ଉତ୍ତର ପ୍ରଦେଶ ନିର୍ବାଚନ : ଦ୍ଵିତୀୟ ପର୍ଯ୍ୟାୟରେ ୬୦.୪୪ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶ ନିର୍ବାଚନ ୨୦୨୨ର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ସୋମବାର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନ ପାଇଁ ମତଦାନ କରିଛନ୍ତି ଭୋଟର। ଦ୍ଵିତୀୟ ପର୍ଯ୍ୟାୟରେ ୬୦.୪୪...
କୋହଳ ହେଲା କଟକଣା : ୨୧ ପରେ ବିନା କୋଭିଡ ସାର୍ଟିଫିକେଟରେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ପ୍ରବେଶ ପାଇଁ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଡବଲ ଡୋଜ ଟିକା ସାର୍ଟିଫିକେଟ ସହ ଭୋଟର ଏବଂ ଆଧାରକାର୍ଡ ସାଙ୍ଗରେ ନେବାକୁ...
୧୬ରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦିନକ ପରେ ଅର୍ଥାତ୍ ଆସନ୍ତା ୧୬ ତାରିଖ ଓଡ଼ିଶାର ୩୦ଟି ଜିଲ୍ଲାରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର କାର୍ଯ୍ୟକୁ...
ପୁଣି ୫୪ଟି ଚାଇନିଜ୍ ଆପ୍ଲିକେସନ ବ୍ୟାନ କଲେ ଭାରତ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତରେ ପୁଣି ୫୪ଟି ଚାଇନିଜ୍ ଆପ୍ଲିକେସନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ...
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ : ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶ(ୟୁପି) ବିଧାନସଭା ନିର୍ବାଚନ ୨୦୨୨ର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସୋମବାର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଲ,...
“ପଦ୍ମଭୂଷଣ ରାହୁଲ ବଜାଜଙ୍କର ବିୟୋଗ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ ରହିଥିବା ପଦ୍ମଭୂଷଣ ରାହୁଲ ବଜାଜଙ୍କର ପରଲୋକ ହୋଇଛି। ପୁଣେ ସ୍ଥିତ ବାସଭବନରେ ତାଙ୍କର ୮୩ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଦୀର୍ଘ...
ଆଇପିଏଲ୍ ନିଲାମ : ସବୁଠାରୁ ଦାମୀ ଖେଳାଳି ଈଶାନ କିଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ମେଗା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଈଶାନ କିଶନ। ୧୫.୨୫ କୋଟି ଟଙ୍କାରେ ଈଶାନ କିଶନଙ୍କୁ କିଣିଛି ମୁମ୍ବାଇ। ମୁମ୍ବାଇ ଇଣ୍ଡିଆନ ଏବଂ...
ଆଇପିଏଲ ନିଲାମରେ ସୁରେଶ ରାଇନାଙ୍କୁ ଝଟକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ମେଗା ଅକ୍ସନରେ ମିଷ୍ଟର ଆଇପିଏଲ ଭାବେ ପରିଚିତ ସୁରେଶ ରାଇନାଙ୍କୁ କିଣିବା ପାଇଁ କୌଣସି କ୍ରେତା ମିଳିଲେ ନାହିଁ। ଧୋନୀଙ୍କ ଟିମ ସିଏସକେ ମଧ୍ୟ ରାଇନାଙ୍କୁ...
୨୦୦ କୋଟି ଟଙ୍କାର ଗଞ୍ଜେଇରେ ନିଆଁ ଲଗାଇଲା ବିଶାଖାପାଟଣା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ) : ଗଞ୍ଜେଇର ଗନ୍ତାଘର ପାଲଟିଥିବା ବିଶାଖାପାଟଣା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ଦେଢ଼ ବର୍ଷ ମଧ୍ୟରେ ଜବତ ହୋଇଥିବା ପ୍ରାୟ ୨୦୦ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇକୁ...
ଆଇପିଏଲ ନିଲାମ : ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟିରେ ନେଲା କୋଲକତା ନାଇଟ ରାଇଡର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ମେଗା ଅକ୍ସନ ଆରମ୍ଭ ହୋଇଛି। ୨୦୨୨ ମସିହାର ନୂଆ ସିଜିନ ପୂର୍ବରୁ ଏହା ସବୁଠାରୁ ବଡ଼ ନିଲାମ ହୋଇଥିବା କୁହାଯାଉଛି। ଏହି ନିଲାମରେ ମୋଟ ୬୦୦ ଜଣ...





















