ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ସୋମବାର ଦିନ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେଲା...
ବିଶାଖାପାଟଣାରେ ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ମହାମାରୀ ଯୋଗୁଁ ୨ ବର୍ଷ ଧରି ପ୍ରବାସୀ ଓଡ଼ିଆଙ୍କ ସମସ୍ତ ପର୍ବ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା। କଟକଣା ଉଠିବା ପରେ ସବୁ ପର୍ବକୁ...
୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୩୦ଟି ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ(ବିଜେଡି)। ଦଳର ବିଭିନ୍ନ ନେତାଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ପ୍ରଦାନ କରାଯାଇଛି। କିଛି...
ରାଷ୍ଟ୍ରପତିଙ୍କ ‘ଗୁଜୁରାଟର ଲୁଣ’ ମନ୍ତବ୍ୟକୁ ନେଇ ଘନଉଛି ରାଜନୀତି: କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟୁଇଟକୁ ନେଇ...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଗୁଜୁରାଟର ଲୁଣ’ ମନ୍ତବ୍ୟକୁ ନେଇ ଏବେ କଂଗ୍ରେସ-ବିଜେପି ମଧ୍ୟରେ ବିବାଦ ବଢ଼ିଛି। କିଛି ଦିନ ତଳେ ରାଷ୍ଟ୍ରପତି ଗୁଜୁରାଟ ଗସ୍ତରେ ଯାଇଥିଲେ। ଏହି ସମୟରେ ଏକ କାର୍ଯ୍ୟକ୍ରମରେ...
ଭାରତୀୟ ବାୟୁ ସେନାରେ ସାମିଲ ହେଲା ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ବାୟୁସେନାରେ ସାମିଲ ହୋଇଛି ସ୍ୱଦେଶୀ ଲାଇଟ୍ କୋମାଟ ହେଲିକପ୍ଟର(ଏଲସିଏଚ)। ପ୍ରଥମ ଥର ପାଇଁ ବାୟୁସେନାରେ ସାମିଲ ହୋଇଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ...
କର୍ଣ୍ଣାଟକରେ ଅଛି ମହାତ୍ମା ଗାନ୍ଧୀଙ୍କ ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା କୁହାଯାଏ। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଗାନ୍ଧୀଜୀଙ୍କୁ ଲୋକେ ପୂଜା କରନ୍ତି। ହେଲେ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଗାନ୍ଧୀଜୀଙ୍କୁ ପୂଜା...
ଭାରତରେ ଆଜିଠୁ ମିଳିବ ୫-ଜି ସେବା, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଦିନର ପ୍ରତୀକ୍ଷା ପରେ ଶନିବାର ଭାରତରେ ଆରମ୍ଭ ହୋଇଛି ୫-ଜି ସେବା। ଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ବହୁ ପ୍ରତୀକ୍ଷିତ ୫-ଜିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ...
ଦାୟିତ୍ଵ ନେଲେ ଦେଶର ନୂଆ ସିଡିଏସ ଜେନେରାଲ ଅନିଲ ଚୌହାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ନୂତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ) ଜେନେରାଲ ଅନିଲ ଚୌହାନ ଶୁକ୍ରବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏବେ ତିନି ସେନାର ମୁଖ୍ୟ ହୋଇଛନ୍ତି ଅନିଲ ଚୌହାନ। ପ୍ରତିରକ୍ଷା ବିଭାଗର...
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ବଢ଼ିଲା: ଆଉ ୩ ମାସ ମିଳିବ ମାଗଣା ରାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପକୃତ ହେବେ ଦେଶର ୮୦ କୋଟି ହିତାଧିକାରୀ
୨୦୨୦ରେ ଆରମ୍ଭ ହୋଇଥିଲା ଯୋଜନା
ଡିସେମ୍ବର ପର୍ଯ୍ୟନ୍ତ ରାସନ କାର୍ଡଧାରୀଙ୍କୁ ମାଗଣା ରାସନ
୨୦୨୨ ମାର୍ଚ୍ଚରେ ବନ୍ଦ ହେବାର ଥିଲା ଯୋଜନା
ବଢ଼ିଲା...
ପୁରୁଷ ହକି ବିଶ୍ୱକପ୍ ୨୦୨୩ ଖେଳସୂଚୀ: ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା – ଦକ୍ଷିଣ ଆଫ୍ରିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓପନିଂ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ଭେଟିବ ଦକ୍ଷିଣ ଆଫ୍ରିକା
ଚଳିତ ପୁରୁଷ ହକି ବିଶ୍ୱକପ୍ରେ ଚିଲି ଓ ୱେଲସ୍ ପ୍ରଥମ ଥର ସାମିଲ୍
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ହେବ ଉଦ୍ଘାଟନୀ...





















