ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ: କୁସ୍ତିଯୋଦ୍ଧା ନିରାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଗୁରୁବାର ଦିନ ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କରିଦେଇଛନ୍ତି। ଯାହାକୁ...
CHAKIRI

OSCB: ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଓ ଅନ୍ୟ ପଦବୀ ପାଇଁ ଆଜି ହିଁ ଆବେଦନ କରନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ସିଷ୍ଟମ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ଆବେଦନ ପ୍ରକ୍ରିୟା ମେ ୩୧...

ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଉପକୂଳ ଛୁଇଁବ। ଏବେ ମୌସୁମୀ ବାୟୁ ଆରବ ସାଗର ଉପରେ ରହିଥିବାବେଳେ କେରଳ ଉପକୂଳରେ ଏଥିପାଇଁ ପାଗ ଅନୁକୂଳ ରହିଛି।...

ବାହାରିନରେ ଝଲସିଲା ଓଡ଼ିଶା କଳା ସଂସ୍କୃତି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ କଟକଣା ହଟିବା ପରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ...

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପଦବୀ ଛାଡ଼ିଲେ ସୁବ୍ରତ ବାଗଚୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପଦବୀ ଛାଡ଼ିଛନ୍ତି ସୁବ୍ରତ ବାଗଚୀ। ଏନେଇ ସେ ଗୁରୁବାର ଦିନ ଟୁଇଟ କରି ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ପଦବୀ ଛାଡ଼ିଥିବା...

ପୁଲଓ୍ୱାମା ଆକ୍ରମଣକୁ ୪ ବର୍ଷ, ମନରୁ ଲିଭୁନି ଛାତିଥରା ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଲଓ୍ୱାମା ଆକ୍ରମଣକୁ ପୂରିଲା ୪ ବର୍ଷ। ହେଲେ ଆଜିବି ମନରୁ ଲିଭୁନି ସେହି ଛାତିଥରା ଘଟଣା। ଆଜିର ଦିନରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଜଣ ସିଆରପିଏଫ୍‌ ଯବାନ। ଆଜି...

ଇଣ୍ଡିଆ ମେଣ୍ଟକୁ ଝଟ୍‌କା: ମମତାଙ୍କ ଘୋଷଣା ଏକଲା ନିର୍ବାଚନ ଲଢ଼ିବ ଟିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ବିରୋଧୀଙ୍କ ମହାମେଣ୍ଟ ‘ଇଣ୍ଡିଆ’କୁ ବଡ଼ ଝଟ୍‌କା। କାରଣ ପଶ୍ଚିମବଙ୍ଗରୁ ଟିଏମସି ଏକଲା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମହାମେଣ୍ଟ ‘ଇଣ୍ଡିଆ’କୁ ପଶ୍ଚିମବଙ୍ଗରୁ...

କୋରାପୁଟ: ପୁଣି ଭାରରେ ବୁହାହେଲେ ଗର୍ଭବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ କାଦୁଅ ରାସ୍ତାରେ ଦବିଗଲା ଆମ୍ବୁଲାନ୍ସ, ଭାରରେ ବୁହାହେଲେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ମହିଳା। (ଜୟପୁର): କାଦୁଅ ରାସ୍ତାରେ ଦବିଗଲା ଆମ୍ବୁଲାନ୍ସ, ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ପ୍ରାୟ...
punjab-2

ପଞ୍ଜାବର ଚାରି ସହିଦଙ୍କ ପରିବାରକୁ ମିଳିବ କ୍ଷତିପୂରଣ ସହ ସରକାରୀ ଚାକିରି

ଓଡ଼ିଶାଲାଇଭ୍ ବ୍ୟୁରୋ ଲଦାଖର ଗଲୱାନ ଘାଟିରେ ସୀମା ବିବାଦକୁ ନେଇ ଭାରତ-ଚୀନ ଯବାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ପ୍ରାଣ ହରାଇଥିଲେ ଭାରତର ୨୦ ଜଣ ବୀର ଯବାନ। ଏଥିରେ ସାମିଲ୍ ଅଛନ୍ତି ପଞ୍ଜାବର...

କୋଟଗଡ଼ରେ ମାଓବାଦୀଙ୍କ ତାଣ୍ଡବ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲାଲ ବାହୀନି। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର...