ଭିଜୁଛି ଓଡ଼ିଶା: ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଶୁକ୍ରବାର ରାତିରୁ ବର୍ଷା ଜାରି ରହିଛି। ଆଗକୁ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।...
ଜୁଲାଇ ୨୦ରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ: ଚର୍ଚ୍ଚାରେ ସାଜିଥ ପ୍ରେମଦାସାଙ୍କ ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଲୋକଙ୍କ ବିରୋଧ ପାଇଁ ପଦବୀ ଛାଡ଼ିଛନ୍ତି ରାଷ୍ଟ୍ରପତି। ଏବେ ସମସ୍ତଙ୍କ ନଜର କିଏ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି?
ଶ୍ରୀଲଙ୍କା ରାଷ୍ଟ୍ରପତି ପଦବୀରୁ ଇସ୍ତଫା...
ଓଡ଼ିଶାରେ ଚେସ୍ ଅଲିମ୍ପିଆଡ ମଶାଲ, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୮ ତାରିଖରୁ ତାମିଲନାଡୁ ମହାବଲ୍ଲିପୁରମଠାରେ ଚେସ୍ ଅଲିମ୍ପିଆଡ ପ୍ରତିଯୋଗିତା ହେବ। ଏଥିପାଇଁ ଶୁକ୍ରବାର ଦିନ ସକାଳେ ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ମଶାଲ। ବିମାନବନ୍ଦରରେ ମଶାଲକୁ ଭବ୍ୟ ସ୍ଵାଗତ...
ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ, ଏବେ କେଉଁଠି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଘୋଷଣା ଅନୁସାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଗୋଟାବାୟା ରାଜପକ୍ଷ ଇମେଲ ଯୋଗେ ଇସ୍ତଫା ପଠାଇଛନ୍ତି। ଏବେ ସେ ନିଜ ପତ୍ନୀଙ୍କ ସହ ସିଙ୍ଗାପୁରଠାରେ...
ଚର୍ଚ୍ଚାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ: ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ବିଶ୍ଵବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣର ଦୁଇ ଦିନରେ ଦୁଇଟି ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ...
କୋଭିଡ ଭୟ: ଆଜି ରାଜ୍ୟରେ ହଜାରେ ଟପିଲା ସଂକ୍ରମଣ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଏକ ହଜାର ଟପିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ୧,୦୪୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା...
ଆଜିଠାରୁ ମାଗଣା ବୁଷ୍ଟର ଡୋଜ୍: ଟିକା କେନ୍ଦ୍ରରେ ଲୋକଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣ ରହିଥିଲେ ମଧ୍ୟ ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ କୋଭିଡ ଟିକା ନେବା ଲାଗି ସଚେତନ କରାଯାଉଛି। ଆଜିଠାରୁ ରାଜ୍ୟରେ...
ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ଓ ପାଚନ ସମସ୍ୟା ଉପରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁଲାଇ ୧୭ରେ ଅନ୍ତର୍ଜାତୀୟ କର୍ମଶାଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଭାରତର ପ୍ରଥମ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଏଆଇପିଏଚ୍ ପକ୍ଷରୁ ଜୁଲାଇ ୧୭ ତାରିଖ (ରବିବାର) ଦିନ ଏକ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ କରାଯାଉଛି। ‘ଷ୍ଟଣ୍ଟିଂ ଆଣ୍ଡ୍ ଗଟ୍ ଡିସଫଙ୍କସନ’ ବା ବୟସ...
୧୮ ବର୍ଷ ପୁରୁଣା ମାନବ ଚାଲାଣ ମାମଲା: ଦଲେର ମେହନ୍ଦିଙ୍କୁ ୨ ବର୍ଷ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବର ପ୍ରସିଦ୍ଧ ଗାୟକ ଦଲେର ମେହନ୍ଦିଙ୍କୁ ଝଟକ୍। ୧୮ ବର୍ଷ ତଳର ମାନବ ଚାଲାଣ ମାମଲାରେ ଦଲେର ମେହନ୍ଦିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ପଞ୍ଜାବ ପଟିଆଲା କୋର୍ଟ। କୋର୍ଟଙ୍କ...
୯୪ ବର୍ଷ ବୟସରେ ଭଗଓ୍ଵାନୀ ଦେବୀଙ୍କ କମାଲ: ଦେଶ ପାଇଁ ଆଣିଲେ ଗୋଲ୍ଡ ମେଡାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୟସ ମାତ୍ର ଏକ ଆକଳନ। ଓ୍ଵାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ସିନିଅର ସିଟିଜେନ କାଟାଗୋରିରେ ୧୦୦ ମିଟର ରେସରେ ଗୋଲ୍ଡ ମେଡାଲ ଜିତି ଏହି କଥାଟିକୁ ସାବ୍ୟସ୍ତ କରି ଦେଖାଇଛନ୍ତି ଦିଲ୍ଲୀ...



















