National

ଏବେ ଗ୍ୟାସ ସିଲିଣ୍ଡରରେ ଲାଗିବ କ୍ୟୁଆର୍ କୋଡ୍ : ଗ୍ୟାସ ଚୋରି ରୋକିବାକୁ ସରକାରଙ୍କ ପଦକ୍ଷେପ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାସ ଚୋରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲଗାଇବାକୁ ଯାଉଛନ୍ତି। ଏହା ଦ୍ୱାରା ଗ୍ୟାସ ଚୋରି କରିଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ। ଏହି ସୂଚନା ଦେଇଛନ୍ତି...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଆଣ୍ଡାମନ ଉପକୂଳ ସଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି...

ଜାଣନ୍ତୁ ଅଫ୍‌ବିଜିନେସ୍ ନାଁ ପଛର କାହାଣୀ  

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=jp_RqkxHTvQ]“ମୁଁ ଇତିହାସ ପଢ଼ିବାକୁ ଭଲପାଏ। ଇତିହାସର ପୃଷ୍ଠାରୁ ପଢ଼ିଥିଲି ଆମେରିକାର ଗୃହଯୁଦ୍ଧ କଥା। ଗୃହଯୁଦ୍ଧର ଅବସାନ ହେବା ପରେ, ଗେଟିସବର୍ଗଠାରେ ଆବ୍ରାହମ ଲିଙ୍କନ ଏକ ଭାଷଣ ଦେଇଥିଲେ। ବିଶ୍ୱ ଇତିହାସରେ...

ମୋ ସ୍ତ୍ରୀ ହିଁ ମୋର ବଡ଼ ସମାଲୋଚକ – ଆଶିଷ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=NdzaZobOkjc]"ମୁଁ ୨୦୦୭ ମସିହାରେ ଯେତେବେଳେ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜନେସ୍‌ରେ ଏମବିଏ ପଢ଼ିବାକୁ ଗଲି, ସେଇଠି ରୁଚିଙ୍କ ସହ ପ୍ରଥମ ଦେଖା ହୋଇଥିଲା। ଆମ ବ୍ୟାଚ୍‌ରେ ଥିଲେ ୩୨୦ ଜଣ...

ଅମିତ ରୋହିଦାସଙ୍କୁ ଭାରତୀୟ ହକି ଦଳର ଉପଅଧିନାୟକ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆର ଆଡିଲେଡରେ ଆସନ୍ତା ୨୬ ନଭେମ୍ବରରୁ ଆରମ୍ଭ ହେବାକୁଥିବା ଭାରତ- ଅଷ୍ଟ୍ରେଲିଆ ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଭାରତୀୟ ଦଳରେ ହରମନପ୍ରୀତ୍ ସିଂହ ଅଧିନାୟକ ନିଯୁକ୍ତ...

ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=_3cCVZZ3scQ] ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କର ପରଲୋକ ହୋଇଛି । ହୃଦଘାତରେ ୮୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଅବସର ବେଉରିଆଙ୍କ ପରଲୋକ ନେଇ ପତ୍ନୀ ତୃପ୍ତି ବେଉରିଆ...

୨୦୨୩ରେ ଭାରତରେ ହେବ ଜି-୨୦ ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୩ରେ ଭାରତ ଅଧ୍ୟକ୍ଷତାରେ ହେବ ଜି-୨୦ ସମ୍ମିଳନୀ। ଏହି ସମ୍ମିଳନୀ ଭାରତର ଜୟପୁର ସହରରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ବାଲିଠାରେ ଅନୁଷ୍ଠିତ ଦୁଇଦିନିଆ ଜି-୨୦ ସମ୍ମିଳନୀ ଶେଷ...

ହିନ୍ଦୀ ଭାଷାରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଦମନ’

ଓଡ଼ିଶାଲାଇଭ୍ ବ୍ୟୁରୋ ହିନ୍ଦୀ ଭାଷାରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଦମନ’ । ଏବେ ଭାରତର ବିଭିନ୍ନ ସହରରେ ଓଡ଼ିଆରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଖୁବଶୀଘ୍ର ହିନ୍ଦୀ ଭାଷାରେ ରିଲିଜ୍ ହେବ...

ଭିଭୋ ଓଡ଼ିଶା ମୁଖ୍ୟଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ନୋଟିସ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ କମ୍ପାନି ‘ଭିଭୋ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶା ମୁଖ୍ୟ ଏ.ଡି ଚେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି। ଆୟକର ଫାଙ୍କିବା ଅଭିଯୋଗରେ ହାଜର ହେବାକୁ ଚେନଙ୍କୁ ଇଡି ପକ୍ଷରୁ ନୋଟିସ...

ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ପଡ଼ିଲା ରୁଷର ମିସାଇଲ୍, ୨ ପୋଲାଣ୍ଡ ନାଗରିକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନ୍ ଉପରେ ରୁଷ୍ ମିସାଇଲ୍ ମାଡ଼ ଜାରିରହିଛି। ଏହାରି ଭିତରେ ରୁଷର ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁଛି। ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ଼ ହୋଇଥିବା ସୂଚନା ମିଳିଛି। ମିସାଇଲ୍...