ଆଧ୍ୟାତ୍ମିକତା ମଣିଷର ଚିନ୍ତାଧାରାକୁ ସକରାତ୍ମକ କରେ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନିଜର ଓଡ଼ିଶା ଗସ୍ତର ଶେଷ ଦିନରେ ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋରେ ଥିବା ବ୍ରହ୍ମାକୁମାରୀ ଆଶ୍ରମରେ ପହଞ୍ଚିଥିଲେ। ଏଠାରେ ହେଉଥିବା ରାଜ୍ୟସ୍ତରୀୟ 'ଇୟର ଅଫ୍ ପଜିଟିଭ୍ ଚେଞ୍ଜ'...

ଓଡ଼ିଶାରେ ସୁନା ପଥର ଖଣିର ସନ୍ଧାନ ମିଳିଛି – ଇସ୍ପାତ ଓ ଖଣି ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଥିବା ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସେ କହିଛନ୍ତି କେନ୍ଦୁଝର,...

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଜର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।...
corona case

ବ୍ରାଜିଲକୁ ଟପିଲା ଭାରତ – ସାତ ଦିନ ମଧ୍ୟରେ ୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶବ୍ୟାପି ମାଡ଼ିଚାଲିଛି କରୋନାର ଆତଙ୍କ। ପ୍ରତିଦନ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ତେବେ ବିଶ୍ୱରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଟପ୍ ୩ରେ ଅଛନ୍ତି...

ଜୁନ ୩ ତାରିଖରୁ ଭୁବନେଶ୍ଵରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଆରମ୍ଭ ହେବ ସିଧାସଳଖ ବିମାନସେବା। ଇଣ୍ଡିଗୋ ଏୟାରଲାଇନ୍ସ ଜୁନ ମାସ ୩ ତାରିଖରୁ ଏହି ରୁଟରେ ବିମାନ ଚଳାଚଳ କରିବାକୁ...

ନବ ଦାସ ହତ୍ୟା ମାମଲା: ଆସିଲା ଗୋପାଳଙ୍କର ପଲିଗ୍ରାଫ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ରାତି ପାହିଲେ ୬ ମାସ ପୂରିବ। ଶୁକ୍ରବାର ଦିନ ଆସିଛି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପଲିଗ୍ରାଫ ରିପୋର୍ଟ। ନବ ଦାସଙ୍କ ହତ୍ୟାକୁ ନେଇ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ବଢ଼ୁଛି ଅଡ଼ୁଆ, ଚିନ୍ତାରେ ଚାଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଚାଲିଛି ହାଇଡ୍ରାମ। ସ୍ଲଟ ବୁକିଂ ପାଇଁ ସମୟ ସରିଥିବାବେଳେ ନମ୍ବର ପ୍ଲେଟ ନଥିଲେ ଫାଇନ ଆଦାୟ କରିବାକୁ ଘୋଷଣା କରିଛି ପରିବହନ ବିଭାଗ। ଏହାକୁ...

ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ବୈଠକ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ମଞ୍ଜୁର...

କିଏ ହାତେଇବ ଭୁବନେଶ୍ଵର ମେୟର ଗାଦି ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଚୂଡ଼ାନ୍ତ...

କଲମା ବ୍ୟାରେଜ ଖୋଲିଲା ଛଡିଶଗଡ଼: ହୀରାକୁଦରେ ବଢୁଛି ଜଳସ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜ ଖୋଲିଛି ଛତିଶଗଡ଼। କଲମା ବ୍ୟାରେଜର ସମସ୍ତ ୬୪ ଟି ଗେଟ ଖୋଲାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ଦିନ...