ଛତିଶଗଡ଼ର ବିଜାପୁରରେ ସୁରକ୍ଷାବାହିନୀ-ନକ୍ସଲ ଗୁଳି ବିନିମୟ, ୬ ଜଣ ନକ୍ସଲ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ବୁଧବାର ଗୁଳି ବିନିମୟ ହୋଇଛି। ଏଥିରେ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ...

ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨: ଜାଣନ୍ତୁ କ’ଣ ରହିଛି ବିଶେଷତ୍ଵ  

ଭାସ୍କର ପରିଚ୍ଛା ସାରା ଓଡ଼ିଶାରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ପାଦନ ସହ ବ୍ୟବହାର ହୋଇପାରିବ, ସେନେଇ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ‘ଓଡ଼ିଶା ଅକ୍ଷୟ ଶକ୍ତି...

ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରେ ଯୋଗ ଦେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ନିଜ ସମର୍ଥକଙ୍କ ସହ ବୁଧବାର ଦିନ ଶଙ୍ଖ ଭବନକୁ ଆସି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ...

ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଜାଣନ୍ତୁ କିଏ...

ଓଡ଼ିଶାଲାଇଭ୍ ବ୍ୟୁରୋ ଅପେକ୍ଷାର ଅନ୍ତ ହେଲା। ଓଡ଼ିଶା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ବୁଧବାର ଦିନ ବିଜେଡି ସୁପ୍ରିମୋ...

ଭୁବନେଶ୍ଵର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଏଥର ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ-ମନ୍ମଥ ରାଉତରାୟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ। ଭୁବନେଶ୍ଵର ସାଂସଦ ଥିବା ଅପରାଜିତା...

ଆସିଲା ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ପୁରୀରୁ ଅରୂପ ପଟ୍ଟନାୟକ, କଟକରୁ ଲଢ଼ିବେ ସନ୍ତୃପ୍ତ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା। ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ପୁରୀ ଲୋକସଭା ଆସନରୁ...

ଲୋକସଭା ନିର୍ବାଚନରେ ବିଜେଡିର ରଣନୀତି, ଘୋଷଣା କରିଥିବା ୧୫ ଆସନରୁ ୧୧ଟିରେ ଲଢ଼ିବେ ନୂଆ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରାଜ୍ୟର ୨୧ଟି ଲୋକସଭା ଆସନରୁ ବୁଧବାର ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ଦଳ ପ୍ରାର୍ଥୀ...

ବଢ଼ିଲା ମନରେଗା ଶ୍ରମିକଙ୍କ ଦୈନିକ ମଜୁରି, ଓଡ଼ିଶାରେ ହେଲା ୨୫୪ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ଶ୍ରମିକଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ଗୁରୁବାର କେନ୍ଦ୍ର ସରକାର ସବୁ ରାଜ୍ୟରେ...

ଏଥର ଲୋକସଭା ଆସନରେ ଲଢ଼େଇ ହେବ ଜୋରଦାର: କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଭୁବନେଶ୍ଵରରେ ମୁହାଁମୁହିଁ ହେବେ ହେଭିଓ୍ଵେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଓଡ଼ିଶାରେ ଲୋକସଭା ନିର୍ବାଚନ ପାଇଁ ଲଢ଼େଇ ହେବ ଜୋରଦାର, ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ଵର ଲୋକସଭା ଆସନ ଦଖଲ ଲାଗି ମୁହାଁମୁହିଁ ହେବେ ହେଭିଓ୍ଵେଟ। ଆସନ୍ତା ସାଧାରଣ ନିର୍ବାଚନ ଲାଗି ସରଗରମ...

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଦଳ ବଦଳ ହୋଇଛି। ବିଜେପିରେ ଯୋଗ ଦେଇଛନ୍ତି ରାଜ୍ୟର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ଏବଂ ସିଦ୍ଧାନ୍ତ ମହାପାତ୍ର।...