୧୬ରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦିନକ ପରେ ଅର୍ଥାତ୍ ଆସନ୍ତା ୧୬ ତାରିଖ ଓଡ଼ିଶାର ୩୦ଟି ଜିଲ୍ଲାରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର କାର୍ଯ୍ୟକୁ...
ରାଜ୍ୟରେ ମହଙ୍ଗା ହେବ ବସ୍ ଯାତ୍ରା, ବଢ଼ିଲା ଭଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ଦେଶ ତଥା ରାଜ୍ୟରେ ଲଗାତର ୧୦ ଦିନ ହେଲା ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବସ୍ ଭଡ଼ାରେ...
କମଦିନର ମୁଖ୍ୟମନ୍ତ୍ରୀ: ଜଗଦମ୍ବିକା ପାଲଙ୍କଠାରୁ ୟେଦୁରପ୍ପାଙ୍କ ଯାଏଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଏସ ୟେଦୁରପ୍ପା ମାତ୍ର ୫୫ଘଣ୍ଟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରେ ରହି ଇସ୍ତଫା ଦେଇଛନ୍ତି। ଜଗଦମ୍ବିକା ପାଲଙ୍କ ପରେ ସବୁଠୁ କମ୍ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ରେକର୍ଡ ନିଜ ନାମରେ କରିଛନ୍ତି ୟେଦୁରପ୍ପା।
କର୍ଣ୍ଣାଟକର ହାଇଭୋଲଟେଜ ଡ୍ରାମା...
ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ନୂତନ ସେନା ମୁଖ୍ୟ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋମବାର ସୂଚନା...
ସ୍ମୃତି ଓ ଅନୁଭୂତିରେ ମୋ ବିଜୁବାବୁ
ସୁରେନ୍ଦ୍ର ନାଥ ନାଏକ
ବିଜୁବାବୁଙ୍କ ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ନିଷ୍ପତ୍ତି ଯୋଗୁଁ ସେ ସମୟରେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ବଢ଼ି ୩୦ ହୋଇପାରିଥିଲା। ଏହାର ସୁଫଳ ଆଜି ରାଜ୍ୟବାସୀ ଭୋଗୁଛନ୍ତି।
ଉତ୍କଳ ଜନନୀର...
ମଧୁସୂଦନ ଏବଂ ଶ୍ୱେତ ଆଉ ମାଟିଆ ସାମ୍ରାଜ୍ୟବାଦ
ସୁରସିଂହ ପଟ୍ଟନାୟକ
ଜାତୀୟଗୌରବ ମଧୁସୂଦନ ଦାସ ଭାରତୀୟମାନଙ୍କୁ ଅର୍ଥନୈତିକ ଓ ରାଜନୈତିକ ଶୋଷଣରୁ ଉଦ୍ଧାର କରିବା ପାଇଁ, ଶ୍ୱେତାଙ୍ଗ ବ୍ରିଟିଶ ପ୍ରଶାସନର ଶ୍ୱେତ ସାମ୍ରାଜ୍ୟବାଦ ବିପକ୍ଷରେ ଯେପରି ସଂଗ୍ରାମ ସଞ୍ଚାଳିତ କରିଥିଲେ, ସେହିପରି ପଡ଼ୋଶୀ...
ଆଞ୍ଚଳିକ ଦଳର ସମ୍ପତ୍ତି ତାଲିକା : ପ୍ରଥମରେ ସମାଜବାଦୀ ପାର୍ଟି ଅଷ୍ଟମରେ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ପ୍ରମୁଖ ଆଞ୍ଚଳିକ ରାଜନୈତିକ ଦଳ ସମାଜବାଦୀ ପାର୍ଟି ପାଖରେ ରହିଛି ସର୍ବାଧିକ ସମ୍ପତ୍ତି। ଦେଶର ମୋଟ ୪୪ଟି ଆଞ୍ଚଳିକ ରାଜନୈତିକ ଦଳକୁ ସମ୍ପତ୍ତି ତାଲିକାରେ ପଛରେ ପକାଇ ପ୍ରଥମ ସ୍ଥାନରେ...
ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପାଦକୀୟ ‘ଏ ମାଟିର କନ୍ୟା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପାଦକୀୟ। ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଏ ମାଟିର କନ୍ୟା’ ଶୀର୍ଷକରେ ମୁଖ୍ୟମନ୍ତ୍ରୀଙ୍କ ଆଲେଖ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଓଡ଼ିଶା ମାଟିର ଝିଅ...
ଆଜିଠୁ ସ୍କୁଲ ଗଲେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାରଠାରୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ। କୋଭିଡ ନିୟମ ପାଳନ କରି ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଯାଇଛନ୍ତି। ଦୁଇବର୍ଷ ପରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିଥିବାରୁ...
ଆନନ୍ଦ ଭବନ: ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର
ପ୍ରଣତି ପରିଡ଼ା
କଟକର ତୁଳସୀପୁର ଅଞ୍ଚଳରେ ରହିଛି ଆନନ୍ଦ ଭବନ। ଏହାକୁ ନିର୍ମାଣ କରିଥିଲେ ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ବିଜୁଙ୍କ ପରିବାର ସେହି ସ୍ଥାନରେ ପୂର୍ବରୁ ବେଶ୍ କିଛି ବର୍ଷ ଧରି...





















