ପ୍ରମୋଦିନୀ ରାଉଳ ଏସିଡ ମାଡ଼ ମାମଲା: ୨ ଦୋଷୀଙ୍କୁ ୧୪ ବର୍ଷ ଜେଲଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ମାଡ଼ ମାମଲାର ରାୟ ପ୍ରକାଶ ପାଇଛି। ସୋମବାର ଦୁଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ। ଏହି...
ସମୁଦ୍ର ମଝିରେ ଫସିଥିବା ୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଛ ଧରିବାକୁ ଯାଇ ସମୁଦ୍ର ମଝିରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରାଯାଇଛି। ମତ୍ସଜୀବୀମାନେ ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଫସି ରହିଥିଲେ। ରାଜ୍ୟ...
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: କିଶୋର ପଟେଲ କଂଗ୍ରେସ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଏବଂ ବିଜେଡି ପରେ କଂଗ୍ରେସ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛି। ଏହି ଆସନ ପାଇଁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ନାଁ ସୋମବାର ଘୋଷଣା କରିଛି...
ଦାୟିତ୍ଵ ନେଲେ କଟକ ନୂଆ ଡିସିପି ପିନାକ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର। ସୋମବାର ଦିନ କଟକ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। କଟକ ଭଳି ପୁରୁଣା ଏବଂ ସଂସ୍କୃତି...
ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ବିଜେପି)। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହାର ମାରିଛି। ବ୍ରଜରାଜନଗର...
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ବିଜେଡିରୁ ପ୍ରାର୍ଥୀ ହେଲେ ଅଳକା ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁକଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସୋମବାର ନବୀନ ନିବାସରେ ବିଧିବଦ୍ଧ ଭାବେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ...
ବିଦାୟ ବାଗ୍ମୀ ‘ପଦ୍ମଶ୍ରୀ ରଜତ କର’
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା, ଭଞ୍ଜ ସାହିତ୍ୟର ଗବେଷକ, ଶିକ୍ଷାବିତ, ନାଟ୍ୟକାର ତଥା ଉଦ୍ଘୋଷକ ପଦ୍ମଶ୍ରୀ ରଜତ କରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ତାଙ୍କର ହୃଦଘାତରେ...
ସ୍ଥଳଭାଗ ଛୁଇଁବନି ବାତ୍ୟା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ। କିନ୍ତୁ ଅତି ନିକଟରେ ଗତି କରିବ। ତେଣୁ ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ବହିବାର ଆଶଙ୍କା ରହିଛି। ଏହାକୁ...
କେଜିଏଫ୍-୨ର ନୂଆ ରେକର୍ଡ: ୩୦୦ କୋଟିରେ ବିକ୍ରି ହେଲା ଓଟିଟି ରାଇଟ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଭାରତୀୟ ସିନେମା ‘କେଜିଏଫ୍-୨’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି। ଏବେ ଖବର ଆସିଛି ଏହି ସିନେମାଟି ଆଉ ଏକ ରେକର୍ଡ କରିଛି। ‘କେଜିଏଫ-୨’ର ଓଟିଟି ରାଇଟ୍ସ ବିକ୍ରି...
ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା: ଏସଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଏହା କାର-ନିକୋବର ଦୀପପୁଞ୍ଜଠାରୁ ୧୫୦ କିମି ଦୂରରେ ପଶ୍ଚିମରେ ରହିଛି। ପୁରୀଠାରୁ ଏହା ୧,୨୫୦ କିମି ଦୂର...





















