National

କଂଗ୍ରେସ ସହ ୩୧ ବର୍ଷର ସମ୍ପର୍କ ତୁଟାଇଲେ କପିଲ ସିବଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୩୧ ବର୍ଷର ସମ୍ପର୍କ ତୁଟାଇଲେ କଂଗ୍ରେସର ତୁଙ୍ଗ ନେତା କପିଲ ସିବଲ। ସିବଲ କଂଗ୍ରେସର ହାତ ଛାଡ଼ି ଉତ୍ତରପ୍ରଦେଶର ଆଞ୍ଚଳିକ ଦଳ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ...

ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ଯିବେ ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜବାଦୀ ପାର୍ଟି ରାଜ୍ୟସଭାକୁ ପଠାଇବା ପାଇଁ ନିଜ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି। ସମାଜପାଦୀ ପାର୍ଟି ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠଇବାକୁ ନିଷ୍ପତ୍ତି ନେଇଛି। ଡିମ୍ପଲ...

ବାହାରିନରେ ଝଲସିଲା ଓଡ଼ିଶା କଳା ସଂସ୍କୃତି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ କଟକଣା ହଟିବା ପରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ...

ବଲିଉଡରେ ପାଦ ଦେବେ ଶ୍ରୀଦେବୀଙ୍କ ସାନଝିଅ ଖୁସି କପୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବ୍ ଶୀଘ୍ର ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଦେବୀଙ୍କ ସାନଝିଅ ଖୁସି କପୁର। କେବଳ ଖୁସି ନୁହନ୍ତି ଆଉ ଜଣେ କପୁର କନ୍ୟା ମଧ୍ୟ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା...

କମିଲା ପେଟ୍ରୋଲ ଏବଂ ଡିଜେଲ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଦ୍ଧିତ ଦରଦାମକୁ ନେଇ ଚାରିଆଡ଼ୁ ସମାଲୋଚିତ ହୋଇଥିଲେ କେନ୍ଦ୍ର ସରକାର। ଖାସ କରି ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ...

ଡରଉଛି ନୂଆ ଭାଇରସ ‘ମଙ୍କିପକ୍ସ’

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମହାମାରୀରୁ ବିଶ୍ଵ ଠିକ୍ ଭାବେ ମୁକୁଳି ପାରିନଥିବାବେଳେ ଏବେ ଆଉ ଏକ ନୂଆ ଭାଇରସକୁ ନେଇ ଚିନ୍ତା ବଢ଼ିଛି। କୋଭିଡ ମହାମାରୀର ପ୍ରଭାବରୁ ଏଯାଏଁ ମୁକୁଳି ପାରିନି ବିଶ୍ଵ। କୋଭିଡରେ ଅନେକ...
blacktea face spray-1

କପେ ଚା’ରୁ ଆରମ୍ଭ ସକାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଚା’ ପାଇଁ କେବଳ ଗୋଟିଏ ଦିନ ନୁହେଁ। ସବୁଦିନ ଚା’ ଦିବସ ମାନେ ଟି’ ଡେ'। କାରଣ କପେ ଚା’ରୁ ଆରମ୍ଭ ହୁଏ ଭାରତୀୟଙ୍କ ସତେଜ ସକାଳ। ଆଜି ହେଉଛି ଅନ୍ତର୍ଜାତୀୟ ଚା’...

ଜୁନ ୧୨ରେ ବାରବାଟୀରେ ଟି-୨୦ ମ୍ୟାଚ: ଜୁନ ୧ରୁ ମିଳିବ ଟିକେଟ୍

 ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ। ଏହି ମ୍ୟାଚରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ। ଏଥର ବାରବାଟୀ ଷ୍ଟାଡିୟମରେ ବସି ଶତ ପ୍ରତିଶତ ଦର୍ଶକ ମ୍ୟାଚ୍ ଦେଖିବେ। ଏଥିପାଇଁ...

ଜେଲ ଗଲେ ନବଜୋତ ସିଂ ସିଦ୍ଧୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜେଲ ଯାଇଛନ୍ତି। ଗତ ଗୁରୁବାର ସୁପ୍ରିମ କୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ...

୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ – ଜନଜାତି କଳାକାରଙ୍କ ପାରମ୍ପରିକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ତିନି ଦିନିଆ ୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ...