ବଦଳୁଛି ବୃତ୍ତିଧାରୀଙ୍କ ଯୋଗ୍ୟତା ମାପକାଠି, ଡିଗ୍ରୀ ଅପେକ୍ଷା ଦକ୍ଷତାକୁ ଗୁରୁତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ କର୍ପୋରେଟ୍ ହେଉ କି ଛୋଟ ଉଦ୍ୟୋଗ, ଉଚ୍ଚ ଡିଗ୍ରୀଧାରୀଙ୍କ ଅପେକ୍ଷା ଆସାଇନମେଣ୍ଟ ସମ୍ପନ୍ନ କରିବାର ଦକ୍ଷତାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ନିଯୁକ୍ତିଦାତା। ୨୦ ବର୍ଷ ତଳେ ଉଚ୍ଚ ଡିଗ୍ରୀକୁ ଅଧିକ ଗୁରୁତ୍ଵ...

ତୃତୀୟ ଦିନରେ ବି ଚାଲିପାରୁନି ବିଧାନସଭା, ବାରମ୍ବାର ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ବୁଧବାର ହେଉଛି ତୃତୀୟ ଦିନ। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି ପାଚସ୍ପତି ପ୍ରମିଳା ମଲ୍ଲିକ। ବିଧାନସଭା ଅଧିବେଶନର...

ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଟ୍ରକ ଓ ପିକନିକ ବସ୍ ମୁହାଁମୁହିଁ ଧକ୍କା, ୩ ଛାତ୍ରୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟସ୍ଥ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଏଠାରେ ଏକ ପିକନିକ ବସ୍ ଓ ଟ୍ରକର ମୁହାଁମୁହିଁ ଧକ୍କାରେ ୩...

ଚନ୍ଦ୍ରଯାନ-୩ର ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ, ଶେଷ ୨୦ ମିନିଟ ରହିବ ନିର୍ଣ୍ଣାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ଐତିହାସିକ ସମୟ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ତେବେ...

ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ୩ଟି ନୂଆ ଫୌଜଦାରୀ ଆଇନ। ବ୍ରିଟିଶ ଅମଳର ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଏହି...

ମଇଦାନକୁ ଫେରିବେ ସୌରଭ ଗାଙ୍ଗୁଲି, ଚାଲିଛି ଜୋରସୋର ପ୍ରସ୍ତୁତି

ଓଡ଼ିଶାଲାଇଭ ବ୍ୟୁରୋ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୁଣି ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ୭ ବର୍ଷ ପରେ ସେ  ଫେରିବେ କ୍ରିକେଟ ମଇଦାନକୁ। ଏ ନେଇ...

ମୋ ରଙ୍ଗ ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା : ଜୟା ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=V_o_8xFD_-U] ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ଜୟା ସ୍ଵାମୀ ତାଙ୍କ ଜୀବନର ସେହି ସଂଘର୍ଷର କାହାଣୀ ସହ ଦୁଇଟି ବଡ଼ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ହେଉଛି ତାଙ୍କ ଶ୍ୟାମଳ ରଙ୍ଗ ଆଉ ଗୋଟିଏ ସିନେମା...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍’ ତାଲିମ ପାଠ୍ୟକ୍ରମ: ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ କ୍ୟାରିୟର ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=SQFlkTFPfkU ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌ (ଲିଫ୍ଟ ଟେକ୍ନୋଲୋଜି) ତାଲିମ ପାଠ୍ୟକ୍ରମ। ଆଜି ସହର ତଥା ମହାନଗରଗୁଡ଼ିକରେ ବଡ଼ ବଡ଼ ଆପାର୍ଟମେଣ୍ଟ, ବହୁତଳବିଶିଷ୍ଟ ଆଧୁନିକ କାର୍ଯ୍ୟାଳୟ,...

ଓପିଏସସି ପକ୍ଷରୁ ‘ଖଣି ଅଧିକାରୀ’ ପଦବୀରେ ନିଯୁକ୍ତି ପାଇଁ ସୁଯୋଗ, ଆସନ୍ତାକାଲି ସରିଯିବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଇସ୍ପାତ ଏବଂ ଖଣି ବିଭାଗରେ ଖାଲିଥିବା ‘ଖଣି ଅଧିକାରୀ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ଅନ୍ତର୍ଗତ ଏହି ନିଯୁକ୍ତି ମିଳିବ। ଏହି...

ଆଇସିସିର ପାକିସ୍ତାନକୁ ଝଟକା: ଅହମ୍ମଦାବାଦରେ ଭାରତ-ପାକ୍ ବିଶ୍ଵକପ ମ୍ୟାଚକୁ ନେଇ ଅନିଶ୍ଚିତତା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଚଳିତବର୍ଷ ହେବାକୁ ଯାଉଛି ଆଇସିସି କ୍ରିକେଟ ବିଶ୍ଵକପ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ଵର ୧୦ଟି ଦଳ ଭାଗ ନେବେ। ବିଶ୍ଵକପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ...