ମହାପ୍ରଭୁ ଖାଇବେ ପୋଡ଼ ପିଠା: ମାଉସୀ ମା’ ମନ୍ଦିରରେ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁ ଖାଇବେ ପୋଡ଼ ପିଠା। ବଡ଼ଠାକୁରଙ୍କ ରଥଯାତ୍ରା ସମୟରେ ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଭୋଗ ହୋଇଥାଏ। ଆଉ ଗୋଟିଏ ଦିନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା। ଶରଧାବାଲିରୁ ଶ୍ରୀମନ୍ଦିର...

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରିମଣ୍ଡଳରେ ବିଦ୍ରୋହ କାରଣରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ଦିନ ଇସ୍ତଫା ଦେଇଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ନିଜ ଇସ୍ତଫା ବିଷୟରେ ଘୋଷଣା କରିଛନ୍ତି ବୋରିସ ଜନସନ। ନୂଆ ପ୍ରଧାନମନ୍ତ୍ରୀ...

ବନ ମହୋତ୍ସବ ରାଜନୀତି: ପୁଣି ସାଂସଦ ଅପରାଜିତାଙ୍କୁ ଅଣଦେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ଅଣାଦେଖା କଲେ ରାଜ୍ୟ ସରକାର। ବନ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ ଏବଂ ମେୟରଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ସାଂସଦ...

ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ। ଗୁରୁବାର ଦିନ ୧୨ଟାରେ ଗୁରୁପ୍ରିତ କୌରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭଗବନ୍ତ ସିଂ ମାନ। ଦିଲ୍ଲୀ...

ଦେଶକୁ କୋଭିଡ ଭୟ: ଦିନକରେ ୧୮ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ୩୫ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କୋଭିଡର ଅଣାୟତ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୯୩୦ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ...

ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ବିଧାୟକ ଅଙ୍ଗଦ କହଁର

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଚର୍ଚ୍ଚା ସାଉଣ୍ଟିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ୫୮ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ଚର୍ଚ୍ଚାର ପରିଧିକୁ ଅସିଥିବା ବିଧାୟକ ଚଳିତ...

ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଡେଙ୍ଗୁ ହେଉଛି ଏକ ଭେକ୍ଟରବାହିତ ରୋଗ, ଯାହାକି ଏଡିସ୍ ମଶା କାମୁଡ଼ିବାରୁ ବ୍ୟାପିଥାଏ। ଠିକଣା ସମୟରେ ଏହାର ଚିହ୍ନଟ ଓ ଚିକିତ୍ସା କରାନଗଲେ ଏହା ଘାତକ ହୋଇପାରେ। ତେଣୁ ଏହି ରୋଗ...

ବଦଳିଲା ନିୟମ: ଏଣିକି ୯ ମାସ ପରିବର୍ତ୍ତେ ୬ ମାସରେ ନେଇହେବ ବୁଷ୍ଟର ଡୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲା ବୁଷ୍ଟର ଡୋଜ ନେବାର ନିୟମ। ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। ଏଣିକି ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇହେବ ବୁଷ୍ଟର ଡୋଜ। କୋଭିଡରୁ ସୁରକ୍ଷା ପାଇଁ ଟିକାକରଣକୁ...

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ମୁଖତାର ଆବାସ ନକଭୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ। ବୁଧବାର ଦିନ ସେ ଇସ୍ତଫା ଦେଇଛନ୍ତି। ଆସନ୍ତା ଗୁରୁବାର ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ଆଜି ସେ...

ମାଟ୍ରିକ ରେଜଲ୍ଟ: ପୁଅଙ୍କୁ ପଛରେ ପକାଇଲେ ଝିଅ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ। ଚଳିତ ଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଛାତ୍ରୀଙ୍କ ପାସ୍‌ହାର ୯୨.୩୭ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍‌ହାର ରହିଛି ୮୮.୭୭ ପ୍ରତିଶତ। ବୁଧବାର ଦିନ ବିଦ୍ୟାଳୟ...