ଓଡ଼ିଶାରେ ଦୋଳଯାତ୍ରା
ବିପିନ ବିହାରୀ ମହାନ୍ତି
ଦୋଳୋତ୍ସବ ବା ବସନ୍ତୋତ୍ସବ ଏକ ଜାତୀୟପର୍ବ ହେଲେ ହେଁ, ଓଡ଼ିଶାରେ ଏହି ଉତ୍ସବ ବା ଯାତ୍ରାକୁ ସ୍ୱତନ୍ତ୍ର ମାନ୍ୟତା ଏବଂ ଗୁରୁତ୍ୱ ଦିଆଯାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ୍ ଶତାନନ୍ଦଙ୍କ...
ଶୂନ୍ୟ ଓ ବ୍ରହ୍ମ
ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି...
ନୂଆବର୍ଷର ଅନୁଚିନ୍ତା: ଓଡ଼ିଆ ଭାଷାର କିଏ ଭରସା!
କପିଳାସ ଭୂୟାଁ
୨୦୧୯ ଶେଷ ହୋଇ ନୂଆବର୍ଷ ୨୦୨୦ ଆରମ୍ଭ ହେବ। ପୁରୁଣାକୁ ପଛରେ ଛାଡ଼ି ଆମେ ସମସ୍ତେ ଆଗକୁ ବଢ଼ିବା। ପୁରୁଣା ବର୍ଷରେ ଘଟିଥିବା ବହୁତ କିଛି ବାବଦରେ ଆମେ ଚିରାଚରିତ ଭାବେ...
ସ୍ମାର୍ଟ ସିଟି ସିରିଜ – ୧୮: ଟ୍ରାଫିକ ଜାମ କାହିଁକି? ପାର୍କିଂ ଅବ୍ୟବସ୍ଥା କ’ଣ ଏହାର କାରଣ? (୩)
କପିଳାସ ଭୂୟାଁ
ପୂର୍ବ ପ୍ରକାଶିତ ଦୁଇଟି ଭାଗକୁ ପଢ଼ି ଏହା ଭିତରେ ପାଠକମାନଙ୍କଠାରୁ ଏକାଧିକ ମତାମତ ମିଳିଛି। ସେ ମଧ୍ୟରୁ ଦୁଇଟି ପ୍ରମୁଖ ମତ ମଧ୍ୟରୁ ଗୋଟିଏ ହେଲା ଯେ ରାସ୍ତାରେ ଟ୍ରାଫିକ...
ସ୍ମାର୍ଟ ସିଟି ସିରିଜ – ୧୭: ଟ୍ରାଫିକ ଜାମ କାହିଁକି? ପାର୍କିଂ ଅବ୍ୟବସ୍ଥା କ’ଣ ଏହାର କାରଣ? (୨)
କପିଳାସ ଭୂୟାଁ
ଅନ୍ୟ ପକ୍ଷରେ ଟ୍ରାଫିକ ଜାମର ଗୋଟିଏ ମୁଖ୍ୟ କାରଣ ହେଲା ରାସ୍ତାରେ ମନ ଇଚ୍ଛା ଗାଡି ପାର୍କିଂ କରିବା। ଛତୁ ଫୁଟିଲା ପରି ଭୁବନେଶ୍ଵରରେ ଖୋଲିଥିବା ବାହାଘର ମଣ୍ଡପ ଓ...
ସ୍ମାର୍ଟ ସିଟି ସିରିଜ – ୧୬: ଟ୍ରାଫିକ ଜାମ କାହିଁକି? ପାର୍କିଂ ଅବ୍ୟବସ୍ଥା କ’ଣ ଏହାର କାରଣ? (୧)
କପିଳାସ ଭୂୟାଁ
ଆମ ଦେଶରେ ଜୀବନଯାପନ ପାଇଁ ଅନୁକୂଳ ପରିସ୍ଥିତି ଥିବା ସହରଗୁଡ଼ିକର ତାଲିକାରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ଵର। ଧୀରେ ଧୀରେ ଆମ ରାଜଧାନୀ ଭୁବନେଶ୍ଵରକୁ ଗୋଟିଏ ସ୍ମାର୍ଟ ସିଟିରେ ପରିଣତ...
ଏନଆରସି ଓ ସିଏଏ: ଅନାବଶ୍ୟକ ଆବଶ୍ୟକତା ନୁହେଁ କି?
କପିଳାସ ଭୂୟାଁ
ପାର୍ଲିଆମେଣ୍ଟରେ ବିଜେପିକୁ ସହଯୋଗ ଭଳି ଭୁଲର ସଂଶୋଧନ ପାଇଁ ବିଜେଡି ପକ୍ଷରୁ ସମୟୋଚିତ ପଦକ୍ଷେପ।
ଦେଶରେ ଗତ ଦୁଇ ସପ୍ତାହର ରାଜନୈତିକ ପ୍ରେକ୍ଷାପଟକୁ ବିଚାରକୁ ନେଲେ କେନ୍ଦ୍ର ସରକାରଙ୍କ ଆଗରେ ବିଜେଡି...
ଚାଉ ଏନ ଲାଇ, କ୍ରିଷ୍ଣା ମେନନ୍ ଓ ବିଜୁ ପଟ୍ଟନାୟକ
ଭାସ୍କର ପରିଚ୍ଛା
ଜଣେ ବୈମାନିକ ଭାବରେ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ କାହାଣୀ ଓ କାର୍ଯ୍ୟ ସମ୍ପର୍କରେ ଅନେକ ଘଟଣା କୁହାଯାଏ ଓ ଶୁଣାଯାଏ। ବିମାନ ଚାଳନାରେ ତାଙ୍କର ଦକ୍ଷତା ଓ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ସେ...
ପୁରସ୍କାରକୁ ନମସ୍କାର
ଜଗନ୍ନାଥ ପ୍ରସାଦ ଦାସ
ସବୁ ପ୍ରକାରର ପୁରସ୍କାର ସବୁବେଳେ ବିବାଦାସ୍ପଦ, ତେବେ ସାହିତ୍ୟ ପାଇଁ ପୁରସ୍କାର ଏ ଦିଗରେ ସବୁଠାରୁ ଆଗରେ। ଜଣେ କେହି ପୁରସ୍କାର ପାଇଲେ ସେ ଯଦି ଗୋଟିଏ ପାଖରେ ଅଭିନନ୍ଦନର...
ସ୍ମାର୍ଟ ସିଟି ସିରିଜ – ୧୫: ଉନ୍ନତିକରଣ ନାଁରେ ସରକାରୀ ଅର୍ଥ ହରିଲୁଟ ନହେଉ!
କପିଳାସ ଭୂୟାଁ
ଭାଙ୍ଗିବା ଗଢିବା ହେଉଛି ଦୁନିଆର ନିୟମ। କିନ୍ତୁ ସ୍ମାର୍ଟ ସିଟି ଭୁବନେଶ୍ଵରରେ ଏହି ନିୟମ ଟିକେ ନିଆରା।
ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳୁଛି ପୁରୁଣା ଭୁବନେଶ୍ଵରରେ। ଏଠାରେ ଷଷ୍ଠରୁ ଏକାଦଶ...





















