କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ଜ୍ଞାନ ଏବଂ ବୈଷୟିକ ସହଯୋଗ ପାଇଁ କାବିଲ୍ ଓ ଆଇଏମଏମଟି ମଧ୍ୟରେ ବୁଝାମଣା ପତ୍ର...

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ଜ୍ଞାନ ଏବଂ ବୈଷୟିକ ସହଯୋଗ ନିମନ୍ତେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ସିଏସଆଇଆର–ଆଇଏମଏମଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ବୁଧବାର ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ...

ଆନ୍ଧ୍ରପ୍ରଦେଶ ନେତାଙ୍କ ଅଜବ ପ୍ରତିଶ୍ରୁତି – “କ୍ଷମତାକୁ ଆସିଲେ କମ୍‌ ଟଙ୍କାରେ ମିଳିବ ଭଲ ମଦ”

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆଗାମୀ ନିର୍ବାଚନ ପାଇଁ ସରଗରମ ହେଲାଣି ଆନ୍ଧ୍ରପ୍ରଦେଶର ରାଜନୀତି। ନିର୍ବାଚନ ବାଜି ହାତେଇବାକୁ ପ୍ରଚାର ମଇଦାନକୁ ଓହ୍ଲାଇ ମାଳମାଳ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳର...

ବିଜେଡି ଛାଡ଼ିଲେ ଜ୍ୟୋତି ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ଗୁରୁବାର ଦିନ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜ୍ୟୋତି ପାଣିଗ୍ରାହୀ ବିଜେଡିର ବରିଷ୍ଠ ଉପସଭାପତି ତଥା...

ବରଗଡ଼: କାମ କରୁଥିବାବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ, ୩ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାସ୍ତା କଡ଼ରେ କାମ କରୁଥିବାବେଳେ ଟ୍ରକ ମାଡ଼ିଯିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ଲୁହୁରାଚଟି ନିକଟରେ। ବୁଧବାର ବିଳମ୍ବିତ ରାତିରେ କେତେ...

ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭବନା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ଵରରେ ମଧ୍ୟ ହାଲୁକା ବର୍ଷା ହୋଇଛି। ଏହାସହ...

ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଦୁଇଜଣ ବିଧାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ନିଜର ସଦସ୍ୟ ପଦ ହରାଇଛନ୍ତି। ବିଧାନସଭା ବାଚସ୍ପତି ପ୍ରମିଳା...

ଆଃ..କି ସୁଆଦ ଆମ ଛେନାପୋଡ଼!

ନିଶିକାନ୍ତ ରଥ https://www.youtube.com/watch?v=YPPjfO_KcXw ଆଜି ବିଶ୍ଵ ଛେନାପୋଡ଼ ଦିବସ। ବିଶ୍ଵକୁ ଓଡ଼ିଶାର ସଂସ୍କୃତି ଏବଂ ଖାଦ୍ୟ ପରମ୍ପରାର ବାର୍ତ୍ତା ଦେଉଛି ନୟାଗଡ଼ର ଏହି ପ୍ରସିଦ୍ଧ ମିଠା।  ଦଶପଲ୍ଲାର ସାତପଟଣାରେ ନୟାଗଡ଼ ଛେନାପୋଡ଼ର ଜନ୍ମ  ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା ଏବେ ବି ରାଜ୍ୟ ବାହାରକୁ ନୟାଗଡ଼ରୁ ରପ୍ତାନି ହେଉଛି ଛେନାପୋଡ଼ ଜିଆଇ ଟ୍ୟାଗ୍‌ ପାଇଁ ହୋଇଛି ଆବେଦନ “ଆସ କିଏ ଖାଇବ ହୋ ଆମ ରାଜା...

ଏଥର ଜମିବ କେନ୍ଦ୍ରାପଡ଼ା ଲଢ଼େଇ: ଲୋକସଭା ଆସନ ପାଇଁ ମୁହାଁମୁହିଁ ହେବେ ବୈଜୟନ୍ତ-ଅଂଶୁମାନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ାର ରାଜନୀତି ଉପରେ କେନ୍ଦ୍ରୀଭୂତ ହେବ ସାରା ରାଜ୍ୟର ନଜର, ଏଥର ବାଜି କାହା ହାତକୁ ଯିବ? ଦଳବଦଳକୁ ନେଇ ଅସ୍ଥିର ହୋଇପଡ଼ିଛି କେନ୍ଦ୍ରାପଡ଼ାର ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ...

ଭୁବନେଶ୍ୱରରେ ଗ୍ରୀନ୍ ଓଡ଼ିଶା କନକ୍ଲେଭ୍: ପରିବେଶ ସୁରକ୍ଷା ପାଇଁ ସବୁଜ ଭିତ୍ତିଭୂମିର ନିର୍ମାଣ ଉପରେ ମାନସମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ କୁମାର କୃଷ୍ଣ ଦାସଙ୍କ ସହ ଅଭିଷେକ ରାୟ): ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଅବକ୍ଷୟର ମୁକାବିଲା ଏବେ ସାରା ବିଶ୍ଵରେ ଏକ ଆହ୍ଵାନ ସୃଷ୍ଟି କରିଛି। ମନୁଷ୍ୟ ସମାଜର...

କନ୍ଧମାଳ: ବିଦ୍ୟୁତ ଆଘାତରେ ଦଣ୍ଡୁଆଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ଗାଁରେ ଦଣ୍ଡନାଚ ଚାଲିଥିଲା ବେଳେ ବିଦ୍ୟୁତ ଆଘାତରେ ଆସି ଜଣେ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବୌଦ୍ଧ...