dil bechara

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର କଲା ବିଶ୍ୱ ରେକର୍ଡ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଅଭିନେତା ସୁଶାନ୍ତ ସିଂଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର୍ ଜୁଲାଇ ୬ ତାରିଖରେ ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ୍ ପସନ୍ଦ...

ବରଗଡ଼ରେ ବୋରଓ୍ଵେଲ ଗାଡ଼ି ମାଡ଼ିଯିବାରୁ ୪ ଜଣ ଶ୍ରମିକଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୋଇଥିବା ବେଳେ ବୋରଓ୍ଵେଲ ଗାଡ଼ି ମାଡ଼ିଯିବାରୁ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ। ମୃତକମାନେ ମଧ୍ୟପ୍ରଦେଶର ବୋଲି...

କୋରାପୁଟ: ସ୍କୁଲ ଭିତରେ ବର୍ଷା ପାଣି, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରେଣୀ ଗୃହରେ ବର୍ଷା ପାଣି ଜମିବାରୁ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ପଞ୍ଚାୟତର...

କର୍ଣ୍ଣାଟକ ନାଟକର ଅବସାନ, ସିଦ୍ଦରମେୟା ହେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଂଗ୍ରେସରେ ୯୬ ଘଣ୍ଟାର ଆଲୋଚନା ପରେ ବିଭିନ୍ନ ତର୍କରୁ ନିଷ୍କର୍ଷ ବାହାରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତିରେ ସିଦ୍ଦରମେୟାଙ୍କ ନାମରେ ମୋହର ବାଜିଛି। କର୍ଣ୍ଣାଟକ ରାଜନୀତିରେ ଗତ ୪୦ ବର୍ଷ ଭିତରେ...

ଆଡ଼ପ ମଣ୍ଡପ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲିରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆରମ୍ଭ ହୋଇଛି ଆଡ଼ପ ମଣ୍ଡପ ବିଜେ ନୀତି। ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ହେବା...

ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ତାତିରୁ ମିଳିବ ଆଶ୍ଵସ୍ତି!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖରା ବଢ଼ୁଥିବାବେଳେ ଏବେ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିବାକୁ ଯାଉଛି। ମଙ୍ଗଳବାରଠାରୁ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ଆସନ୍ତାକାଲି ଲଘୁଚାପ, ବାତ୍ୟା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ମେ’ ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତରପୂର୍ବ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ହୋଇ ମେ’...

ମାତ୍ର ୯ ସେକେଣ୍ଡ, ମାଟିରେ ମିଶିଲା ଟ୍ୱିନ ଟାୱାର

ଓଡ଼ିଶାଲାଇଭ୍ ବ୍ୟୁରୋ ମାତ୍ର ୯ ସେକେଣ୍ଡରେ ମାଟିଲା ମିଶିଲା ୪୦ ମହଲା ବିଶିଷ୍ଟ ଟ୍ୱିନ ଟାୱାର। ରବିବାର ଅପରାହ୍ଣରେ ନୋଏଡା ସେକ୍ଟର-୯୩(ଏ)ରେ ଥିବା ୯୧୫ ପ୍ରକୋଷ୍ଠ ବିଶିଷ୍ଟ ଟ୍ୱିନ ଟାୱାରକୁ ପ୍ରାୟ ୩,୭୦୦ କିଲୋଗ୍ରାମ...

ରାୟଗଡ଼ା: ୬୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ୪ ନକଲି ମାଓବାଦୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିଜକୁ ମାଓବାଦୀ ପରିଚୟ ଦେଇ ୬୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୪ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ଜିଲ୍ଲା ପୋଲିସ।...

ଓଡ଼ିଆରେ ପ୍ରସ୍ତୁତ ଇଞ୍ଜିନିୟରିଂ ବହି ଲୋକାର୍ପଣ କଲେ ରାଷ୍ଟ୍ରପତି : କହିଲେ, ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା...

ଓଡ଼ିଶା ଲାଇଭ୍ ବ୍ୟୁରୋ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତରଫରୁ ଜୟଦେବ ଭବନରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ...