶେଷ ହୋଇଛି। ଟସ୍‌ ଜିତି  ପ୍ରଥମେ ବୋଲିଂ...

ଓଡ଼ିଶା ହକିର ପ୍ରଥମ ହିରୋ ମାଇକେଲ କିଣ୍ଡୋ

ଆଶିଷ କୁମାର ରାୟ ମାଇକେଲ କିଣ୍ଡୋଙ୍କୁ ଯଦି ଓଡ଼ିଶା ହକିର ପ୍ରଥମ ହିରୋ କିମ୍ଵା ପଥ ପ୍ରଦର୍ଶକ ଆଖ୍ୟା ଦିଆଯାଏ ତେବେ ସେଥିରେ କିଛି ଭୁଲ୍ ହେବ ନାହିଁ। ସେ ଓଡ଼ିଶାରେ ଜନ୍ମଗ୍ରହଣ କରିନଥିଲେ...

ବ୍ରିଟେନ ହାଇକୋର୍ଟରେ ପଳାତକ ନୀରବ ମୋଦୀଙ୍କ ଆବେଦନ ଖାରଜ

ଓଡ଼ିଶା ଲାଇଭ୍ ବ୍ୟୁରୋ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନବି) ମହାଘୋଟଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କୁ ବଡ଼ ଝଟକା। ନିଜର ଭାରତ ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନର ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଏଥିରେ...

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ପୁରୀ ଶ୍ରୀମନ୍ଦିର ଯାଇ କରିବେ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ...