୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ – ଜନଜାତି କଳାକାରଙ୍କ ପାରମ୍ପରିକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ତିନି ଦିନିଆ ୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ...

ଓଡ଼ିଶାରେ ୨ ଜଣଙ୍କଠାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ.୧’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ ଜେଏନ.୧। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଜଣ କୋଭିଡ ଆକ୍ରାନ୍ତଙ୍କଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏ ନେଇ ଗୁରୁବାର...

ମୟୂରଭଞ୍ଜ ଜିଲ୍ଲା ଅମର୍ଦ୍ଦା ଏୟାରଷ୍ଟ୍ରିପର ବିକାଶ ପାଇଁ ୪୫ କୋଟି ଟଙ୍କା ମଞ୍ଜୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଅମର୍ଦ୍ଦା ଏୟାରଷ୍ଟ୍ରିପରୁ 'ଉଡ଼ାଣ' ଯୋଜନା ଅନ୍ତର୍ଗତ ବିମାନସେବା  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର ଭୁବନେଶ୍ଵର ଓ କୋଲକାତାକୁ ବିମାନ ଚଳାଚଳ ପାଇଁ...

୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ଵପ୍ନ ଦେଖିବା: ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହା ଅଧୀନରେ ଚାଲିଥିବା ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଗାଁଠୁ ସହର ସବୁଠି ଉଡ଼ିଛି ଜାତୀୟ...

ଡାଏବେଟିସ୍‌ ନିୟନ୍ତ୍ରଣ ପାଇଁ ଡାଏଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=FzA6QWUYV3I]ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ...

ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲା ଏନ୍‌ଟିପିସି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ତଥା ଏହାର ଆଖପାଖ ଜିଲ୍ଲାର  ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ...

ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର...

ଚଳିତ ଏସିଆନ ଗେମ୍ସରେ ଭାରତର ଐତିହାସିକ ପ୍ରଦର୍ଶନ, ପଦକ ସଂଖ୍ୟା ୧୦୦ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ହାଙ୍ଗଝୌଉରେ ଚାଲିଥିବା ଏସିଆନ ଗେମ୍ସରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ। ପ୍ରତିଯୋଗିତାରେ ଭାରତର ମୋଟ ପଦକ ସଂଖ୍ୟା ୧୦୦ ପାର୍ କରିଛି। ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ଭାରତୀୟ ଖେଳାଳିମାନେ...

ଶ୍ରୀଜିଉଙ୍କୁ ଦର୍ଶନ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍। ସକାଳୁ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁଃର୍ପାଶ୍ଵରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ...

ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ଆବେଦନ ଜାରି, ଅଗଷ୍ଟ ୧୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ହେବାକୁଥିବା ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତରେ ଥିବା ୬୪୯ଟି ନବୋଦୟ ବିଦ୍ୟାଳୟରେ...