ଯୁକ୍ତ ୨ ପରୀକ୍ଷା: ଡିସେମ୍ବର ୩୦ ସୁଦ୍ଧା ସବୁ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ସିଏଚଏସଇର ନିର୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାନୁଆରି ୨ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଏବଂ ପରେ ଫେବ୍ରୁଆରି ୧୬ରୁ ଥିଓରି ପରୀକ୍ଷା। ଏହାପୂର୍ବରୁ ଡିସେମ୍ବର ୩୦ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି...

ଓଡ଼ିଶାରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି, ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୀତ ପ୍ରକୋପ ଜାରି ରହିଛି। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଡିସେମ୍ବର ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି...

ରାୟଗଡ଼ା: ଆଦିତ୍ୟ ବିର୍ଲା ଗ୍ରୁପର ୨ଟି ପ୍ରକଳ୍ପର ଶିଳାନ୍ୟାସ, ନିବେଶ ହେବ ୮ ହଜାର କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ଦୁଇ ପ୍ରକଳ୍ପରେ ୮ ହଜାର କୋଟି ଟଙ୍କା ନିବେଶ ହେବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ...

ଓଡ଼ିଶାରେ ୨୪୫୩ଟି ‘ଫାର୍ମାସିଷ୍ଟ’ ଓ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀରେ ନିଯୁକ୍ତି ସୁଯୋଗ, ଜାନୁଆରି ୧୬ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ଥିବା ‘ଫାର୍ମାସିଷ୍ଟ’ ଓ ଅନ୍ୟାନ୍ୟ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ। ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ ଇମ୍ରାନଙ୍କୁ ଜାମିନ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଇମ୍ରାନଙ୍କ ସହଯୋଗୀ ଶାହ ମହମୁଦ କ୍ୟୁରେସିଙ୍କୁ ମଧ୍ୟ...

ରାଉରକେଲାରେ ହଇଜା ଆତଙ୍କ, ଆଉ ଜଣଙ୍କର ମୃତ୍ୟୁ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ପାତ ନଗରୀ ରାଉରକେଲାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ହଇଜା। ଶୁକ୍ରବାର ଦିନ ହଇଜା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ପାଓ୍ଵାରହାଉସ ରୋଡର...

ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ଯୋରନ୍ଦାର ମହିମା ପୀଠ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ପୀଠର ରୂପାନ୍ତରଣ ଓ ଉନ୍ନତିକରଣ ପ୍ରକଳ୍ପ ପାଇଁ ଭୂମି ପୂଜନ କରାଯାଇଛି। ଶୁକ୍ରବାର ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା...

୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହ: ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି। ସେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ।...

“ହାଇକୋର୍ଟଙ୍କ ବିନା ଅନୁମତିରେ ହୋଇପାରିବନି ନୂଆ ଜିଲ୍ଲା ଗଠନ”

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇକୋର୍ଟଙ୍କ ଅନୁମତି ବିନା ରାଜ୍ୟ ସରକାର ଗଢ଼ି ପାରିବେନି ନୂଆ ଜିଲ୍ଲା ରାଜ୍ୟ ସରକାରଙ୍କୁ ଝଟକା, ଅଧାରେ ଅଟକିଲା ପଦ୍ମପୁର ଜିଲ୍ଲା ସ୍ଵପ୍ନ ଶୀତ ଅବକାଶ ପରେ ପରବର୍ତ୍ତୀ ଶୁଣାଣି ହାଇକୋର୍ଟଙ୍କ ବିନା ଅନୁମତିରେ ନୂଆ...