National

ଲକ୍‌ଡାଉନ ଦେଇଛି ଭଲ ସୁଯୋଗ – ଘରେ ରହି ପରୀକ୍ଷା ପାଇଁ କରନ୍ତୁ ପ୍ରସ୍ତୁତି

ଓଡ଼ିଶାଲାଇଭ ବ୍ୟୁରୋ ଲକଡାଉନ ସମୟରେ ଅଯଥାରେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ହୁଅନ୍ତୁ ପ୍ରସ୍ତୁତ। ଆଜିକାଲି କ୍ୟାରିୟରକୁ ନେଇ ପିଲାମାନେ ଯେତିକି ସଚେତନ ହେଲେଣି ସେହି ଅନୁସାରେ ନିଯୁକ୍ତି କ୍ଷେତ୍ରରେ ପ୍ରତିଯୋଗିତା ମଧ୍ୟ ବଢ଼ିବାରେ...

୧୫ ଦିନ ପାଇଁ ଅକ୍ଷୟଙ୍କୁ ବୟଫ୍ରେଣ୍ଡ କରିଥିଲେ ଟ୍ୱିଙ୍କଲ୍‌ – ଏମିତି ହେଲେ ଜୀବନସାଥୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଖିଲାଡି କୁମାର ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନାଙ୍କ ବିବାହକୁ ୧୯ ବର୍ଷ ପୂରା ହେଲାଣି।ଅକ୍ଷୟ ଓ ଟ୍ୱିଙ୍କଲ ୨୦୦୧, ଜାନୁଆରି ୧୭ରେ ବିବାହ କରିଥିଲେ। ହେଲେ ଉଭୟଙ୍କ...

ଡାଇବେଟିସ୍‌ ରୋଗୀଙ୍କୁ କେତେ ବିପଦ କରୋନା ଭାଇରସ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାରାବିଶ୍ୱରେ କରୋନା ଭାଇରସ (କୋଭିଡ୍‌-୧୯)ର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ପ୍ରତିଷେଧକ ବାହାରିନି। କିନ୍ତୁ ହଁ ସଚେତନ ହେବା...

ଆସନ୍ତାକାଲି ଦେଶବାସୀଙ୍କୁ କ’ଣ କହିବେ ମୋଦୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲି ସକାଳ ୧୦ଟାରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସାରା ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଆସନ୍ତାକାଲି ଶେଷ ହେଉଛି। ଏହି ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ଘରେ ରହି ବ୍ୟାଙ୍କିଂ ପାଇଁ କିଭଳି ହେବେ ପ୍ରସ୍ତୁତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦିନକୁ ଦିନ ବ୍ୟାଙ୍କିଂ ସେକ୍ଟରର ଚାହିଦା ବଢ଼ିବାକୁ ଲାଗିଛି। ବ୍ୟାଚଲର୍ ଡିଗ୍ରୀ ହାସଲ ପରେ ଅଧିକାଂଶ ଛାତ୍ରଛାତ୍ରୀ ବ୍ୟାଙ୍କିଂ ସେକ୍ଟର ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡ଼ନ୍ତି। ଦିକୁ...

କ୍ରିକେଟକୁ ନେଇ ବଲିଉଡରେ ହୋଇଛି ଅନେକ ଫିଲ୍ମ – ଜାଣନ୍ତୁ, ଏହି ଫିଲ୍ମ ସବୁ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କ୍ରିକେଟ୍ ବର୍ତ୍ତମାନ ଏକ ଲୋକପ୍ରିୟ ଖେଳ ଭାବେ ପ୍ରସିଦ୍ଧି ଲାଭ କରିସାରିଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ୍ ଖେଳରେ ମସଗୁଲ ଥିବା ଦେଖିବାକୁ ମିଳିଥାଏ।...
mental health

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

 ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର ଭୟ...

ଲକ୍‌ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ...

ଦୁନିଆର ସବୁଠାରୁ ଛୋଟ ଦ୍ୱୀପପୁଞ୍ଜ ଦେଶ ନାଉରୁ, ଜାଣନ୍ତୁ କେତେକ ରୋଚକ କଥା

ଓଡ଼ିଶାଲାଇଭ୍ ବ୍ୟୁରୋ   ବିଶ୍ଵରେ ବହୁଗୁଡ଼ିଏ ଛୋଟ ବଡ଼ ଦ୍ୱୀପପୁଞ୍ଜ ରହିଛି। ବିଶ୍ଵର ସବୁଠାରୁ ବଡ଼ ଦ୍ୱୀପପୁଞ୍ଜ ଦେଶ ହେଉଛି ଇଣ୍ଡୋନେସିଆ। ତେବେ ଆପଣ ଜାଣିଛନ୍ତି କି ବିଶ୍ଵର ସବୁଠାରୁ ଛୋଟ ଦ୍ୱୀପପୁଞ୍ଜ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ 

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ।...