ମେକ୍ ଇନ୍ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ସୁଚାରୁରୂପେ ପ୍ରଚାର ପ୍ରସାର ବ୍ୟବସ୍ଥା ନେଇ ସ୍ୱତନ୍ତ୍ର ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଲାଇଭ କମନ ଫିଡ୍ ସହିତ ବିଭିନ୍ନ ମିଡିଆ ହାଉସମାନେ କାର୍ଯ୍ୟକ୍ରମର ପ୍ରସାରଣ କରିପାରିବେ...

ମୁଁ ସାଧାରଣ ନୁହେଁ, ତା’ଠାରୁ ଯଦି ତଳେ କିଛି ଥାଏ, ସେଇଠି ମୋ’ର ସ୍ଥାନ – ଆଶିଷ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୦୦ଟି ଇଣ୍ଟରନେଟ୍ ବ୍ୟବସାୟକୁ ‘ୟୁନିକର୍ନ’ ଆଖ୍ୟା ଦିଆଯାଇଛି। (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ ଡଲାରରୁ...

ସରିଲା ଐତିହାସିକ କଟକ ବାଲିଯାତ୍ରା: ୧୦ ଦିନରେ ୨୦୦ କୋଟିର କାରବାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ୧୦ ଦିନଧରି ଚାଲିଥିବା ଐତିହାସିକ ବାଲିଯାତ୍ରା ଉଦଯାପିତ ହୋଇଛି। ବାଲିଯାତ୍ରାର ଉଦଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ...

ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ, ତୃତୀୟ ସଂସ୍କରଣ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି 'ମେକ୍ ଇନ୍ ଓଡ଼ିଶା କନକ୍ଲେଭ’। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା...

ଏବେ ଗ୍ୟାସ ସିଲିଣ୍ଡରରେ ଲାଗିବ କ୍ୟୁଆର୍ କୋଡ୍ : ଗ୍ୟାସ ଚୋରି ରୋକିବାକୁ ସରକାରଙ୍କ ପଦକ୍ଷେପ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାସ ଚୋରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲଗାଇବାକୁ ଯାଉଛନ୍ତି। ଏହା ଦ୍ୱାରା ଗ୍ୟାସ ଚୋରି କରିଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ। ଏହି ସୂଚନା ଦେଇଛନ୍ତି...

ଜାଣନ୍ତୁ ଅଫ୍‌ବିଜିନେସ୍ ନାଁ ପଛର କାହାଣୀ  

ଓଡ଼ିଶାଲାଇଭ୍ ବ୍ୟୁରୋ “ମୁଁ ଇତିହାସ ପଢ଼ିବାକୁ ଭଲପାଏ। ଇତିହାସର ପୃଷ୍ଠାରୁ ପଢ଼ିଥିଲି ଆମେରିକାର ଗୃହଯୁଦ୍ଧ କଥା। ଗୃହଯୁଦ୍ଧର ଅବସାନ ହେବା ପରେ, ଗେଟିସବର୍ଗଠାରେ ଆବ୍ରାହମ ଲିଙ୍କନ ଏକ ଭାଷଣ ଦେଇଥିଲେ। ବିଶ୍ୱ ଇତିହାସରେ ସ୍ୱାଧୀନତା...

ମୋ ସ୍ତ୍ରୀ ହିଁ ମୋର ବଡ଼ ସମାଲୋଚକ – ଆଶିଷ

ଓଡ଼ିଶାଲାଇଭ୍ ବ୍ୟୁରୋ "ମୁଁ ୨୦୦୭ ମସିହାରେ ଯେତେବେଳେ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜନେସ୍‌ରେ ଏମବିଏ ପଢ଼ିବାକୁ ଗଲି, ସେଇଠି ରୁଚିଙ୍କ ସହ ପ୍ରଥମ ଦେଖା ହୋଇଥିଲା। ଆମ ବ୍ୟାଚ୍‌ରେ ଥିଲେ ୩୨୦ ଜଣ ପୁଅ...

ନଭେମ୍ବର ୩୦ରୁ ୪ ଯାଏଁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ତୃତୀୟ ସଂସ୍କରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା...

ଦିନେ ଇଂରାଜୀ କହିବାକୁ ଡରୁଥିଲେ: ଆଜି ଅନ୍ତର୍ଜାତୀୟ ସ୍ତରରେ ସଫଳ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନେ ଇଂରାଜୀ କହିବାକୁ ଡରୁଥିଲେ, ହେଲେ ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ। ସେ ହେଉଛନ୍ତି ଓଡ଼ିଆ ପୁଅ ଅମରେନ୍ଦ୍ର ସାହୁ। ଆସନ୍ତୁ ଜାଣିବା ତାଙ୍କ ସଫଳତାର କାହାଣୀ। ଦିନେ...

ଓଡ଼ିଶାର ହେଲ୍‌ଥ ଟେକ୍‌ ଷ୍ଟାର୍ଟଅପ୍‌ ‘କିଓର ବେ’କୁ ମିଳିଲା ୫୦ କୋଟି ଟଙ୍କାର ନିବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ  ଓଡ଼ିଶାର ଅଗ୍ରଣୀ ହେଲ୍‌ଥ ଟେକ୍‌ ଷ୍ଟାର୍ଟଅପ ‘କିଓର ବେ’ ଏହାର  ପ୍ରଥମ ବା ସିରିଜ-ଏ ନିବେଶ ଭାବେ ୫୦ କୋଟି ଟଙ୍କା ପାଇଛି। ଏଲେଭର ଇକ୍ଵିଟି ଏହି ନିବେଶ କରିଛି। ଏହି ନିବେଶ ଯୋଗୁଁ ‘କିଓର ବେ’...